ଆମେ କେହି ଘରେ ନଥିଲୁ, ମୋ ବୋହୁ ରୋଷେଇ କରୁଥିଲା ବେଳେ ତାକୁ ଟଣା ଓଟରା କଲେ

ରାଜନୀତି ଦଳ କାରଣରୁ ହେଲା ମାର-ପିଟ। ଜଣେ ସ୍ତ୍ରୀ ଲୋକଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ରା-ଗ ଦେଖାଇ ମାର-ପିଟ କରିଥିଲେ କିଛି ଦୁ-ର୍ବୁତ। ସ୍ଥାନୀୟ ଲୋକ ଏହା ଦେଖି ମାର-ପିଟକୁ ରୋକିବା ସହ ପୋଲିସକୁ ମଧ୍ୟ ଡକାଇଥିଲେ। କିନ୍ତୁ ଉକ୍ତ ଦୁର୍ବୁ-ତ୍ତମାନେ ଖସି ପଳାଇଥିଲେ।

ତେବେ ସୂଚନା ଅନୁସାରେ ଘଟ-ଣାଟି ଘଟିଛି ବରଗଡ଼ ଜିଲ୍ଲା ଗୋବିନ୍ଦପୁର ଗାଁରେ। ଏହି ଗାଁର ନଈକୂଳରେ ରାହୁଥିବା କିଛି ଯୁବକ ରାତି 8.00 ବେଳେ ଜଣେ ମହିଳାଙ୍କୁ ତାଙ୍କରି ଘରେ ପଶି ଆକ୍ର-ମଣ କରିଥିଲେ। କେବଳ ଏତିକି ନୁହେଁ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ମାର-ପିଟ କରିଛନ୍ତି।କାରକୁ ମା-ରି ମା-ରି ନଷ୍ଟ କରିଦେଇଛନ୍ତି।

ଉକ୍ତ ଘ-ଟଣା ଘଟିବା ବେଳେ ଗାଁର ଅନ୍ୟ ଲୋକମାନେ ଆସି ସେମାନଙ୍କୁ ଅଟକାଇବା ସହ ପୋ-ଲିସକୁ ମଧ୍ୟ ଡାକିଥିଲେ। ପୋ-ଲିସ ଆସି ପହଁଚିଲା ବେଳକୁ ସେମାନେ ସବୁ ଖସି ପଳାଇଗଲେ। ତେବେ ପୋ-ଲିସ ଏବେ ପୀ-ଡିତ ମହିଳା ଏବଂ ସ୍ୱାମୀଙ୍କ ଅଭି-ଯୋଗକୁ ପଞ୍ଜିକୃତ କରି ତ-ଦନ୍ତ ଆରମ୍ଭ କରିଛି।

ଏହି ସବୁ କା-ଣ୍ଡ ବିଜେପି ବିକେଡି ଦଳ ଗଠିତ ହେବା କାରଣରୁ ହୋଇଛି। ତେବେ ଚିହ୍ନଟ ପରେ ଜଣାପଡିଛି ଯେ ସେହି ଦୁର୍ବୁ-ତ୍ତମାନେ ହେଉଛନ୍ତି ଯୁଝିଆ ମାଲିକ, ତାଙ୍କ ପୁଅ ଲକ୍ଷ୍ମୀଧର ମାଲିକ, ପପୁନି ମଳିକ ଏବଂ ଟିନା ମଳିକ।

Leave a Reply

Your email address will not be published. Required fields are marked *