କିଏ ଦୋ ଅକ୍ଷରି ଭାଷା ଶୁଣିବ ଆସ ?

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି । ଦୁନିଆରେ ଏଭଳି ଘ-ଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁ-ଷିତ କରୁଛନ୍ତି ।

ସେଇଭଳି ବର୍ତମାନ ସମୟରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କ ଦବ-ଙ୍ଗଗିରି । ମହିଳା ଜଣଙ୍କ ଚିଲ୍ଲେଇ କହୁଛନ୍ତି ମିଡ଼ିଆକୁ, “ତୁମେ ମାନେ କିଏ ? ହୁ ଆର୍ ୟୁ ?” ଅଭଦ୍ର ଭାଷାରେ ପୋତିଦେଲେ ମ୍ୟାଡାମ । ହଁ ଆଜ୍ଞା ବନ୍ଧୁଗଣ ମହିଳାଙ୍କ ସ୍ୱାମୀ ଜଣଙ୍କ ହେଉଛନ୍ତି ଜଣେ ମାଷ୍ଟର । ଖାଲି ମାଷ୍ଟର ନୁହଁନ୍ତି ଦଲାଲି ଗିରି କରିବାରେ ମଧ୍ୟ ନିପୁଣ । ଦଲାଲିଗିରି କରିବା ପାଇଁ ସ୍କୁଲ୍ ଛାଡ଼ି କାହ୍ନୁପାଣ୍ଠ ଗ୍ରାମକୁ ଆସିଥିଲେ ଏହି ଶିକ୍ଷକ ।

କିନ୍ତୁ ଉକ୍ତ ଶିକ୍ଷକ ଜଣକ ଦଲାଲିଗିରି କରୁ କରୁ ଧରା ପଡ଼ିଗଲେ କ୍ୟାମେରା ସାମ୍ନାରେ । ଆଉ ଏବେ କାହ୍ନୁପାଣ୍ଠ ଗ୍ରାମରେ ଅଟକ ଅଛନ୍ତି ଏ ଶିକ୍ଷକ । ତାପରେ ତାଙ୍କ ସ୍ତ୍ରୀ ଏଠାକୁ ଆସିବା ପରେ ଯେଉଁମାନେ ଶିକ୍ଷକଙ୍କୁ ଅଟକ ରଖିଥିଲେ ସେମାନଙ୍କୁ ଏହି ମହିଳା ଜଣକ ୧୪ ପୁରୁଷକୁ ଗା-ଳି କରିଥିଲେ । ଅଭଦ୍ର ଭାଷାରେ ଦୁର୍ବ୍ୟ-ବହାର କଲେ ମାଡାମ । ଶିକ୍ଷକଙ୍କ ସ୍ତ୍ରୀଙ୍କ ଏ କି ପ୍ରକାର ଆଚରଣ ।

ଧରା ପଡିବା ପରେ ମଧ୍ୟ ଅଭ-ଦ୍ରାମୀ ସୀମା ଟପିଲେ ଶିକ୍ଷକଙ୍କ ସ୍ତ୍ରୀ । ଏହି ଦଲାଲିଗିରି କରି କରି ହିଁ ଶିକ୍ଷକ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗରିବ ଲୋକଙ୍କୁ ଭୂଆଁ ବୁଲାଇ ନେଇଗଲେ ପୁଳା ପୁଳା ଟଙ୍କା । ବନ୍ଧୁଗଣ ୟେ ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳର ଦୃ-ଶ୍ୟ ।

ଜାଠିଆକୃଷ୍ଣ ଭାନୁ ହାଇସ୍କୁଲରେ ଶିକ୍ଷକତା କରନ୍ତି ଆଉ ରାଧାଶ୍ୟାମ ହାଇସ୍କୁଲରେ ସେ ଡେପୁଟି ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ହେଲେ ଚାକିରି ପଇସା ଆନ୍ଟିଲାନି ଯେ କରୁଥିଲେ ୨ ନମ୍ବରି କାମ । ତେବେ ଶିକ୍ଷକ ଜଣକଙ୍କ ନାଆଁ ହେଉଛି ସୁଧାଂଶୁ । ଏହି ଶିକ୍ଷକଙ୍କ ଦଲାଲିଗିରି ପରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଏଭଳି ଆଚରଣ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *