ତୋ ସ୍ୱାମୀକୁ ମାଟି ତଳେ ମୁଁ ପୋତି ଦେଇଛି, ଖୋଜା ଚାଲିଛି ହେଲେ କାନ୍ଦୁଛି ଅଭି-ଯୁକ୍ତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥା-ନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବାଲିପସି ଗାଁରେ ଏକ ଚାଞ୍ଚଲ୍ୟକର ଘ-ଟଣା ଦେଖିବାକୁ ମିଳିଛି। 7 ମାସ ପରେ ନି-ଖୋଜ ବ୍ୟକ୍ତିଙ୍କ ଉ-ଦ୍ଧାର ହୋଇଛି ମୃ-ତଦେ-ହ। ବାରହା ଶି-କାର ପାଇଁ ବିଛା ହୋଇଥିବା ଜା-ଲରେ ପଡି ହୋଇଥିଲା ମୃ-ତ୍ୟୁ।

ମାଟି ଖୋଳି ପୋତି ଦେଇଥିଲେ ଶି-କାରୀ। ମାଟି ତଳୁ କେବଳ ହାଡ଼ ଖଣ୍ଡ ଉ-ଦ୍ଧାର କଲା ପୋ-ଲିସ। ସୂଚନା ଅନୁସାରେ ସାଆନ୍ଦା ଫାଣ୍ଡି ବାଲିପସି ଗାଁର ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ଗତ 7 ମାସ ପୂର୍ବରୁ ନି-ଖୋଜ ଥିଲେ। ତାଙ୍କ ସ୍ତ୍ରୀ ରୀନା ବେହେରା ଏନେଇ ଥା-ନାରେ ଅଭି-ଯୋଗ ମଧ୍ୟ କରିଥିଲେ।

ସ୍ଵାମୀଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସ-ନ୍ଧାନ ମିଳିନଥିଲା। ତାପରେ ହଠାତ ଜଣେ ଯୁବକ ଆସି ମୃତ-କଙ୍କ ସ୍ତ୍ରୀକୁ କହିଥିଲେ ଯେ “କାହିଁକି ଖୋଜାଖୋଜି କରୁଛ ତୁମ ସ୍ୱାମୀକୁ ଆମେ ମା-ରିକି ପୋତି ଦେଇଛୁ।” ଏହା ଶୁଣି ରୀନାଙ୍କର ହୋସ ଉଡ଼ିଗଲା। ଏହାପରେ ରୀନା ସଂଗେ ସଂଗେ ଯାଇ ପୁଣି ଥରେ ଥା-ନାରେ ଅଭି-ଯୋଗ କରିଥିଲେ।

ଅଭି-ଯୋଗ ଆଧାରରେ ପୋ-ଲିସ 2 ଜଣଙ୍କୁ ଗି-ରଫ କରିଛି। ବାରହା ଶି-କାର ପାଇଁ ବିଛା ହୋଇଥିବା ଜା-ଲରେ ପଡି ଜଗନ୍ନାଥଙ୍କ ମୃ-ତ୍ୟୁ ହୋଇଥିଲା। ଏହାପରେ ଅଭି-ଯୁକ୍ତମାନେ ଫସିଯିବା ଭ-ୟରେ ତାଙ୍କୁ ମାଟି ଖୋଳି ପୋତି ଦେଇଥିବା ସ୍ଵୀକାର କରିଥିଲେ। ତେବେ ପଚ-ରାଉ-ଚରା କରି ପୋତା ଯାଇଥିବା ସ୍ଥାନକୁ ପୋ-ଲିସ ଯାଇଥିଲା।

ସାଇଣ୍ଟିଫିକ୍ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜଗନ୍ନାଥଙ୍କୁ ପୋତା ଯାଇଥିବା ସ୍ଥାନରୁ ମାଟି ଖୋଳି ବାହାର କରାଯାଇଥିଲା। ତାଙ୍କର ହାଡ଼ କଙ୍କାଳ ଉ-ଦ୍ଧାର କରାଯାଇଛି। ଘ-ଟଣା ସ୍ଥଳରେ ପୋ-ଲିସ ସିନ୍‌ ରିକ୍ରିଏସନ୍ ମଧ୍ୟ କରିଛି। ଅଭି-ଯୁକ୍ତମାନଙ୍କୁ କଠୋର ଦ-ଣ୍ଡ ଦେବାକୁ ଜଗନ୍ନାଥଙ୍କ ପତ୍ନୀ ଏବଂ ପୁଅ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *