ଭଡ଼ାଘରେ ଲିଭ୍‌ ଇନ୍‌ ରେ ୭ ବର୍ଷ ରହି ସବୁ ସାରିଦେବା ପରେ ଏବେ ଠ-କି ଦେଲେ ପୁ-ଲିସ ପ୍ରୀତି ରଞ୍ଜନ ବାବୁ । ଯୁବତୀ ଆଣିଲେ ଅଭି-ଯୋଗ ।

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ଆଉ ତାପରେ ପ୍ରତା-ରଣା ଶି-କାର ପି-ଡିତା । ମାନେ ଲଭ, ସେ-କ୍ସ ଓ ଧୋ-କା ପାଇଥିବା ଏମିତି ଅନେକ ଘ-ଟଣା ଆପଣ ଦେଖିବାକୁ ପାଉଥିବେ ନିଶ୍ଚୟ । ଏବେ ଏମିତି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ କାହିଁକି ନା ଏଠାରେ ନିଜେ ର-କ୍ଷକ ସାଜିଛି ଭକ୍ଷକ । ୭ ବର୍ଷ ଲିଭ୍‌ ଇନ୍‌ରେ ରହିବା ପରେ ଠ-କିଦେଇଛନ୍ତି ପୁ-ଲିସ ବାବୁ । ଶାରୀ-ରିକ ସ-ମ୍ପର୍କ ରଖିବା ସହ ଟଙ୍କା ପଇସା, ଗହଣାଗାଣ୍ଠି ନେଇ ଛୁ’ ମା-ରିଛନ୍ତି ଠ-କ ପ୍ରେମିକ କନେଷ୍ଟବଳ ।

ଏମିତି ଏକ ସଂଗିନ୍‌ ଅଭି-ଯୋଗ ନେଇ ଆଜି ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଯୁବତୀ । ଡିସିପି କାର୍ଯ୍ୟାଳୟରେ ନଥିବା ବେଳେ ଅନ୍ୟ ଅଧିକାରୀମାନେ ତାଙ୍କ ଅଭି-ଯୋଗକୁ ଗ୍ରହଣ କରିବା ସହ ତ-ଦନ୍ତ କରିବାକୁ ମଞ୍ଚେଶ୍ବର ଥା-ନାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଅଭି-ଯୁକ୍ତ ଏହି ମାମ-ଲାରେ ଜାମିନ୍‌ରେ ଥିବା ଜଣାପଡ଼ିବା ପରେ ଯୁବତୀ ଫେରି ଯାଇଥିଲେ । ଆଜ୍ଞା ହଁ ଦର୍ଶକବନ୍ଧୁ ଲଭ, ସେ-କ୍ସ, ଧୋ-କା । ପ୍ରେମରେ ପ୍ରତା-ରଣା କଲେ କନଷ୍ଟେବଳ ।

ପୋ-ଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁ-ତର ଅଭି-ଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେ-କ୍ସ ଓ ଧୋ-କା ଅଭି-ଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭି-ଯୋଗ କରିଛନ୍ତି, ବିବାହ ପ୍ରତି-ଶ୍ରୁତି ଦେଇ କନେଷ୍ଟବଳ ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଦୁହେଁ ୭ ବର୍ଷ ଲିଭ୍‌ ଇନ୍‌ରେ ପଟିଆ ଓ ଚକେଇସିହାଣିରେ ଭଡ଼ା ଘର ନେଇ ରହୁଥିଲେ । ଆଉ ଦୁହେଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ ।

କିନ୍ତୁ ଗତ ବର୍ଷ ଏପ୍ରିଲ୍‌ ମାସରୁ ସେ ଅନ୍ୟତ୍ର ରହୁଛନ୍ତି । ତାଙ୍କୁ ଧରାଛୁଆଁ ଦେଉନାହାନ୍ତି । ଫୋନ୍‌ ନମ୍ବର ବଦଳାଇବା ସହ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ବ୍ଲକ୍‌ କରିଦେଇଛନ୍ତି । ତାଙ୍କ ସହ ପ୍ରତା-ରଣା କରି ଏବେ ପ୍ରୀତିରଞ୍ଜନ ଛୁ ମା-ରିଥିବା ନିଶ୍ଚିତ ହେବା ପରେ ବର୍ତମାନ ଅଭି-ଯୋଗ କରିଛନ୍ତି ଯୁବତୀ ।

ଏଥିସହ ସେ ଅଭି-ଯୋଗ କରିଛନ୍ତି, ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁ-ଟି ନେଇଛନ୍ତି । ଏନେଇ ବାରମ୍ବାର ମଞ୍ଚେଶ୍ୱର ଥା-ନାରେ ଅଭି-ଯୋଗ ପରେ ପ୍ରିତିରଞ୍ଜନ ନିଜେ ଜଣେ ପୋ-ଲିସ୍ କର୍ମଚାରୀ ହୋଇଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଭୁବନେଶ୍ୱର ଡିସିପି ଅଫିସ ଯାଇସିଛନ୍ତି ପୀ-ଡ଼ିତା ଯୁବତୀ ।

Leave a Reply

Your email address will not be published. Required fields are marked *