ଘୁଷୁରୀ ପେଟରୁ ଜନ୍ମ ହେଲା ହାତୀ ଛୁଆ, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ !

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଅଂଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘୁଷୁରୀ ଜନ୍ମ କରିଛି ହାତୀ ଶାବକ। ଆଜ୍ଞା ହଁ ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ। ଛୁଆଟି ଦେଖିବାକୁ ସମ୍ପୂର୍ଣ୍ଣ ହାତୀ …

ଘୁଷୁରୀ ପେଟରୁ ଜନ୍ମ ହେଲା ହାତୀ ଛୁଆ, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ ! Read More