“SURA BABU ସବୁ କାମରେ ଧୁରନ୍ଧର ,ନବମ ଶ୍ରେଣୀ ପାସ ହେଇ ବି ସେ CABINET ମନ୍ତ୍ରୀ ହେଇଥିଲେ”

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟ-ଣାମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଓଡ଼ିଶାର ରାଜନୀତି ବହୁତ୍ ପୁରୁଣା ଅଟେ।

କିନ୍ତୁ ରାଜନୀତିରେ ଏମିତିବି ଲୋକ ଅଛନ୍ତି ଯେଉଁମାନେ ସାଧରଣ ଲୋକଙ୍କ ପରି ଦେଖା ଯାଉଥିଲେ ମଧ୍ୟ ଅନେକ ଅସାଧାରଣ କାର୍ଯ୍ୟ କରିଥାନ୍ତି।ଓଡ଼ିଶାରେ ସୁର ରାଉତରାୟଙ୍କ କିଏ ବା ନଜାଣେ।ସେ ଓଡ଼ିଶାରେ ସୁର ଭାଇ ଭାବରେ ଘରେ ଘରେ ପରିଚିତ।ଆସନ୍ତୁ ଜାଣିବା ସୁର ରାଉତରାୟଙ୍କ ବାପାଙ୍କ ବିଷୟରେ।ହଁ ଆଜ୍ଞା ସୁରଙ୍କ ବାପା ଜଣେ ବହୁତ୍ ଭଲ ଲୋକ ଥିଲେ।ତାଙ୍କ ପାଖରେ ଜମିଦାରୀ ଥିଲା କିନ୍ତୁ ସେ ସେସବୁ କିଛି କରିପାରି ନଥିଲେ।

କେବଳ ଚାକିରି କରିଥିଲେ।ତାପରେ ସୁର ରାଉତରାୟ କ୍ୟାବିନେଟ୍ ମିନିଷ୍ଟର୍ ହେଲେ।ସୁରଙ୍କ ବାପା ଜଣେ ଆର୍ଟିଓ ଡ଼୍ରାଇଭର ଥିଲେ।ବାବା କହିଛନ୍ତି ସୁର ସବୁ କର୍ମରେ ଧୁରନ୍ଧର ଅଟନ୍ତି।ବି-ଚାର ବିବେକ କିଛି ନାହିଁ।ସେ କେବଳ ନବମ ଶ୍ରେଣୀ ପାସ କରିଛନ୍ତି।ବାବା କହିଛନ୍ତି ଜ୍ଞାନୀ ଲୋକ ଅଲଗା ଚିନ୍ତା କରିଥାନ୍ତି ସେମାନେ ସାଧାରଣ ଲୋକ ମାନଙ୍କ ପରି ନୁହନ୍ତି।ସୁର ରାଉତରାୟଙ୍କ ପାଠ ସାଠ ଟିକେ କମ୍ କିନ୍ତୁ ତାଙ୍କର କାହାକୁ ଭ-ୟ ନାହିଁ।

ବାବାଙ୍କ ସହ ସୁର ରାଉତରାୟଙ୍କ ବାପାଙ୍କ ବହୁତ୍ ଭଲ ସ-ମ୍ପର୍କ।ସେ ଜଣେ ଡ୍ରାଇଭର ଥିଲେ ବୋଲି ବାବା କହିଛନ୍ତି।ସୁର ରାଉତରାୟଙ୍କ ବାପା ବାବାଙ୍କୁ ଦେଖାନ୍ତି ବାବା ଦେଖନ୍ତୁ ଇଏ ମୋ ପୁଅ।ସୁର ରାଉତରାୟଙ୍କ ବାପା ଜଣେ ବହୁତ୍ ଭଲ ଲୋକ ଏବଂ ଜଣେ ବିଜ୍ଞ ମଣିଷ ଥିଲେ।ସୁର ରାଉତରାୟ ସବୁ କର୍ମରେ ଧୁରନ୍ଧର।ନବମ ଶ୍ରେଣୀ ପାସ ହେଇବି ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।

Leave a Reply

Your email address will not be published. Required fields are marked *