ଠେଙ୍ଗା ଧରି ଜଗିଛନ୍ତି ଦୀପିକା ! ଏଥର କମେଣ୍ଟ କଲେ ସିଧା ଠେଙ୍ଗାରେ ପି-ଟିବେ !

ପୁଣି ଚର୍ଚ୍ଚା ରେ ଆସିଲେ କେ.ଦୀପିକା। ଏଥର ନ୍ୟା-ୟ ପାଇଁ ସ୍ବାମୀଙ୍କ ଘର ସାମ୍ନାରେ ବସିବା ପାଇଁ ନୁହେଁ ବରଂ ମଝି ରାସ୍ତାରେ ଜଣେ ଯୁବକଙ୍କୁ ଘୋଷାଡି ଘୋଷାଡି ପି-ଟିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ବ୍ରହ୍ମପୁର ଟ୍ରାଫିକ୍ ପୁ-ଲିସ କାର୍ଯ୍ୟାଳୟ ନିକଟରେ ଜଣେ ଯୁବକଙ୍କୁ ମା-ଡ଼ ମା-ରୁଥିବା ଦେଖିବାକୁ ମିଳିଛି। କ-ମେଣ୍ଟ ମା-ରିବାରୁ ଏହି ହାଇଡ୍ରାମା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟ-ଣାସ୍ଥଳରେ ପୋ-ଲିସ ପହଞ୍ଚି ଯୁବକ ଅଟକ ରଖି ତ-ଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ସାଢେ 9ଟା ବେଳେ ଗାନ୍ଧୀନଗରର କେ. ଦୀପିକା ନିଜ ଦୋକାନ ବନ୍ଦ କରି ଘରକୁ ଯିବାକୁ ବାହାରୁଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କୁ ଗା-ଳିଗୁ-ଲଜ କରିଥିଲା। ଦୀପିକା ସଂପୃକ୍ତ ବ୍ୟକ୍ତିଙ୍କୁ ଗା-ଳିଗୁ-ଲଜ କରିବାକୁ ବାରଣ କରିଥିଲେ।

ଯାହାକୁ ନେଇ ବ୍ୟକ୍ତି ଜଣଙ୍କୁ ତାଙ୍କୁ ଦୁ-ର୍ବ୍ୟବ-ହାର କରିବା ସହ ତାଙ୍କ ପେଟକୁ ମା-ଡ଼ ମା-ରିଥିବା ଦୀପିକା ଥା-ନାରେ ଅଭି-ଯୋଗ କରିଛନ୍ତି । ଅନ୍ୟପଟେ ଉକ୍ତ ଅଜଣା ବ୍ୟକ୍ତି ଜଣଙ୍କୁ ତାଙ୍କ ପ୍ରେମିକ ଦିନେଶଙ୍କ ପରିବାର ଲୋକେ ଲୋକ ପଠାଇ ଏଭଳି କରୁଥିବା ଦୀପିକା ଅଭି-ଯୋଗ କରିଛନ୍ତି।

ତାଙ୍କ ଅଭି-ଯୋଗକୁ ନେଇ ପୋ-ଲିସ ଏକ ମାମ-ଲା ରୁଜୁ କରି ଘଟ-ଣାର ତ-ଦନ୍ତ କରୁଛି। ଅନ୍ୟପକ୍ଷରେ ଗେଟ୍‌ବଜାର ଅଞ୍ଚଳର ନାରାୟଣ ମହାରଣା ନାମକ ଜଣେ ବ୍ୟକ୍ତି କୌଣସି କାମରେ ଟ୍ରାଫିକ ରୋଡରେ ଥିବା ଏକ ଦୋକାନକୁ ଯାଇଥିଲେ। ସେ ଉକ୍ତ ଦୋକାନରେ ଛିଡ଼ା ହୋଇଥିବା ବେଳେ ଦୀପିକା ହଠାତ ଆସି ତାଙ୍କୁ ସାର୍ଟ ଧରି ତାଙ୍କୁ ମା-ଡ଼ କରିଥିବା ନାରାୟଣ ଅଭି-ଯୋଗ କରିଛନ୍ତି।

ତେବେ ପୋ-ଲିସ ଉକ୍ତ ଯୁବକଙ୍କର ମଧ୍ୟ ଏକ ମାମ-ଲା ରୁଜୁ କରି ତ-ଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ଏବଂ ଗା-ଳିଗୁ-ଲଜ ଦେଖି ସେହି ଗ-ଳିରେ ଶତାଧିକ ଲୋକ ଜମା ହୋଇଯାଇଥିଲେ। ଏହାପରେ ଦୀପିକା ସଂପୃକ୍ତ ବ୍ୟକ୍ତିଙ୍କୁ ଦୋକାନ ଭିତରୁ ରାସ୍ତା ଉପରକୁ ଆଣି ମା-ଡ ମା-ରିଥିଲେ।

କିଛି ସମୟ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କ ଏକାଧିକ ସହଯୋଗୀ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଫଳରେ ଦୀପିକା ଏବଂ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ମ-ରାମ-ରି ହୋଇଥିଲା। ଖବର ପାଇ ଟାଉନ ଥା-ନା ପୋ-ଲିସ ଘଟ-ଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଥା-ନାକୁ ନେଇଥିଲା।

Leave a Reply

Your email address will not be published. Required fields are marked *