ଧରାପଡ଼ିବା ଭୟରେ ବାଉଳାରେ ନିଜ ଫୋଟୋ ସହ ସବୁ ଡିଲିଟ କରିଦେଲେ ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା ।

ବନ୍ଧୁଗଣ ଦିନ ଗଡ଼ିବା ସହିତ ଧୀରେ ଧୀରେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ମାମ-ଲାର ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ସମୟରେ ଯାହା ଶୁଣିବାକୁ ମିଳୁଛି ପୁଣି ଆଜେକ୍ସଙ୍କ ପଛରେ ଦୁଇ ଯୁବତୀଙ୍କ ସହ ମିଶି ବାନ୍ଧବୀ ଜିଜ୍ଞାସା କୁଆଡ଼େ ଏକ ୱାଟସପ୍ ଗ୍ରୁପ କରିଥିଲେ । ସେହି ୱାଟସପ୍ ଗ୍ରୁପରେ ଜିଜ୍ଞାସାଙ୍କ ସମେତ ଆଉ ଦୁଇ ଜଣ ଯୁବତୀ ମଧ୍ୟ ଥିଲେ । ସେହି ଗ୍ରୁପରେ ଆଜେକ୍ସଙ୍କ ଗତି ବିଧି ଏମିତିକି ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚା ହେଉଥିବା ମଧ୍ୟ ଜଣାପଡ଼ିଛି ।

ତେବେ ପ୍ରଶ୍ନ ଉଠୁଛି କଣ ପାଇଁ ଜିଜ୍ଞାସା ଏହି ଭଳି ପନ୍ଥା ଆପଣାଇ ଥିଲେ । ଆଜେକ୍ସଙ୍କ ବିରୁ-ଦ୍ଧରେ ଏମିତି କେଉଁ ସତ ପଦକୁ ଆଣିବାପାଇଁ ଚାହୁଁଥିଲେ ଜିଜ୍ଞାସା । ଏହି ସବୁର ଏବେ ଖୋଳତାଳ ଜାରି ରଖିଛି ପୋ-ଲିସ୍ । ଜିଜ୍ଞାସାଙ୍କ ସମେତ ଦୁଇ ଯୁବତୀଙ୍କୁ ମଧ୍ୟ ଥା-ନାକୁ ନେଇଛି ପୋ-ଲିସ । ସମସ୍ତଙ୍କୁ ଏହି ସମ୍ପ-ର୍କରେ ପଚ-ରାଉ-ଚରା କରିବାର ପ୍ରସ୍ତୁତି ଚଳାଉଛି ପୋ-ଲିସ । ତେବେ ଏହାରି ଭିତରେ ଆଜେକ୍ସଙ୍କ ମାଆଙ୍କର ଅଭି-ଯୋଗ ମୁତାବକ ତାଙ୍କ ପୁଅ ବିରୁ-ଦ୍ଧରେ ଚାଲିଥିଲା ଷ-ଡ଼ଯ-ନ୍ତ୍ର ।

ଏବେ ସେହି ଅପ-ରଧକୁ ଲୁଚେ-ଇବା ପାଇଁ ଚାଲିଛି ଷ-ଡ଼ଯ-ନ୍ତ୍ର । ଏହି ସବୁ ଚର୍ଚ୍ଚା ଭିତରେ ପୋଷ୍ଟମୋଟମ ରିପଟରୁ ସ୍ପଷ୍ଟ ମଧ୍ୟ ହୋଇ ସାରିଛି ଯେ ଡିଜେ ଆଜେକ୍ସ ଆ-ତ୍ମହ-ତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ପୂର୍ବରୁ ମେଲ୍ ଓ ଅଡିଓ ଭଏସ ମଧ୍ୟ ଘଟ-ଣା ଉପରୁ କିଛିଟା ପରଦା ଉଠେଇ ସାରିଛି । ଧରା ପଡିବା ଭ-ୟରେ ମଧ୍ୟ ଜିଜ୍ଞାସା ନିଜ ଫୋନରୁ ବାଉଳାରେ ନିଜ ଫୋଟୋ ସହ ସବୁକିଛି ଡାଟା ମଧ୍ୟ ଡିଲିଟ କରିଦେଇଥିଲେ । ଯାହା ଫଳରେ ପୋଲି-ସର ସ-ନ୍ଦେହ ବଢ଼ିଲା ଜିଜ୍ଞାସାକୁ ନେଇ । ତେଣୁ ଜିଜ୍ଞାସାଙ୍କୁ ଜେ-ରା କରିବା ସହିତ ତାଙ୍କ ଫୋନ ଯାଞ୍ଚ ମଧ୍ୟ କରୁଛି ପୋ-ଲିସ୍ ।

ତେବେ କିନ୍ତୁ ଡିଜେ ଆଜେକ୍ସ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲରୁ ଏପର୍ଯ୍ୟନ୍ତ ପୁରା ତଥ୍ୟ ହାତେଇ ପାରିନି ସାଇବର ଟିମ ବୋଲି ସୂଚନା ରହିଛି । ତେଣୁ ଏହା ପ୍ରଶ୍ନ ଉଠୁଛି ଡିଜେ ଆଜେକ୍ସଙ୍କୁ ଆ-ତ୍ମ-ହ-ତ୍ୟା ପାଇଁ କିଏ ଉଷ୍କାଇ ଥିଲା କି? ଆଜେକ୍ସ ଓ ପ୍ରେମିକାଙ୍କ ମଧ୍ୟରେ ଆଉ କେହି ମିଶିଥିଲା କି? ଏବଂ ଆ-ତ୍ମ-ହ-ତ୍ୟା ପୂର୍ବଦିନ ଆଜେକ୍ସଙ୍କ ସହିତ ଜଣ ଘଟିଥିଲା? ତେବେ ବନ୍ଧୁଗଣ ଏହି ସବୁ ପ୍ରଶ୍ନର ଉତ୍ତର ନେଇ ଲୁ-ଚିଛି ଆଜେକ୍ସଙ୍କ ମୃ-ତ୍ୟୁର କାରଣ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟ-ଣାଟି ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *