ଡିଓ କର୍ମଚାରୀ ବ୍ଲଡ଼ ଆଣିବାକୁ ଯାଇଥିବା ମହିଳାଙ୍କୁ ଜାବୁଡି ଧରି କି-ସ କଲେ, ତାପରେ ଏମିତି କିଛି କଲେ ମହିଳା।

ମୟୁରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତିଦିନ କିଛି ନା କିଛି ଦୁର୍ଘ-ଟଣା ସାମ୍ନାକୁ ଆସୁଛି। କେତେବେଳେ ଡାକ୍ତରଖାନାରେ ରୋଗୀ ମୃ-ତ ତ କେତେବେଳେ ଡାକ୍ତରଖାନାରେ ମିଳୁନାହିଁ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା। କିନ୍ତୁ ଏବେ ଆଉ ଏକ ଖବର ଏହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ମହିଳା ଏକ ରୋଗୀକୁ ଡ଼ାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ରୋଗୀର ଚେକ-ଅପ କରି ତାର ର-କ୍ତ ଅ-ଭାବ ଅଛି ଏବଂ ର-କ୍ତ ଦରକାର ବୋଲି କହିଥିଲେ। ଏହାପରେ ରୋଗୀର ସମ୍ପ-ର୍କୀୟ ଲୋକେ ରୋଗୀର ର-କ୍ତ ନମୁନା ସଂଗ୍ରହ କରି ରକ୍ତ ଆଣିବାକୁ ବ୍ଲଡ଼ ବ୍ୟାଙ୍କକୁ ଯାଇଥିଲେ।

ଆଉ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ମହାଭାରତ। ସୂଚନା ଅନୁସାରେ ଏଭଳି ଘ-ଟଣା ଦେଖିବାକୁ ମିଳିଥିଲା ଉଦଳା ଡାକ୍ତରଖାନାରେ ଥିବା ରକ୍ତ ଭଣ୍ଡାର ଚକ୍ରଧରପୁର ଗ୍ରାମ ପଂଚାୟତ ଇଟାଗୋର ଅଞ୍ଚଳରେ। ଡାଇସାହି ଗ୍ରାମର ସୁନାରାମ ମୁର୍ମୁଙ୍କ 7 ବର୍ଷର ପୁଅ ଶ୍ୟାମସୁନ୍ଦର ମୁର୍ମୁଙ୍କ ଜ୍ୱର ହୋଇଥିବା ବେଳେ ତାଙ୍କୁ ନେଇ ସେ ଉଦଳା ଡାକ୍ତରଖାନାକୁ ଯାଇଥିଲେ।

ଡାକ୍ତର ସବୁ ଚେକଅପ କରିବା କହିଥିଲେ ଯେ ପିଲାକୁ ରକ୍ତ ଦରକାର। ବ୍ଲଡ଼ ବ୍ୟାଙ୍କ ଯାଇ ର-କ୍ତ ନେଇଆସ। ତେବେ ଉକ୍ତ ବ୍ୟକ୍ତି ଜଣକ ନିଜର ସ୍ତ୍ରୀ ଏବଂ ତାଙ୍କର ଯା ସାବିତ୍ରୀ ମୁର୍ମୁଙ୍କ ସହ ଡ଼ାକ୍ତରଖାନା ଆସିଥିବା ବେଳେ ପିଲା ପାଖରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ରହିଯାଇଥିଲେ ଏବଂ ସାବିତ୍ରୀ ବ୍ଲଡ଼ବ୍ୟାଙ୍କରୁ ର-କ୍ତ ଆଣିବାକୁ ଯାଇଥିଲେ।

ଯେତେବେଳେ ସାବିତ୍ରୀ ରକ୍ତ ଆଣିବାକୁ ଗଲେ ସେତେବେଳେ ସେଠାରେ ଇନଚାର୍ଜରେ ଥିବା ଆକାଶ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଉକ୍ତ ମହିଳା ଜଣକ ଯେତେବେଳେ ମନା କରିଦେଲେ ସେତବେଳେ ସେହି ଯୁବକ ଜଣକ ତାଙ୍କୁ ଜବ-ରଦସ୍ତି ଜା-ବୁଡି ଧରି କିସ କରିଥିଲେ। ଏହାସହ ଛାତିରେ ମଧ୍ୟ ହାତ ମା-ରିଥିଲେ।

ଏହାପରେ ମହିଳା ଜଣକ ସେହି ଯୁବକଙ୍କୁ ଚା-ପୁଡ଼ା ମା-ରି ସେଠାରୁ ଚାଲିଆସିଥିଲେ। ତାପରେ ନିଜର ସ୍ୱାମୀଙ୍କୁ କହିଥିଲେ ଏବଂ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକ ଏହାଶୁଣି ଯୁବକଙ୍କୁ ଧରି ପୋ-ଲିସ ଷ୍ଟେସ-ନରେ ଦେଇଥିଲେ ଏବଂ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *