ଦିନ ଥିଲା ନୂଆ ବୋହୁଙ୍କୁ କେହି ଦେଖି ପାରୁନଥିଲେ, ଆଉ ଆଜିର ନୂଆ ବୋହୁତ ସୋସିଆଲ ମିଡିଆରେ ଥେଇ ଥେଇ ହେଉଛନ୍ତି।

ଆଜିକାଲିର ସମାଜରେ ଲୋକମାନେ ନିଜ ପରମ୍ପରା ଏବଂ ସମ୍ମାନକୁ ଭୁଲି ଯେଉଁ ପରି ହେଉଛନ୍ତି ତାକୁ ଦେଖିଲେ ଲାଗୁଛି, ଦୁନିଆରେ ଆଉ ସଭ୍ୟତା,ପରମ୍ପରା, ମାନ ମ-ର୍ଯ୍ୟାଦା ବୋଲି କିଛି ନାହିଁ। ପବିତ୍ର ସମ୍ପର୍କରେ କ-ଳଙ୍କ ଲଗାଉଛନ୍ତି ଲୋକେ।ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତି-କ୍ରିୟା ଦେଇ ଅଭିନେତ୍ରୀ ରାଣୀ ପଣ୍ଡା କିଛି କହିଛନ୍ତି।

ରାଣୀ କହିଛନ୍ତି ଯେ,” ଆଜ୍ଞା ଦେଖନ୍ତୁ ପୂର୍ବ ସମୟରେ ଯେତେବେଳେ ଏକ ବୋହୁ ନିଜ ଶାଶୂ ଘରକୁ ତଥା ଏକ ନୂଆ ଘରକୁ ବିବାହ କରି ଆସେ। ସେତେବେଳେ ସେ ନିଜ ମୁହଁକୁ ଓଢଣା ତଳେ ଲୁ-ଚାଇ ସମସ୍ତଙ୍କୁ ମୁଣ୍ଡିଆ ମା-ରି ପାଦରେ ସମସ୍ତଙ୍କର ଅଳତା ଲଗାଇ ନିଜେ ରୋଷେଇ କରି ଖାଇବାକୁ ଦିଏ।

କିନ୍ତୁ ଆଜିର ବୋହୁଠାରେ ଏପରି କୌଣସି ଗୁଣ ନାହିଁ। ଓଢଣା ମୁଣ୍ଡରେ ଥାଉ କି ନଥାଉ, କାହାକୁ ମୁଣ୍ଡିଆ ମାରୁ କି ନମାରୁ ଆଗ ମୋବାଇଲଟାକୁ ଖୋଲି ଅର୍ଦ୍ଧ ଲ-ଙ୍ଗଳା ଡ୍ରେସ ପିନ୍ଧି ନାଚିବା ଆରମ୍ଭ କରିଦିଅନ୍ତି। ବାହାଘରକୁ ଦୁଇଦିନ ବି ହେଇନଥିବ ସବୁ ଲାଜସରମ ଭୁଲି ଯାଉଛନ୍ତି।

ବାପା-ମାଆ ସମାନ ଶାଶୂ-ଶଶୁରଙ୍କୁ ଆଉ ସମ୍ମାନ ନାହିଁ। ସ୍ୱାମୀକୁ ମୁଣ୍ଡିଆ ମାରିବା ବଦଳରେ ମା-ଡ଼ ଗୋଇଠା ମ-ରା ହେଉଛି। ଘରେ ରୋଷେଇ କରି ଖାଇବାକୁ ଦେବା ବଦଳରେ ଅନଲାଇନରୁ ଖାଇବା ଅ-ର୍ଡର କରାହେଉଛି। ଆଉ ଏ ଯୁଗରେ ସମ୍ମାନ ନାହିଁ। ଦୁନିଆ କେଉଁଠି ଯାଇ ପହଁଞ୍ଚିଲାଣି କିଛି କହି ହେଉନାହିଁ। “

Leave a Reply

Your email address will not be published. Required fields are marked *