ନ-ଗ୍ନତା ଜରିଆରେ ସମସ୍ତେ ପଇସା କମେଇବା ପାଇଁ ଭାବୁଛନ୍ତି ..ଖୁବଶୀଘ୍ର ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି !

ପ୍ରତିଦିନ କିଛି ନା କିଛି କଥାକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥାଏ,ସେହି କଥାଟି ଭଲ ହୋଇଥାଉ କିମ୍ବା ଖରାପ ହୋଇଥାଉ।ଏମିତି ଏକ କଥାକୁ ନେଇ ନିଜର ମତ ରଖିଛନ୍ତି ଲିଜା। ବିଏମସି ଯେଉଁ କଥାଟି କହିଛି ଯେ କେହି ଅ-ଶ୍ଳୀଳ ଭାଷା ବ୍ୟବହାର କରିବେ ନାହିଁ,ଏହି କଥାରେ କିଛି କହିଛନ୍ତି ଲିଜା।

ସେ କହିଛନ୍ତି କି ଖାଲି ଅ-ଶ୍ଳୀଳ ଭାଷା ବ୍ୟବହାର ନକରିଲେ କିଛି ଲାଭ ନାହିଁ।ଆହୁରି ବହୁତ ଜରିଆ ରହିଛି।ଆଜିକାଲି କିଛି ଲୋକ ନଗ୍ନ-ତାକୁ ଲକ୍ଷ ଲକ୍ଷ ଟଙ୍କା କମେଇବାର ଏକ ଜରିଆ କରିଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଜିର ସମାଜରେ ଯେଉଁମାନେ ନ-ଗ୍ନତା କରୁଛନ୍ତି ସେମାନେ କଣ ନିଜ ଇଚ୍ଛାରେ କରୁ ନାହାନ୍ତି କି।ଯିଏ କରୁଛି ତାର ନିଜ ଇଚ୍ଛାରେ କରୁଛି କେହି ତାକୁ ଫୋର୍ସ କରୁନାହିଁ।ଯଦି ଜଣଙ୍କର ଇଚ୍ଛା ନଥିବ କିମ୍ବା କମ୍ଫୋର୍ଟେବଲ ନଥିବ ନିଜ ଦେହକୁ ଦେଖେଇବା ପାଇଁ ସେ ଦେଖେଇବା ସେ କେବେ ହେଲେ ଦେଖେଇବ ନାହିଁ।ଯଦି ସେ ସେହି ନ-ଗ୍ନତା କାମ କରୁଛି ତେବେ ସେ ଆଗରୁ କମ୍ଫୋର୍ଟେବଲ ଥିବ ସେହି ଜିନିଷକୁ ନେଇ।

ଆଜିକାଲି ସମସ୍ତଙ୍କର ହାତରେ ଗୋଟେ ଗୋଟେ ଫୋନ୍ ରହିଛି।ଆଉ ଓଟିଟି ପ୍ଲାଟଫର୍ମ ଗୁଡ଼ିକରେ ଯେମିତି ଅ-ଶ୍ଳୀଳ ଭାଷା ବ୍ୟବହାର ହେଉଛି ତାହା ଯଦି ଜଣେ ଶିଖିନଥିବ ତେବେ ଶିଖିଯିବ।ସେ ଆହୁରି କହିଛନ୍ତି ଯେ ଗୋଟେ କାମ କରିବାର ୱେ ରହିଥାଏ।

କିଛି ଦିନ ପୂର୍ବରୁ ଦିଶା ପାଟାନୀ ଯେଉଁ ହକି ବିଶ୍ୱକପକୁ ଆସିଥିଲେ ଏବଂ ଆଇଟମ ଡାନ୍ସ କରିଥିଲେ,ତାହାକୁ ନେଇ ବହୁତ କଥା ଉଠିଥିଲା।କିନ୍ତୁ ସେ ନିଜକୁ ଯେପରି ପ୍ରେଯେଣ୍ଟ କରିଛନ୍ତି ତାହାକୁ ଦେଖିବା କଥା।

ସେ ଜଣେ ଆନ୍ତର୍ଜାତୀୟ ମଡେଲ।ତାଙ୍କ ପଫର୍ମାନ୍ସ ଏବଂ ଆମର ଆଇଟମ ଡାନ୍ସରଙ୍କ ପଫର୍ମାନ୍ସ ଭିତରେ ବହୁତ ଫରକ୍ ରହିଛି।ସେ ସେମିତି ପଠାନର ଦୀପିକା,ସୋନି ଲିଓନ ଏବଂ ମଲାଇକାଙ୍କ ଉଦାହରଣ ଦେଇ କହିଥିଲେ କି ସେମାନେ ଯାହାବି କରନ୍ତି ତାହାକୁ ଦେଖିବା ପାଇଁ ଲୋକ ଅପେକ୍ଷା କରୁଛନ୍ତି।ସେମାନେ ଭଲଗାରିଟୀ ଦେଖାଉନାହାନ୍ତି। ନଗ୍ନ-ତାକୁ ଯଦି ସେନ୍ସିବଲ ହିସାବରେ ଦେଖାଉଛନ୍ତି ତେବେ କେହି ଆଙ୍ଗୁଳି ଉଠାଇବେ ନାହିଁ ବୋଲି କହିଛନ୍ତି ସେ।

Leave a Reply

Your email address will not be published. Required fields are marked *