ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ । ଟ୍ରେନ ବଗି କାଟୁଥିବା ଶ୍ରମିକଙ୍କୁ ନେଇଗଲା ବାହାନଗା ଭୂତ ।

ଜୁନ୍ ୨, ୨୦୨୩… ବାଲେଶ୍ୱର ବାହାନଗାରେ ଘଟି ଯାଇଥିଲା ଏକ ଭୟଙ୍କର ଟ୍ରେନ ଦୁର୍ଘ-ଟଣା । ଏକା ସାଙ୍ଗରେ ୩ଟି ଟ୍ରେନ ମଧ୍ୟରେ ଦୂୁର୍ଘ-ଟରା ଯୋଗୁଁ ଶହ ଶହ ଯାତ୍ରୀ ମୃତ୍ୟୁବରଣ କରିଥିଲେ ତ ହଜାରରୁ ଅଧିକ ଆ-ହତ ହୋଇ ମେଡିକାଲରେ ପହଞ୍ଚିଥିଲେ । ବାସ୍ କେଇଟା ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ବାହାନଗା ଅଞ୍ଚଳରେ ଶୋ-କର ଛାୟା ଖେଳି ଯାଇଥିଲା । ସବୁଆଡ଼େ ମୃ-ତ୍ୟୁର ତା-ଣ୍ଡବ ଆଉ ର-କ୍ତର ଛିଟା । ଆଉ ସେହି ସମୟରେ ଏହି ଟ୍ରେନ ଦୁର୍ଘ-ଟଣାରେ ପ୍ରା-ଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମା/ଭୂତ ସେମାନଙ୍କ ମୃ-ତ୍ୟୁର ପ୍ରତି-ଶୋଧ ନେଉଥିବା ଚର୍ଚ୍ଚା ଜୋର ଧରିଥିଲା ।

ବର୍ତମାନ ସେଭଳି କିଛି କଥାକୁ ନେଇ ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ । ସେହି ଲୋମହ-ର୍ଷଣକାରୀ ଦୁର୍ଘ-ଟଣା ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଏକ ଘ-ଟଣା ଯାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି I ଦୁର୍ଘ-ଟଣାଗ୍ରସ୍ତ ବଗି ଗୁଡିକୁ କା-ଟିବା ପାଇଁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ଘ-ଟଣା ସ୍ଥଳରୁ ନି-ଖୋଜ ହୋଇଯାଇଥିବା ବେଳେ ୮ ଦିନ ହେଲାଣି ତାଙ୍କର କିଛି ପତ୍ତା ମିଳୁନାହିଁ I ତେବେ ଟ୍ରେନ ବଗି କାଟୁଥିବା ଶ୍ରମିକଙ୍କୁ ବାହାନଗା ଭୂତ ନେଇଯାଇଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି I ଆଜ୍ଞା ହଁ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରୁ ଆସିଲା ଏପରି କିଛି ବଡ଼ ଅଘ-ଟଣର କାହାଣୀ ।

ସୂଚନାମୁତାବକ ଟ୍ରେନ ଦୁର୍ଘ-ଟଣା ପରେ ବଗି ଗୁଡିକ କା-ଟିବା ପାଇଁ ଆସିଥିବା ଜଣେ ଶ୍ରମିକ ଘ-ଟଣା ସ୍ଥଳରୁ ନି-ଖୋଜ ହୋଇ ଯାଇଥିବା ଅଭି-ଯୋଗ ଆସିଛି । ଗତ ଅକ୍ଟୋବର ୨୮ ତାରିଖରେ ରେଳଡ଼ବା କା-ଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦାନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା ଆଉ ସାନପୁଅ ବିଟୁ ଗୁପ୍ତା, ଦୁଇ ଜଣ ବାହାନଗା ଆସିଥିଲେ । ଦୁଇ ଭାଇ କାମ କରୁଥିବା ବେଳେ ହଠାତ ଗତ ୮ ତାରିଖରୁ ବଡ଼ ଭାଇ ଅଜୟ ସାନ ଭାଇ ବିଟୋକୁ ଆଉ ପାଇ ନଥିଲେ ।

ବିଟୁକୁ ପାଇବା ପାଇଁ ବଡ଼ଭାଇ ଅଜୟ ବାହାନଗା ଅଞ୍ଚଳର କ୍ଷୀରୋଦ କୁମାର ମଲ୍ଲିକଙ୍କ ସହାୟତାରେ ଯାଜପୁର, ଭଦ୍ରକ, ରାଣୀତାଲ, ମାର୍କୋଣା, ସୋର, ବାଲେଶ୍ଵର ଷ୍ଟେସନ ସହିତ ବିଭିନ୍ନ ସ୍ଥାନ ଖୋଜାଖୋଜି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ସ-ନ୍ଧାନ ମିଳିପାରି ନାହିଁ । ବଡ଼ଭାଇ ଅଜୟ ଏ ବିଷୟରେ କମ୍ପାନୀ ଓ ରେଳ ବିଭାଗକୁ ଜଣାଇ ଥିବାର ପ୍ରକାଶ କରିଛନ୍ତି । ଅଜୟ ଘରକୁ ଜଣାଇଥିଲେ ମଧ୍ୟ ସେ ଘରକୁ ଯାଇ ନଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି । ନିଖୋଜ ବିଟୁକୁ ନ ପାଇବା ଦୁଃ-ଖରେ ଭାଙ୍ଗି ପଡିଛନ୍ତି ବଡ଼ଭାଇ । ଭଙ୍ଗାରୁଜା ରେଳବଗି କାଟିବାକୁ ଆସି ଶ୍ରମିକ ନିଖୋଜ ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଦୁଃ-ଖ ଆଣି ଦେଇଛି ।

Leave a Reply

Your email address will not be published. Required fields are marked *