ପିଲାକୁ ଦେଖି ଭୋ ଭୋ ହୋଇ କା-ନ୍ଦୁଛନ୍ତି ବାପାମାଆ, ସବୁଦିନ ପାଇଁ ଅଫେରା ରାଇଜର ସାଥି ହୋଇଗଲେ ସୁମିତେନ୍ଦ୍ର।:-

ଶେଷରେ ଏତେ ଖୋଜାଖୋଜି ପରେ ମିଳିଲା ସୁମିତେନ୍ଦ୍ରଙ୍କ ମୃ-ତଦେହ। ଗତକାଲି ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟସ୍ଥ ଦୟା ନଦୀରେ ସୁମିତେନ୍ଦ୍ର ନାମକ ଜଣେ ନାବାଳକ ନି-ଖୋଜ ହୋଇଯାଇଥିଲେ। ଦୟାନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଭା-ଗ୍ୟବ-ଶତଃ ଗଭୀର ଜଳରେ ବୁଡ଼ିଯାଇଥିଲେ ସୁମିତେନ୍ଦ୍ର।

ଅପରାହ୍ଣରେ 4 ଜଣ ସାଙ୍ଗ ନଦୀରେ ଗାଧେଇବାକୁ ଯାଇଥିଲେ। ଗାଧୋଇବା ସହ ଆକ୍ୱାରିୟମ ପାଇଁ ମାଛ ଧରୁଥିଲେ। କିନ୍ତୁ ହଠାତ ନଦୀ ଭିତରକୁ ପଶି ଯାଇଥିଲେ 4 ଜଣ ସାଙ୍ଗ। ଚାହୁଁ ଚାହୁଁ ନି-ଖୋଜ ହୋଇ ଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ 3 ଜଣଙ୍କୁ ଉ-ଦ୍ଧାର କରାଯାଇଥିବା ବେଳେ ସୁମିତେନ୍ଦ୍ର ନିଖୋଜ ରହିଥିଲେ।

ଏହାପରେ ପୋ-ଲିସ ଏବଂ ଅଗ୍ନିଶମ ବାହିନୀକୁ ଡକା ଯାଇଥିଲା। ତେବେ 12 ଘଣ୍ଟା ପରେ ଆଜି ସୁମିତେନ୍ଦ୍ରଙ୍କ ଶ-ବକୁ ଅଗ୍ନିଶମ ବାହିନୀ ଉ-ଦ୍ଧାର କରିଥିବା ଜଣାପଡ଼ିଛି।ସୁମିତେନ୍ଦ୍ରଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଏବଂ ପୋ-ଲିସ ଖୋଜାଖୋଜି ଜାରି ରଖିଥିଲେ।

ତେବେ ଆଜି ସକାଳୁ ପୁଣି ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ସୁମିତେନ୍ଦ୍ରଙ୍କ ଘର ନିକଟସ୍ଥ ଇନ୍ଦିରା କଲୋନୀରେ ବୋଲି ଜଣାପଡ଼ିଥିଲା। ତେବେ ପୁଅର ମୃ-ତଦେ-ହ ଦେଖି ଭୋ ଭୋ କା-ନ୍ଦୁଛନ୍ତି ବାପାମାଆ। ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ।

Leave a Reply

Your email address will not be published. Required fields are marked *