ବହୁତ ଟାଣି ହେଲିଣି, ମେଘ ମତେ ଆଉ ନ ଟାଣୁ..ମେଘ ମତେ ଛାଡି ଦେଉ

ଅନେକ ବି-ବାଦ ମା-ମଲା ପରେ ଏବେ ଟିକେ ଏସବୁ ଜିନିଷରୁ ବାହାରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ନିଜ ମୁଣ୍ଡରେ ଅନେକ ଟେନ୍ସନ ନେଇ ଘୁରି ବୁଲୁଥିଲେ ଅନୁଭବ। କିନ୍ତୁ ଏବେ ସେ ମିଡିଆ ଆଗରେ କହିଛନ୍ତି ଯେ,” ସେ ଏସବୁ ରେ ଆଉ ପଶିବାକୁ ଚାହୁଁନାହାନ୍ତି।

ଆଉ କୌଣସି ମେଘ ମତେ ଉଡାଇ ନେଇ ନଯାଉ। ମୁଁ ଏବେ ଆସିଛି ବିଜେବି କଲେଜ ରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଂଟକୁ। ମତେ ଏଠାରେ ନିମନ୍ତ୍ରଣ କରାଯାଇଥିଲା।

ମତେ ବହୁତ ଖୁସି ଲାଗୁଛି ଯେ ଏଠାରେ ପୁଅ ପିଲାଙ୍କର ଟୁର୍ଣ୍ଣାମେଂଟ ହେବା ସହ ଝିଅ ପିଲାଙ୍କ ପାଇଁ ମଧ୍ୟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଛି। ମୁଁ ଏଠାକୁ ଆସି ବହୁତ ଖୁସି ଅଛି। ଏଠାରୁ ଏବେ ମୁଁ ନିଜ ଘରକୁ ଯିବି ବାପା ମାଆଙ୍କ ସହ ସମୟ କା-ଟିବି।

ଆମ ବଡ ବାପାଙ୍କ ମୃ-ତ୍ୟୁକୁ ବର୍ଷେ ନହୋଇଥିବାରୁ ଆମ ଘର ଲୋକ ଏବର୍ଷ ହୋଲି ଖେଳିପାରିବେ ନାହିଁ। ତଥାପି କୌଣସି ଦୁଃ-ଖ ନାହିଁ। ମୁଁ ମୋ ସାଙ୍ଗ ମାନଙ୍କ ବସି ଦୁଃ-ଖ ସୁଖ ହେଲେ ମୋର ସବୁ ଟେ-ନ୍ସନ ଶେଷ ହୋଇଯାଏ। ମୋ ଜୀବନ ଏହିପରି ହସଖୁସିରେ କଟୁ ବୋଲି ମୁଁ ଆଶା କରୁଛି।”

Leave a Reply

Your email address will not be published. Required fields are marked *