ଝିଅମାନେ ସାବଧାନ ! ରାସ୍ତାରେ ବୁଲୁଛି ଲଫଙ୍ଗା , ଝିଅଙ୍କୁ ଦେଖିଲେ କୁରୁଳି ଉଠୁଛି.. ମଉକା ଦେଖି ହାତ ମା-ରିଦେଉଛି

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଘ-ଟଣା ଘଟିଛି ଯାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।

ଝିଅମାନେ ହେଇଯାନ୍ତୁ ସାବଧାନ। ମା-ତିଛନ୍ତି ଅଭ-ଦ୍ର ବ୍ୟକ୍ତି।ରାସ୍ତାରେ ବୁଲୁଛନ୍ତି ଏବଂ ମଉକା ପାଇ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଉଚନ୍ତି।ଆପଣ ରାସ୍ତାରେ ଯାଉଥିବେ ଏବଂ ମୋବାଇଲ ଚଳାଉଥିବା ସମୟରେ ସୁଯୋଗ ଦେଖି କାରରେ ଯାଉଥିବା ଅଭ-ଦ୍ର ବ୍ୟକ୍ତି ସାଇଡ ମା-ରି ଝିଅଙ୍କ ସମ୍ୱବେଦନ ଶିଳ ଅଙ୍ଗକୁ ଛୁଉଚନ୍ତି।ଏମିତି ଏକ ଦୃ-ଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଯାହା ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆଉ ଏହିଭଳି ଘରଣା ଭୁବନେଶ୍ୱର ସ୍ଥିତ ଗଡଗଡ ରତ୍ନାକର ଅଞ୍ଚଳରୁ ସାମ୍ନାକୁ ଆସିଛି।ଯାହାର ଦୃ-ଶ୍ୟ CCTV re କ-ଏଦ ହେଇଛି ଯାହା ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଶୁନଶାନ୍ ରାସ୍ତାରେ ଯାଉଥିବା ଝିଅ ମୋବାଇଲ ଦେଖି ଦେଖି ଆସୁଚି।

ଠିକ୍ ସେତିକି ସମୟରେ ଗୋଟେ କାର୍ ମଧ୍ୟରୁ ଯୁବକ ଜଣକ ଝିଅର ସମ୍ୱବେଦନଶିଳ ଅଙ୍ଗକୁ ଛୁଉଚନ୍ତି।ତେବେ ଯୁବତୀ ଜଣକ ଟିଉସନରୁ ଫେରିବା ବେଳେ ଅଭ-ଦ୍ର ବ୍ୟକ୍ତିର ଶି-କାର ହେଇଥିଲେ।ଏନେଇ ପରିବାର ଲୋକେ ଥା-ନାରେ ଏତ-ଲା ଦେଲା ପରେ ବରଗଡ଼ ପୋ-ଲିସ୍ ଅଭି-ଯୁକ୍ତକୁ ଗି-ରଫ କରିଛି।ଅଭି-ଯୁକ୍ତ ହେଉଛନ୍ତି ବାଲିପାଟଣା ଥା-ନା ଅନ୍ତର୍ଗତ ସୁମୁଦି ଅଞ୍ଚଳର ସୋରଜ୍ କୁମାର ସ୍ବାଇଁ।

Leave a Reply

Your email address will not be published. Required fields are marked *