ଆପଣ କେବେ ଭାବିଛନ୍ତି କି ? ଯଦି ଚନ୍ଦ୍ର ପୃଥିବୀ ଉପରେ ପଡିବ,ତେବେ କ’ଣ ହେବ !

ରାତିରେ ଚନ୍ଦ୍ରମା ଦୂରରେ ଥାଇ ଆମ ପୃଥିବୀର ସୁନ୍ଦରତା ଆହୁରି ବଢ଼ାଇଥାଏ । ଏବଂ ଆପଣମାନେ ଜାଣିଛନ୍ତି ଯେ ଚନ୍ଦ୍ରମା ପ୍ରତି ସମୟ ଆମ ପୃଥିବୀର ଚାରି ପାଖରେ ଘୁରି ବୁଲୁଥାଏ । କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି ୩ ଲକ୍ଷ ୮୪ ହଜାର ୪ ଶହ କିଲୋମିଟର ଦୂରରେ ଥିବା ସେହି ଚନ୍ଦ୍ରମା ଯଦି ତାର ଜାଗାରୁ ଟିକିଏ ଆଗକୁ ମଧ୍ୟ ଆସିଯାଏ ତାହେଲେ ଆମ ପୃଥିବୀର କଣ ହେବ । ମାନେ ଚନ୍ଦ୍ରମା ଯଦି ଆମ ପୃଥିବୀ ଆଡ଼କୁ ମାଡିଆସେ ତାହେଲେ ଆମ ପୃଥିବୀର ଅବସ୍ଥା କଣହେବ ।

ଦୁ-ର୍ଭାଗ୍ୟ ବଶତଃ ଯଦି ଏପରି ହୁଏ ତାହେଲେ ପ୍ରଳୟ ଆସିଯିବ । ଆଉ ଯେଉଁ ପ୍ରଳୟ ଏବଂ ବି-ନାଶ ହେବ ତାହା ଆପଣ କେବେ ସ୍ବପ୍ନରେ ମଧ୍ୟ କଳନା କରି ନଥିବେ । କିନ୍ତୁ ଆଉ ଏକ ଭ-ୟାନ-କ କଥା ହେଉଛି ଯେ ବି-ନାଶ ହେବ ଆଉ ତାହା ବର୍ଷକ ୧୨ ମାସରେ ଟିକେ ଟିକେ କରି ମନୁଷ୍ୟ ଜାତିର ଅ-ନ୍ତ କରିବ । ଆଉ ଏହା କେମିତି ହେବ ଆସନ୍ତୁ ଜାଣିବା । ବୈଜ୍ଞାନିକ ଭାଷାରେ ଯଦି ଆମେ ଦେଖିବାକୁ ଯିବା ତାହେଲେ ଆମେ ସମସ୍ତେ ଜନିଛେ ଯେ ପୃଥିବୀ ନିଜର ମାଧ୍ୟାକର୍ଷଣ ବଳରେ ସମସ୍ତ ବସ୍ତୁକୁ ନିଜ ଆଡକୁ ଟାଣି ଆଣିଥାଏ ।

ଆଉ ଏମାନଙ୍କୁ ମଧ୍ୟରେ ଚନ୍ଦ୍ରମା ମଧ୍ୟ ସାମିଲ ଅଛି । ତେବେ ଉଦାହରଣ ସ୍ୱରୂପ ଯଦି ଆପଣ କୌଣସି ଏକ ବଲକୁ ଉପରକୁ ଫୋପାଡନ୍ତି, ତାହେଲେ ସେ ଗୋଟେ ସୀମିତ ଉଚ୍ଚତାକୁ ଯାଇ ପୁଣି ପୃଥିବୀରେ ଆସି ପଡ଼ିଯାଏ । ଏହାର କାରଣ ହେଉଛି ବଲଟିର ଉପରେ ବେଗ କମିଗଲା ପରେ ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁଁ ବଲ୍ ତଳେ ଆସି ପଡ଼ିଯାଏ । ଏହାର ମାନେ ବେଗ କିଛି ସମୟ ପାଇଁ ମାଧ୍ୟାକର୍ଷଣ ବଳ ବିରୁ-ଦ୍ଧରେ କାମ କରେ । ଆଉ ବେଗ ସୃଷ୍ଟି ହୋଇଥାଏ ବାୟୁମଣ୍ଡଳରେ ଥିବା ପବନର ଘ-ର୍ଷଣ ଦ୍ଵାରା । ଏହାର ମାନେ ପବନ ଗ୍ରାଭିଟି ସପକ୍ଷରେ କାମକରେ ।

ଯଦି କୌଣସି ବଡ଼ ଉଲ୍କା ପିଣ୍ଡ ଚନ୍ଦ୍ରମାରେ ଆସି ଧ-କ୍କା ହୋଇଯାଏ ଆଉ ଚନ୍ଦ୍ରମା ତା ଜାଗାରୁ ଘୁଞ୍ଚି ପୃଥିବୀ ଆଡ଼କୁ ଆସିବା ଆରମ୍ଭ କରେ ତାହେଲେ ମଧ୍ୟ ଚାନ୍ଦ୍ରମାକୁ ପୃଥିବୀ ପାଖରେ ପହଞ୍ଚିବାକୁ ୧ବର୍ଷ ଲାଗିଯିବ । ଆଉ ଚନ୍ଦ୍ରମା ଯେତିକି ପୃଥିବୀ ଆଡ଼କୁ ଆସିବ ସେତିକି ଧୃତଗତିରେ ପୃଥିବୀ ଚାରିପଟେ ଘୂରି ବୁଲିବ । ଆଉ ସେପରି ସେ ଘୂରି ବୁଲିବୁଲି ୧୨ ମାସରେ ଷ୍ଟେପ୍ ବାଇ ଷ୍ଟେପ ପୃଥିବୀ ପାଖରେ ଆସି ପହଁଚି ଧ୍ଵଂ-ସ କରିବ । ଆଉ ମନୁଷ୍ୟମାନେ ଧୀରେ ଧୀରେ ଛ-ଟପ-ଟ ହୋଇ ମ-ରିବେ ।

Leave a Reply

Your email address will not be published. Required fields are marked *