ଭାଇରାଲ୍ ହେଉଛି ବାବୁଶାନ୍ ଓ ତୃପ୍ତୀଙ୍କ ବିବାହ ଓ ରିସେପସନ୍ ବେଳର ଫୋଟ ଭିଡିଓ । ବାବୁସାନ ସେଦିନ ଧୁମଧାମରେ ଦେଇଥିଲେ ଭୋଜି ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର । ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସୁଛି ଓ ବର୍ତ୍ତମାନ୍ ସମୟ ରେ ମଧ୍ୟ ସେହିଭଳି ଏକ ଖବର ଆସିଛି ଯାହାକୁ ଯିଏ ବି ଶୁଣିବ ସେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯିବ ।

ତେବେ କିଛି ଦିନ ପୂର୍ବେ ଯାହା ଘ-ଟିଥିଲା ତାହା ଏପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି । ଅଭିନେତ୍ରୀ ପ୍ରକୃତି ଏବଂ ବାବୁସାନଙ୍କ ସମ୍ପ-ର୍କକୁ ନେଇ ସ-ନ୍ଦେ-ହ କରି ମଝି ରାସ୍ତାରେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ପି-ଟିଥି-ଲେ ପ୍ରକୃତି ମିଶ୍ରଙ୍କୁ ।

ତାଙ୍କ ଅଭିଯୋଗ କ୍ରମେ ଗତ ୩ ବର୍ଷ ଧରି ବାବୁସାନ ପ୍ରକୃତି ପାଇଁ ନିଜ ପରିବାର ତଥା ସ୍ତ୍ରୀ ତୃପ୍ତି ଏବଂ ପୁଅ ଗୁଆନଙ୍କ ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଥିଲେ । ଏତେ ସବୁପରେ ହେଇପାରେ ଆଗକୁ କି ସ୍ଵାମୀ ସ୍ତ୍ରୀ ଦୁଇ ଜଣ ବହୁତ ଖୁସିରେ ଘର ସଂସାର କରିବେ । ତେବେ ଏପରି ସମୟରେ ଭାଇରାଲ ହେବାରେ ଲାଗିଛି ବାବୁଶାନ୍ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ବାହାଘର ଓ ରିସେପସନ୍ ବେଳର ଫୋଟ ଓ ଭିଡ଼ିଓ । ତୃପ୍ତି ଥିଲେ ବାବୁଶାନଙ୍କ ପିଲା ବେଳର ସାଙ୍ଗ । ଦୁହିଁଙ୍କର ଲଭ ମ୍ୟାରେଜ୍ ହିଁ ହୋଇଥିଲା ।

ତେବେ ଉଭୟ ରିସେପ୍ସନ୍ ଫୋଟ ଭିଡ଼ିଓ ଗୁଡିକରେ ବେଶ୍ ଖୁସି ଥିବାର ନଜର ଆସିଛନ୍ତି । ଓଲିଉଡର ସମସ୍ତ ଛୋଟ ବଡ କଳାକାରଙ୍କ ସମେତ ନିର୍ଦେଶକ, ପ୍ରଯୋଜକ ମାନେ ମଧ୍ୟ ବାବୁଶାନଙ୍କ ରିସେପ୍ସନ୍ ପାର୍ଟିରେ ଯୋଗ ଦେଇଥିଲେ ।

ବାବୁସାନ ଏବଂ ତୃପ୍ତିଙ୍କୁ ସମସ୍ତେ ଶୁଭେଚ୍ଛା ଶୁଭକାମନା ଜଣାଇବା ସହିତ ଦାମୀ ଉପହାର ମଧ୍ୟ ଦେଉଥିଲେ । କିନ୍ତୁ ବର୍ତମାନ ଯାହା ଘ-ଟିଲା କାହାର ନଜର ଲାଗିଯାଇଛି ବୋଲି ମଧ୍ୟ କୁହାଯାଇ ପାରିବ । ଭଗବାନଙ୍କ ନିକଟରେ ପ୍ରାର୍ଥନା ବାବୁଶାନଙ୍କ ସୁନାର ସଂସାର ପୁଣିଥରେ ଗଢିଉଠୁ ।

Leave a Reply

Your email address will not be published. Required fields are marked *