
ପିଲାକୁ ଦେଖି ଭୋ ଭୋ ହୋଇ କା-ନ୍ଦୁଛନ୍ତି ବାପାମାଆ, ସବୁଦିନ ପାଇଁ ଅଫେରା ରାଇଜର ସାଥି ହୋଇଗଲେ ସୁମିତେନ୍ଦ୍ର।:-
ଶେଷରେ ଏତେ ଖୋଜାଖୋଜି ପରେ ମିଳିଲା ସୁମିତେନ୍ଦ୍ରଙ୍କ ମୃ-ତଦେହ। ଗତକାଲି ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟସ୍ଥ ଦୟା ନଦୀରେ ସୁମିତେନ୍ଦ୍ର ନାମକ ଜଣେ ନାବାଳକ ନି-ଖୋଜ ହୋଇଯାଇଥିଲେ। ଦୟାନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଭା-ଗ୍ୟବ-ଶତଃ ଗଭୀର ଜଳରେ ବୁଡ଼ିଯାଇଥିଲେ ସୁମିତେନ୍ଦ୍ର। ଅପରାହ୍ଣରେ …
ପିଲାକୁ ଦେଖି ଭୋ ଭୋ ହୋଇ କା-ନ୍ଦୁଛନ୍ତି ବାପାମାଆ, ସବୁଦିନ ପାଇଁ ଅଫେରା ରାଇଜର ସାଥି ହୋଇଗଲେ ସୁମିତେନ୍ଦ୍ର।:- Read More