ସ୍କୁଲ ଭିତରେ ଛାତ୍ରୀମାନେ ମ-ଦ ପିଇବା ସହିତ କରିଲେ ଉତପାତିଆ କାମ । ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ଗୁଡ଼ିଏ ଜିନିଷ ଭାଇରାଲ ମଧ୍ୟ ହେଉଛି । କେତେ ବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପରେ ନେଉଛନ୍ତି । ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନି-ନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି । ସେହିଭଳି ଏକ ନିନ୍ଦ-ନୀୟ ଘ-ଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କିଛି ଯୁବତୀ ମାନଙ୍କୁ ଖଲୋମ ଖୋଲା ମ-ଦ ପିଉ ଥିବାର ଦେଖିବା ପାଇଁ ମିଳୁଛି ।

ହଁ ଆଜ୍ଞା ସୋସିଆଲ ମେଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକିଏ ଭଲ ଭାବରେ ଦେଖିଲେ ଜାଣି ପାରିବେ ଯେଉଁଥିରେ ଦୁଇ ଜଣ କଲେଜ୍ ଛାତ୍ରୀ କଲେଜ୍ ୟୁନିଫର୍ମରେ ଅଛନ୍ତି ।ବେକରେ ଆଇ କାର୍ଡ ମଧ୍ୟ ରହିଛି । ଆଉ କଲେଜର ପାଚେରି ପଛପଟେ ଏହି ଦୁଇ ଯୁବତୀ କିପରି ଢ଼କ ଢ଼କ କରି ବି-ଅର୍ ପିଉଛନ୍ତି । ଆଉ ଏହି ମ-ଦ ପିଇବା ବେଳେ ଖୁସିରେ ଗଦଗଦ ହେଉ ଯାଉଛନ୍ତି ଏହି ଯୁବତୀ ମାନେ । ଯାହା ଏକ ଲ-ଜ୍ୟାର ବିଷୟ ଅଟେ।

ତେବେ ବନ୍ଧୁଗଣ ଯୁଗ ବଦଳୁଛି ଆଉ ଯୁଗ ସହ ତାଳ ଦେଇ ଆଜିର ଯୁବ ଗୋଷ୍ଠୀଙ୍କ ଚିନ୍ତାଧାରା ଓ କାର୍ଯ୍ୟ ମଧ୍ୟ ବଦଳୁଛି । ଆଜିକା ସମୟରେ କୁହାଯାଉଛି ଝିଅ ମାନେ କୌଣସି କ୍ଷେତ୍ରରେ ମଧ୍ୟ କମ୍ ନୁହନ୍ତି । ଆଉ ଏହି ଦୃ-ଶ୍ୟ ତାହାକୁ ପ୍ରମାଣିତ କରୁଛି । ପୁଅ ପିଲାଙ୍କ ଠାରୁ ମଧ୍ୟ ବ-ଳି ଯାଇଛନ୍ତି ଏହି ନଛୋଡବନ୍ଧା ଯୁବତୀ ମାନେ । ଆଉ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନେଇ ସମାଲୋଚନା ମଧ୍ୟ କରୁଛନ୍ତି। ଆଉ ଏଭଳି ଯୁବତୀ ମାନେ ସମାଜ ଉପରେ କୁ ପ୍ରଭାବ ପକାଉଛି ବୋଲି କିଛି ପ୍ରତି-କ୍ରିୟା ମଧ୍ୟ ରଖିଛନ୍ତି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସମାଜ ଉପରେକୁ ପ୍ର-ଭାବ ପକାଉଛି ତାହା ନିଶ୍ଚିତ । ତେଣୁ ଏଥିପ୍ରତି ସବୁ ବାପ ଧ୍ୟାନ ଦେବା ଆବଶ୍ୟକ । ଝିଅକୁ କେବଳ କଲେଜକୁ ଛାଡି ଦେଇ ନିଶ୍ଚିତ ହୋଇ ଘରେ ବସି ରହିଲେ ହେବନାହିଁ ସେମାନଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ବ ଦେବା ଆବଶ୍ୟକ । କଲେଜକୁ ଯାଇ ଝିଅ କଣ କରୁଛି କାହା ସହ ମିଶୁଛି କେମିତି ବ୍ୟବହାର କରୁଛି ସବୁ କିଛିର ଟିକନିଖି ଖବର ବାପା ମା ମାନଙ୍କର ରଖିବା ନିହାତି ଆବଶ୍ୟକ ।

Leave a Reply

Your email address will not be published. Required fields are marked *