କଥାରେ ଅଛି ରଖେ ହରି ତ ମା-ରେ କିଏ, ଆଜି ଆପଣମାନେ ନିଜ ଆଖିରେ ଏହି ଦୃ-ଶ୍ୟକୁ ନଦେଖିଲେ ବିଶ୍ୱାସ କରିବେନି, ଦେଖନ୍ତୁ ଏହି ଭିଡ଼ିଓ।

କଥାରେ ଅଛି ରଖିଲେ ହରି ମା-ରିବ କିଏ। ଆପଣଙ୍କର ଯଦି ଆୟୁଷ ଅଧିକ ଅଛି ତେବେ ସ୍ୱୟଂ ଯମରାଜ ମଧ୍ୟ ଆପଣଙ୍କ ଜୀବନ ନେଇପାରିବେ ନାହିଁ। ଆଜି ଆମେ ଆପଣଙ୍କୁ ଏକ ଭିଡ଼ିଓ ଦେଖାଇବୁ ଯାହାକୁ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ତେବେ ଘଟ-ଣାଟି ଘ-ଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥା-ନା ଅନ୍ତର୍ଗତ MDR-70 ରାସ୍ତାର ଉଲଡିହ ଛକ ନିକଟରେ। ଗତ ସୋମବାର ଦିନ ଏକ ସଡ଼କ ଦୁର୍ଘ-ଟଣା ଘ-ଟିଥିଲା। ସୂଚନା ଅନୁସାରେ ପଦ୍ମପୁର ଗାଁର ଶରତ ଚନ୍ଦ୍ର ରାଉତଙ୍କ ଝିଅ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି।

ସକାଳ ସମୟରେ କୋଚିଂ ସାରି ସାଇକେଲ ଯୋଗେ ସେ ଘରକୁ ଫେରୁଥିଲେ। ଆଉ ସେତିକିବେଳେ ଅପରପକ୍ଷରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଉକ୍ତ ଯୁବତୀଙ୍କ ସହ ଧ-କ୍କା ହେବା ସହ ସାଇକେଲ ଉପରେ ମା-ଡି ଯାଇଥିଲା।

କିନ୍ତୁ ସୌଭାଗ୍ୟବଶତଃ ଝିଅଟିର କିଛି ବି ଅଧିକ କ୍ଷ-ତି ଘଟିନଥିଲା। ତେବେ ସ୍ଥାନୀୟ ଲୋକ ତୁରନ୍ତ ଉକ୍ତ ଝିଅଟିକୁ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଝିଅଟି ନିଜ ଘରକୁ ଫେରିଥିଲା। ଏହାସହ ବୈଶିଙ୍ଗା ପୋ-ଲିସ ଟ୍ରାକ୍ଟର ଡ୍ରାଇଭରକୁ ଗି-ରଫ କରି ଏବେ ଥା-ନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *