ଡ଼ାକ୍ତର କହୁଛନ୍ତି ବେବି ପାଇଁ ଅପେକ୍ଷା କରିବାକୁ,ନହେଲେ ଆମେ ପିଲା ଆଡୋପଟ କରିବୁ…

ସିଏ ଯେତେବେଳେ ମନ ଦୁଃଖ କଲା ମୁଁ ତା ପାଇଁ କ୍ରିମ୍ ଆଣିଥିଲି। ସେ ଦୁଇ ଦିନ ଲଗେଇଲା, ଆହଃ ମୁଁ ଲଗେଇବିନି। ମୋର ହଉନି ଆଉ ଗୋଟେ ଦିନ ଲଗେଇଲେ ମୋର ହଉନି ମୁଁ କଣ କରିବି। ଛାଡ଼ି ଦିଅ ସେ ଯାହା ହବ ହବ। ଆରେ ମୁଁ ଆଣିଛି କ୍ରିମଟା କଣ କରିବି ନା ତମେ ଲଗେଇ ଦିଅ। ଆଉ ସେ କଣ କରିବ। ମୁଁ ଲଗଉଛି ସେ କ୍ରିମଟା। ମ୍ୟାଚ୍ କରୁ ନଥିଲା କିଛି ମୋ ଫେସରେ । ମୁଁ ଯଦି ଲିପଷ୍ଟିକ୍ ଲଗାଉଥିଲି ଲାଗୁଥିଲା ଯେମିତି କଳା ମଇଁଷି ନାଲି ଚୁନି ପକେଇଛି। ଭାଲେଟାଇନ୍ ଡେ ସେମିତି କିଛି ସ୍ପେସିଆଲ୍ ହବା କଥା ନାହିଁ। ପ୍ରତ୍ୟେକ ଦିନ ଭାଲେଟାଇନ୍ ଟିକୁ ସ୍ପେସିଆଲ କରିବା ଦରକାର

ତମର ଭାଲେଟାଇନ୍ ଯିଏ ତମେ ତାକୁ ପ୍ରତିଦିନ ସ୍ପେସିଆଲ୍ ଫିଲ୍ କରାଅ। ନାଁ କି ଭାଲେଟାଇନ୍ ଦିନ। କାହିଁକି ନା ଭାଲେଟାଇନ୍ ଯେତେବେଳେ ନଥିଲା ସେତେବେଳେ ଅଧିକ ରିଏଲ୍ ଲଭ୍ ଥିଲା। ଏବେ ତ ବହୁତ୍ ଫେକ୍। ନାଁଇ ସେମିତି ନାଁଇ ଡକ୍ଟର୍ ଏବେ ପାଞ୍ଚ ବର୍ଷ ବ୍ୟବଧାନ ରଖିବାକୁ, ଆଉ ଟ୍ରିଟମେଣ୍ଟ ପରେ ହେବ। କିନ୍ତୁ ଦେଖନ୍ତୁ ଗୋଟେ ଦୁଇଥର ଲସ୍ କରିଲା ପରେ ବେବି କି ତା ସ୍ବପ୍ନ ଦେଖିବା ଡିିଫିକଲ୍ଟ୍ ହେଇ ଯାଉଛି। ଆଉ ଡର ବି ଲାଗୁଛି। ଏବେ କେବଳ ମୋର ଗୋଟେ ସୁନ୍ଦର ଫ୍ୟାମିଲିର ସ୍ବପ୍ନ।

ଖାଲି ଯେ ଗୋଟେ ଛୁଆ ଆସିଲେ ଫ୍ୟାମିଲି ହେଇ ପାରିବ, ସେଇଟା ସଂପୂର୍ଣ୍ଣ ଭୁଲ୍। ମୋ ଫ୍ୟାମିଲିରେ ବହୁତ୍ ସୁନ୍ଦର ସୁନ୍ଦର ଫ୍ୟାମିଲି ମେମ୍ବର୍ସ୍ ଅଛନ୍ତି। ତାଙ୍କ ସହିତ ମୋର ବଞ୍ଚିବାର ଅଛି। ଯଦି ଭଗବାନ ଆଗକୁ ଚାନ୍ସ୍ ଦେଲେ ତାହେଲେ ମୋ ପାଇଁ ଆହୁରି ଭଲ। ସେ ତ ମନା କରୁଛନ୍ତି ଆମର ବେବି ଦରକାର ନାହିଁ। ଆମେ ହୁଏତ ଯଦି କିଛି ଚାନ୍ସ୍ ମିଳିଲା ଯେମିତି କି ଆଡୋପ୍ଟ୍ କରିଦେବା ଆଉ କିଛି ଦରକାର ନାହିଁ। ମୁଁ କହୁଛି କି ଯେହେତୁ ଡକ୍ଟର କହିଛନ୍ତି ଅଛି ଚାନ୍ସ୍ ଅପେକ୍ଷା କର। ନହେଲେ ଆମେ ଆଡୋପ୍ଟ୍ କରିବୁ ଆଉ।

ମୁଁ ବି ଏବେବି ଭାବେ କି ଶୋଇଲା ସମୟରେ ସେଇ ବତିଶ୍ ଦିନ ସେଇ ମେଡ଼ିକାଲ କେଶ୍ ଯାହା ବି ହେଉ ମୁଁ ବାଧ୍ୟ କରିଥିଲି ମୁଁ ପ୍ଲାନ୍ କରିଥିଲି ଯେ ଚାଲ ବେବି ପ୍ଲାନ କରିବା। ମୋ ପାଇଁ ସେ ଏତେ କଷ୍ଟ ହେଲା। ଯଦି ମୁଁ ନ କହି ଥାନ୍ତି ସେ ଆଜି କଷ୍ଟ ନ ପାଇଥାନ୍ତା। ମୁଁ ସେଇଟା ମୋ ମାଇଣ୍ଡରେ ସବୁବେଳେ ଅଛିଯେ ମୁଁ କାହିଁକି କହିଲି। ଆଉ ବର୍ଷେ ଦୁଇ ବର୍ଷ ଯାଇଥିଲେ ମୁଁ ପ୍ଲାନ୍ କରିଥାନ୍ତି ଯାହାବି କରିଥାନ୍ତି । ମୋର ଟିକେ ଭୁଲ୍ ପାଇଁ ସେ ଏତେ କଷ୍ଟ ପାଇଲା। ମୁଁ ଭାବି ନଥିଲି ମୋ ପାଇଁ ଭଗବାନ କଷ୍ଟ ଲେଖିଛନ୍ତି ବେବି ପ୍ଲାନ୍ କଲା ବେଳେ। ସେଇଟା ମୋ ମନରେ ଆସେ ସବୁବେଳେ ଭାବନା ଯେ ମୁଁ କାହିଁକି କହିଲି।

ମୋ ସ୍ତ୍ରୀ ଆଗେ ଆଗେ ହିଁ ରହିବ। ମୋ କହିବା କଥା ଯେ ଗୋଟେ ହଜବେଣ୍ଡର ଭଲ ୱାଇଫ୍ ହେବାକୁ ହେଲେ କଲର୍ କି ରୂପ ମ୍ୟାଟର କରେନି।ଅନେକ ସ୍ଵାମୀ ଥାଆନ୍ତି ଯେଉଁମାନେ ଚାହାଁନ୍ତି କି ମୋ ସ୍ତ୍ରୀ ସୁନ୍ଦର ଦେ । ପାର୍ଟିକୁ ନେଇ କି ଗଲେ କହିବେ କି ତୁ ସୁନ୍ଦର ହେଇକି ଚାଲେ। ଆପଣଙ୍କ ମାଇଣ୍ଡରେ ସେମିତି କେବେ ଆସିଲାଣି କି ମୋ ସ୍ତ୍ରୀ ଏମିତି ଧୀରେ ଧୀରେ ଗୋଟେ କଲର୍ ତାର ଚେଞ୍ଜ ହେଇଯାଉଛି। ଘର ଲୋକ କଣ କହିବେ, ସାଙ୍ଗମାନେ କଣ କହିବେ, ଏମିତି ଆସିଲାନି। ମୁଁ ତାର ସୁନ୍ଦରତା ଦେଖି ଭଲ ପାଇ ନଥିଲି। ମୁଁ ତା ସହିତ ମିଳାମିଶା କଲା ପରେ ଦେଖିଲି କି ସେ ଆମ ଫ୍ୟାମିଲି ସହ ମ୍ୟାଚିଂ ହେଇ ପାରିବ ନା ନାହିଁ। ଆମ ଘର ଚାଲି ଚଳନ ସହିତ ସେ ଚାଲି ପାରିବ ନା ନାହିଁ। ମୁଁ ତାର ଏହି ଗୁଣ ଦେଖି ଭଲ ପାଇଥିଲି।

Leave a Reply

Your email address will not be published. Required fields are marked *