ଭୂମିକମ୍ପ ଏବଂ ଯୁ-ଦ୍ଧ କେବଳ ଆରମ୍ଭ ମାତ୍ର, 2023ରେ ମାଳିକା ଅନୁସାରେ ରହିଛି ଅନେକ ବି-ପଦ

600 ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ମାଳିକା ଶାସ୍ତ୍ର ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଯେଉଁଥିରେ 2023 ବର୍ଷର ମାର୍ଚ୍ଚମାସ ହେଲା ବେଳକୁ ହିଁ ଏତେ ଭୂମିକମ୍ପ ଏବଂ ଯୁ-ଦ୍ଧର ଆଶଙ୍କା ଦେଖା ଗଲାଣି। ତେବେ ଆଗକୁ କଣ ସବୁ ଘଟିବାକୁ ଯାଉଛି ତାହା ଆଲୋଚନା କରିବା।

ମହାପୁରୁଷଙ୍କ ଅନୁସାରେ ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ ବି-ପଦ ଦେଖିବାକୁ ମିଳିବ। ପୃଥିବୀ ମାତା କା-ନ୍ଦିବ। ଦେଶ ଦେଶ ମଧ୍ୟରେ ଲ-ଢେ଼ଇ ହବ। ଅନେକ ଲୋକଙ୍କର ପ୍ରା-ଣ ଯିବ। ଦେଶର କୃଷି ମାନଙ୍କ ଉପରେ ପ୍ର-ଭାବ ପଡିବ ଯାହା ଦ୍ଵାରା ଫସଲ ହାନି ହେବ।

ଆହୁରି ଭୂମିକମ୍ପ ହେବ। ଭୂମିକମ୍ପ ହୋଇ ଘର ସବୁ ଭାଙ୍ଗିଯିବ। ମହାକାଶରୁ ଉଳକା ପିଣ୍ଡ ଗଳିବ। ଦୁର୍ବିକ୍ଷ ଚାରିଆଡେ ଖେଳିଯିବ। ମାଳିକା ରେ ଯାହା ଲେଖା ଯାଇଛି ତାହା ଲୋକ ମାନଙ୍କୁ ଭ-ୟଭୀ-ତ କରାଇବା ପାଇଁ ନୁହେଁ ବରଂ କିଛି ମାତ୍ରାରେ ସତ-ର୍କ କରାଇବା ପାଇଁ।

ମଣିଷ ଅଜ୍ଞାନ ରାସ୍ତାରେ ଥିଲେ ତାର ଆୟୁଷ କ୍ଷୀଣ ହେଉଛି ବୋଲି ମାଳିକାରେ ଲେଖା ଯାଇଛି। ତେଣୁ ପ୍ରତେକ ମଣିଷ ଧର୍ମ ପଥରେ ଚାଲିବା ଉଚିତ। ଯେଉଁ ବ୍ୟକ୍ତି ଅଜ୍ଞାନୀ ସିଏ ଧର୍ମ ପଥରେ ଚାଲିଲେ ଜ୍ଞାନୀ ହେବା ସହ ସଠିକ ମାର୍ଗ ଦର୍ଶନ କରିବ।

Leave a Reply

Your email address will not be published. Required fields are marked *