ପ୍ରେମିକା ଖଟ ସୁଖ ନଦେବାରୁ ମୁହଁ ମା-ରି ଫଟେଇ ଦେଲା ପ୍ରେମିକ

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘ-ଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି।

ବନ୍ଧୁଗଣ ୭ ବର୍ଷର ପ୍ରେମ ସଂପ-ର୍କରେ ପ୍ରେମିକ କେବଳ କହୁଥିଲା ଦେହ ସୁଖ ।ଆଉ ଏବେ ଯେତେବେଳେ ପ୍ରେମିକା ମନା କରିଦେଲେ ।ପ୍ରେମିକ ଜଣକ ପ୍ରେମିକାର ମୁହଁକୁ ଏଭଳି ମା-ରିଛି । ମୁହଁ ସାରା ଝରୁଛି ର-କ୍ତ । ଫାଟି ଯାଇଛି ଗାଲ, ନାକ ଆଉ ବେକ ।

ଏହି ରସି-କିୟା ପ୍ରେମିକ ଯିଏ ପ୍ରଥମେ ପ୍ରେମିକାର ବହୁତ ଯତ୍ନ ନେଉଥିଲେ ଆଉ ଏବେ ପିଟି ପିଟି ଲହୁ ଲୁହାଣ କରିଦେଇଛି ।ଏହି ରସି-କିୟା ପ୍ରେମିକର ନାମ ହେଉଛି ଲିଙ୍ଗରାଜ । ଆଉ ସେ ଏଭଳି ପ୍ରେମ କରୁଥିଲା ଯେ ଜୀବନରୁ ମା-ରିବାକୁ ବି ପଛାଇଲେ ନାହିଁ ।ଯୁବତୀ ଜଣକ କହିଛନ୍ତି ଲିଙ୍ଗରାଜ ବାହା ହେବା କଥା କହୁନି ଖାଲି କହୁଛି ଶା-ରି-ରୀ-କ ସମ୍ପର୍କ ।

ଆଉ ଯୁବତୀ ଜଣକ ଯେତେବେଳେ ମନା କରିଦେଲେ ସେତେବେଳେ ଲିଙ୍ଗରାଜ ମା-ରି ମା-ରି ଯୁବତୀର ମୁହଁରୁ ର-କ୍ତ ବାହାର କରିଦେଇଛି । ଜଣେ ପ୍ରେମିକ ଏତେ ନିଷ୍ଠୁର କେମିତି ପାଲଟି ଗଲା । ଗୁରୁ-ତର ଅବସ୍ଥାରେ ଏବେ ପ୍ରେମିକା ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ସଦର ଥା-ନା ପାଣିଶିଆଳିରେ ଘଟିଛି ଏଭଳି ଘ-ଟଣା । ପ୍ରେମିକ ଜଣକ ବାହା ହେବାକୁ ମନା କରିଲା ଆଉ ଶା-ରି-ରୀ-କ ସମ୍ପର୍କ ରଖିବ ବୋଲି କହିଲା ।ଆଉ ପ୍ରେମିକା କହିଲା ସେ ତ ତାକୁ ବାହା ହେବ ନାହିଁ କାହିଁକି ତାର ଜୀବନ ନ-ଷ୍ଟ କରିବ ।

ଆଉ ଦେହ ସୁଖ ନେବାକୁ ଜିଦ୍ ଧରିଥିଲା ଯୁବକ ଆଉ ଯୁବତୀ ମନା କରିବାରୁ ଏଭଳି ଘ-ଟଣା ଘଟିଛି ।ଯୁବକ ଜଣକ ଅନେକ ଧ-ମକ ବି ଦେଉଥିଲେ ।ଶେଷରେ ସେହି ଯୁବତୀ ଜଣକ ଥା-ନାରେ ଅଭି-ଯୋଗ କରିଛନ୍ତି ।ଯୁବତୀଙ୍କ ମାଆ ନ୍ୟା-ୟ ଦାବି କରିଛନ୍ତି ।ପୋ-ଲିସ ଲିଖିତ ଅଭି-ଯୋଗ ପରେ ଅଭି-ଯୁକ୍ତ ଯୁବକଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

Leave a Reply

Your email address will not be published. Required fields are marked *