ଚଟାଣରେ ବସି ଲି-ପ କି-ସ କଲେ ପ୍ରେମୀ ଯୁଗଳ,ଦିଲ୍ଲୀ ମେଟ୍ରୋର ପୁଣି ଏକ ଭିଡ଼ିଓ ଭାଇରାଲ

ପୁଣି ସାମ୍ନାକୁ ଆସିଲା ଛାଞ୍ଚଲ୍ୟ କଲା ଭଳି ଦୃଶ୍ୟ। ଦିଲ୍ଲୀ ମେଟ୍ରୋର ଚଟାଣରେ ହିତାହିତ ଜ୍ଞାନ ଭୁଲିଗଲେ ପ୍ରେମୀ ଯୁଗଳ। କାହାକୁ ଖାତିର ନକରି ଖୁଲମ ଖୁଲା ଚାଲିଛି ପ୍ରେମୀ ଯୁଗଳଙ୍କ କାର-ନାମା। ପ୍ରେମୀଯୁଗଳ ଚଟାଣରେ ବସି ପରସ୍ପରକୁ କରୁଛନ୍ତି ଲି-ପ କି-ସ। ଆଜ୍ଞା ହଁ ପୁଣି ଭାଇରଲ ହେଲା ଦିଲ୍ଲୀ ମେଟ୍ରୋ ଭିଡିଓ।

ଏଥର ମଧ୍ୟ ସବୁସୀମା ପାର କରିଦେଇଛନ୍ତି ପ୍ରେମୀଯୁଗଳ। ଦିଲ୍ଲୀ ମେଟ୍ରୋ ବର୍ତ୍ତମାନ ଆଉ ମେଟ୍ରୋ ଅବସ୍ଥାରେ ନାହିଁ।ଦିନକୁ ଦିନ ଏଥିରେ ଅଶ୍ଳୀ-ଳତା ସବୁ ସୀମା ପାର ହେଉଥିବାର ଦେଖିବାକୁ ମିଳିଛି। ରେଳ ନିୟମ କଠୋରତା ସତ୍ତ୍ୱେ ପ୍ରେମୀଯୁଗଳ ମାନେ ମେଟ୍ରୋରେ ଅ-ଶ୍ଳୀଳ କାମ କରୁଛନ୍ତି।

ଏବେ ଭଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ପୁଅ ଦିଲ୍ଲୀ ମେଟ୍ରୋ ଚଟାଣରେ ବସିଥିବା ବେଳେ ଗର୍ଲଫ୍ରେଣ୍ଡ ଜଣକ ପୁଅ କୋଳରେ ଶୋଇଛି। ଏହାପରେ ଏମାନେ ବେଲ-ଜ୍ୟାଙ୍କ ପରି ଲୋକଙ୍କ ଆଗରେ ପରସ୍ପରକୁ କି-ସ୍‌ କରୁଛନ୍ତି। ଏହି ଭିଡିଓକୁ ଆଗ ସିଟରେ ବସିଥିବା ଜଣେ ଯୁବକ ରେ-କର୍ଡ କରିଛନ୍ତି।

ଭିଡିଓ ଭାଇରଲ ହେବା ପରେ ୟୁଜର୍ସ ବିଭିନ୍ନ ପ୍ରକାରର କ-ମେଣ୍ଟ ଦେଉଛନ୍ତି । ସିସିଟିଭି ଲାଗିଥିଲେ ମଧ୍ୟ ଦୋ-ଷୀକୁ ଧରାହୋଇପାରୁନାହିଁ। ପରିବାର ସହିତ ମେଟ୍ରୋରେ ଗଲା ବେଳେ ଲା-ଜ ଲାଗୁଛି ବୋଲି କିଛି ଲୋକ କହିଛନ୍ତି। ବର୍ତ୍ତମାନ ଲୋକମାନେ ଏହି ଭିଡିଓ ବିଷୟରେ DMRC କୁ ଦାୟୀ କରୁଛନ୍ତି।

ଡିସିପି ଦିଲ୍ଲୀ ମେଟ୍ରୋକୁ ଟ୍ୟାଗ୍ କରି ଜଣେ ଉପଭୋକ୍ତା ଟ୍ଵିଟ୍‌ ମଧ୍ୟ କରିଛନ୍ତି। ତେବେ ପୂର୍ବରୁ ଦିଲ୍ଲୀ ମେଟ୍ରୋର ଅନେକ ଭିଡିଓ ଭାଇରଲ ହେବା ପରେ ଡିଆରଏମ୍‌ସି ମେଟ୍ରୋ ଭିତରେ ଫ୍ଲାଇଂ ସ୍ୱାର୍ଡ ମଧ୍ୟ ନିୟୋଗିତ କରିଥିଲେ। କିନ୍ତୁ ଏହାର କୌଣସି ଲାଭ ଦେଖିବାକୁ ମିଳୁନାହିଁ।

ଅଭି-ଯୁକ୍ତଙ୍କ ବିରୋ-ଧରେ କଡା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ଆୟୋଗର ଅଧ୍ୟକ୍ଷ ଦାବି କରିଛନ୍ତି। ସେ କହିଥିଲେ ଯେ,”ଏହା ଅତ୍ୟନ୍ତ ଘୃ-ଣ୍ୟ ଏବଂ ବିବ୍ରତ ଘ-ଟଣା। ଅଭି-ଯୁକ୍ତକୁ ଗି-ରଫ କରାଯିବା ଉଚିତ ଏବଂ ଏହି ପ୍ରସ-ଙ୍ଗରେ କଠୋର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ଉଚିତ। ଆଉ ଯଦି ଏହିପରି ଆଗକୁ ଚାଲିଥିବ ତେବେ ମେଟ୍ରୋ ଏବଂ ମେଟ୍ରୋର ଅଧକ୍ଷ ମାନେ ବଦ-ନାମ ହେବାକୁ ଆଉ ବେଶୀ ସମୟ ନଥିବ।

Leave a Reply

Your email address will not be published. Required fields are marked *