ସେ ମୋ ପାଣ୍ଡି, ମୁଁ ତା’ ପାଣ୍ଡା । ସେ ମୋତେ କାହା ସହ ଶେୟାର କରିବାକୁ ଚାହୁଁନଥିଲା, କିନ୍ତୁ… ।

ବନ୍ଧୁଗଣ ଆପଣ ମାନଙ୍କର ସମସ୍ତଙ୍କର ମନେ ଥିବ ଅଭିନେତ୍ରୀ ରାଜେଶ୍ଵରୀ ରାୟ । ସେ କର୍କଟ ରୋଗରେ ପୀ-ଡିତ ଥିବାରୁ ଗତ ବର୍ଷ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କର ମୃ-ତ୍ୟୁ ପରେ ତାଙ୍କର ପୁରା ପରିବାର ଭାଙ୍ଗି ପଡିଥିଲେ । ଆଉ ଆଜି ବି ତାଙ୍କୁ ସମସ୍ତେ ତାଙ୍କୁ ବହୁତ ମନେ ପକାଉଛନ୍ତି । କେହି ବି ଆଜି ଯାଏଁ ରାଜେଶ୍ଵରୀ ଙ୍କୁ ଭୁଲିପାରି ନାହାନ୍ତି । ଏତେ କମ ବୟସରେ ସେ ଦୁନିଆରୁ ବି-ଦାୟ ନେଇ ଆରପାରି କୁ ଚାଲି ଯାଇଛନ୍ତି । ଆଉ ଆଜିକୁ ବର୍ଷେ ପୁରିଲା ଅଭିନେତ୍ରୀ ରାଜେଶ୍ଵରୀ ରାୟ ଙ୍କ ମୃ-ତ୍ୟୁ କୁ । ଆଜି ହେଉଛି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ।

ଆଉ ଆଜି ତାଙ୍କ ସ୍ଵାମୀ ସଞ୍ଜୟ ଗଣମାଧ୍ୟମରେ ନିଜର ପ୍ରତି-କ୍ରିୟା ରଖିଛନ୍ତି ।ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତି ଯେ, “ସେ ମୋ ସହ ସବୁବେଳେ ଅଛି ମୁଁ ଅନୁଭବ କରେ । ବର୍ଷ ପୁରିଲାଣି ସତ କିନ୍ତୁ ଜଣା ପଡିଲା ନାହିଁ । ଏମିତି ଲାଗୁଛି ଯେମିତି ଦିନେ ଦୁଇ ଦିନ ହୋଇଛି । ଏମିତି ବି କହୁ ହେଉ ନାହିଁ ସେ ମୋ ପାଖରେ ନାହିଁ ।

କାରଣ ମୁଁ ଅନୁଭବ କରେ ସେ ମୋ ପାଖରେ ଅଛି । କୁଆଡେ ଯାଇନି ସେ ସବୁବେଳେ ମୁଁ ତାକୁ ମୋ ପାଖରେ ରଖିବି । ସେ ମୋ ପାଣ୍ଡି ଆଉ ମୁଁ ତା ପାଣ୍ଡା । ସେ ମୋତେ କାହା ସହ ଶେୟାର କରିବାକୁ ଚାହୁଁନଥିଲା । ଏକୁଟିଆ ଆଗକୁ ବଢୁଛି । ସେ ମୋତେ କେବେ ମିସ କରିବାକୁ ଦେଉନି । ବେଳେବେଳେ ମୁଁ ହର୍ଟ ହୁଏ, ତାକୁ ମିସ କରେ । ଦ୍ବିତୀୟ ବିବାହ ପାଇଁ ଡିସିସନ୍ କାହିଁକି ନେବି ? ମେରେଜ୍ ହିଁ କାହିଁକି କରିବି ଆଉଥରେ । ରାଜେଶ୍ଵରୀର ଯେତେ ବି ସ୍ଵପ୍ନ ଥିଲା ତା ଭିତରେ ସବୁଠାରୁ ବଡ ସ୍ଵପ୍ନ ଥିଲା ଭାଇର ବାହାଘର ।

କିନ୍ତୁ ହେଇ ପାରିଲା ନାହିଁ । ସେ ଯେଉଁଠି ଅଛି ସେଠି ଥାଇ ଦେଖିବ । ଭାଇର ବାହାଘର ବହୁତ ଜଲ୍ଦି ହେବ । ସବୁ ପୁରୁଣା ସ୍ମୃତି ମୋର ମନେ ପଡେ । ଆମେ ଦୁହେଁ ସାଙ୍ଗ ଭଳି ଥିଲୁ । ମୁଁ ଭି ଆରମ୍ଭରେ କାନ୍ଦୁଥିଲି କିନ୍ତୁ ତାପରେ ସେ ଯେଉଁ ପ୍ରକାର ତା ରୋ-ଗକୁ ହେଣ୍ଡେଲ କଲା ତା ଠାରୁ ହିଁ ଶିଖିଛି ପଜିଟିଭ୍ ରହିବା । କା-ନ୍ଦିଲେ କିଛି ହେବନି । ଆରାମରେ ସାହାସର ସହିତ ଚାଲ କାରଣ ଜୀବନ ମାତ୍ରେ ହେଉଛି ସଂ-ଘର୍ଷ” ।

One Comment on “ସେ ମୋ ପାଣ୍ଡି, ମୁଁ ତା’ ପାଣ୍ଡା । ସେ ମୋତେ କାହା ସହ ଶେୟାର କରିବାକୁ ଚାହୁଁନଥିଲା, କିନ୍ତୁ… ।”

  1. True eaternal love.Eaternal love lasts longer than physical love.Memory of one’s love lives longer than physical absence of other.

Leave a Reply

Your email address will not be published. Required fields are marked *