ଆଇଟମ ଡାନ୍ସରେ ନିଜ ପାୱାର ଦେଖାଉନ,ଟେଲେଣ୍ଟ ନାହିଁ ତାହେଲେ କଣ ପାଇଁ କପଡା ଖୋଲି ଦେହ ଦେଖାଉଛ।

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାରମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଅଭି-ଯୋଗ ଆଣିଛନ୍ତି ଯେତେବେଳେ କୁମ୍ଭ ମେଳା ଖଣ୍ଡଗିରିରେ ହେବାର ଥିଲା ସେତେବେଳେ ବିଏମସି ଏବଂ ଅନ୍ୟ କତୃପକ୍ଷ ମାନେ କହିଥିଲେ କି ସେଠାରେ ଅସିଳ ଡାନ୍ସ କିମ୍ବା ଖରାପ ଭାଷା ବ୍ୟବହାର କରାଯିବ ନାହିଁ।

କିନ୍ତୁ ସେମିତି କିଛିବି କାର୍ଯ୍ୟ କରିହେଲା ନାହିଁ ସବୁ ପ୍ରକାର ଖରାପ ଭାଷା ବ୍ୟବହାର କରାଗଲା ଏବଂ ଅ-ସିଳ ଡାନ୍ସ ମଧ୍ୟ ହେଲା ।କିନ୍ତୁ ସେତେବେଳେ ପ୍ରଶାସନକୁ କିଛି ଦେଖା ଯାଇନଥିଲା ବୋଲି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଅଭି-ଯୋଗ ଆଣିଛନ୍ତି।ତାପରେ ସେହି କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା।ରାଣୀ ପ୍ରିୟଦର୍ଶିନୀ କହିଛନ୍ତି ଜଉ ଆଇନ ତିଆରି କରାଯାଉଛି ତାହା କାର୍ଯ୍ୟକାରି ହେବା ଦରକାର।

ତାହା କେବଳ କାଗଜ ପତ୍ରରେ ସୀମିତ ରହୁଛି।କାର୍ଯ୍ୟ କରୀ ହେଉନାହିଁ।ସେ କହିଛନ୍ତି ଯଦି ଠିକ୍ ଟେଲେଣ୍ଟ ନାହିଁ ତେବେ କାହିଁକି ଅସିଳ ଡାନ୍ସ କଣ ପାଇଁ କରୁଛ ଅ-ସିଳ ଭାଷା କଣ ପାଇଁ ବ୍ୟବହାର କରୁଛ।ଯଦି ଟେ-ଲେଣ୍ଟ ଅଛି କାମରେ କରିକି ଦେଖାଅ।ନିଜ ଆଇଟମ ଡାନ୍ସର ପାୱାର ଦେଖେବା ପାଇଁ କହିଛନ୍ତି ଯଦି ଟେଲେଣ୍ଟ ନାହିଁ ତାହେଲେ କଣ ପାଇଁ କପଡା ଖୋଲି ଦେହ ଦେଖାଉଛ।

ସେ କହିଛନ୍ତି ଯଦି ଲ-ଙ୍ଗଳା ହେବାର ଅଛି ତାହେଲେ ଘର ଭିତରେ ଲ-ଙ୍ଗଳା ହେଉନ ବୋଲି କହିଛନ୍ତି।ସେମାନଙ୍କ ପରିବାର ଲୋକେ ଦେଖନ୍ତୁ,ଭାଇଭଉଣୀ ଦେଖନ୍ତୁ। ଷ୍ଟେଜରେ କଣ ପାଇଁ ଦେହ ଦେଖାଉଛ।ଯଦି ଅସଲି ଟେ-ଲେଣ୍ଟ ଅଛି କାର୍ଯ୍ୟରେ କରି ଦେଖନ୍ତୁ।ସେ ଏଥିପାଇଁ କଳା ସଂସ୍କୃତି ମନ୍ତ୍ରୀଙ୍କୁ ଦୃଢ଼ କା-ର୍ଯ୍ୟାୁଷ୍ଠାନ ନେବାପାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *