ଲୋକଙ୍କ ସ୍ନେହ ପାଇ ଗାଡି ଘର ସବୁ କରିଥିଲେ, ଏବେ ଲୋକେ କହୁଛନ୍ତି ପିଣ୍ଟୁର ଗର୍ବ ହେଇଗଲାଣି।

ଆପଣ ମାନେ ତ ୟୁଟ୍ୟୁବର ରୁପା ଏବଂ ପିଣ୍ଟୁ ଙ୍କୁ ଜାଣିଥିବେ। ସେ ଓଡିଶା ଲୋକ ମାନଙ୍କର ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ମଧ୍ୟ ହୋଇ ସାରିଛନ୍ତି। ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ ଯୋଡି।

ତେବେ ଆମେ ଯେଉଁ ସୁପରହିଟ୍ ଯୋଡି ବିଷୟ ରେ କହିବାକୁ ଯାଉଛୁ ସେ ଆପଣ ମାନଙ୍କ ର ଅତି ପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଏହି କଥା ଛୋଟ ରୁ ବଡ଼ ଯାଏ ସମସ୍ତଙ୍କୁ ଜଣା। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ମାନେ ତାଙ୍କୁ ଦେଖିବାକୁ ପାଉଥିବେ। ସେମାନଙ୍କ ଯୋଡି ବହୁତ୍ ଜବ-ରଦସ୍ତ ଯୋଡି ବୋଲି ସବୁ ଦର୍ଶକ ମାନେ କୁହନ୍ତି।

ରୁପା ଏବଂ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ଗୁଡିଏ ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ମାନଙ୍କୁ ଦେଖାଇଛନ୍ତି। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖକୁ ଯାଇ ପାରିଛନ୍ତି। ତେବେ ପିଣ୍ଟୁଙ୍କ ଭିଡ଼ିଓରେ ପୂର୍ବ ସମୟରେ ବହୁତ ମଜାଳିଆ ଏବଂ ପଜିଟିଭ କମେଣ୍ଟ ଆସୁଥିବା ବେଳେ ଏବେ କିଛି ଦିନ ହେବ ବହୁତ ନେଗେଟିଭ କମେଣ୍ଟ ସବୁ ଆସୁଛି।

ଲୋକେ କହୁଛନ୍ତି ଯେ,” ଆମ ପାଇଁ ପିଣ୍ଟୁ ତୁମେ ଫେମସ୍ ହୋଇଛ। ଆମ ମାନଙ୍କ ଭଲ ପାଇବା କାରଣରୁ ଆଜି ତୁମେ ଘର ଗାଡି ସବୁ ତିଆରି କରିପାରିଛ। ଭୁଲ ନାହିଁ ଯେ ତୁମେ ବି ପୂର୍ବରୁ କେଉଁ ସ୍ତରରେ ଥିଲ। ତୁମେ ବି ଏକ ସମୟରେ କାର ଡ୍ରାଇଭର ଥିଲ, ଆଉ ଆଜି ତୁମର ନିଜର ସବୁକିଛି ଅଛି ବୋଲି ଅନ୍ୟ ଲୋକଙ୍କୁ ନି-ନ୍ଦା କରିବ।

କାହାକୁ କହୁଛ କ୍ୟାମେରାମ୍ୟାନ। କାହାକୁ କହୁଛ ଡ୍ରାଇଭର। ନିଜର ସ୍ତର କେଉଁଠି ତୁମେ ନିଜେ ଭାବ। ଏସବୁ କିଛି ଠିକ ହଉନି ନିଜର ଗର୍ବ କମାଅ। ଲୋକଙ୍କୁ ଭଲ ବ୍ୟବହାର ଦେଖାଅ। ନହେଲେ ଯେତିକି ଫେମସ ହୋଇଛ ସେତିକି ବଦ-ନାମ ମଧ୍ୟ ହେବ। “

Leave a Reply

Your email address will not be published. Required fields are marked *