ମୋ ବାପାଙ୍କୁ କିଏ ପି-ଟୁଛି, ଏମିତି କହି କାନ୍ଦୁଥିଲା PINTUଙ୍କ ସାନ ପୁଅ।

ବାପା ଠାରୁ ଦୂରରେ ରହୁଥିଲା ପିଣ୍ଟୁ ନନ୍ଦଙ୍କ ସାନପୁଅ, ମାଆଙ୍କ ପାଖରେ ରହୁଥିଲା ମାଆ ସିନା ବାପାଙ୍କ ଉପରେ ରାଗିଥିଲେ ହେଲେ ପୁଅ ସବୁବେଳେ ତା ବାପାକୁ ଝୁରୁଥିଲା। କେମିତି ବା ନଝୁରିବ ସାନ ପୁଅ ପରା, ବାପା ମାଆଙ୍କର ଭାରି ଗେହ୍ଲା। ବଡ ପୁଅକୁ ସିନା ବାପା ରଖିଲେ ସାନ ପୁଅକୁ ମାଆ ନେଇ ଆସିଲା କିନ୍ତୁ ସାନ ପୁଅ ସମୟ ସୁବିଧା ପାଇଲେ ବାପାଙ୍କ ସିନେମା ଦେଖୁଥିଲା, ଆଉ ସାନ ପୁଅର ଯେତେବେଳେ ମନ ହୁଏ ସେତେବେଳେ ଯେ ବାପାଙ୍କର ସିନେମା ଚାଲୁଥିବ ତା’ର ଯେ କିଛି ମାନେ ନାହିଁ

ସେଥିପାଇଁ ସେ ୟୁଟ୍ୟୁବରୁ ଡାଉନଲୋଡ କରି ରଖି ଟିଭିରେ ଦେଖିଥିଲା। ଆଉ ମାଆ ଆସିଲେ କହୁଥିଲା ଦେଖ ମାଆ ମୁଁ ବଡ ହେଲେ ବାପାଙ୍କ ପରି ହିରୋ ହେବି।ବାପା ଯେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରି ହିରୋ ଠାରୁ ମାଡ ଖାଉଥିଲେ ସେତେବେଳେ କଇଁ କଇଁ ହୋଇ କା-ନ୍ଦୁଥିଲା ସାନ ପରି। ସେ ଜାଣି ନଥିଲା କେଉଁଟା ଅଭିନୟ ସେ ଭାବୁଥିଲା ସତସତିକା ତା ବାପାଙ୍କୁ କିଏ ଲାଗୁଛି, ଏହିପରି ନିଜ ବାପାଙ୍କ ଠାରୁ ଦୂରରେ ରହି ମଧ୍ୟ ନିଜ ବାପାଙ୍କୁ ଏତେ ଭଲପାଉଥିଲା ପିଣ୍ଟୁଙ୍କ ସାନ ପୁଅ।

ମାଆ ବାପାଙ୍କୁ ଛାଡି ପଳାଇ ଆସିଛି ଆଉ ତା ବାପାଙ୍କୁ କିଏ ବାଡ଼ ଉଛି, ଚି-ତ୍କାର କରି କା-ନ୍ଦୁଥିଲା ସାନ ପୁଅ ଏହି ସଯୟରେ ପାଖକୁ ଆସି ମାଆ ବୁଝାଇ ଦିଅନ୍ତି ନାହିଁ ରେ ପୁଅ ବାପା ମା-ଡ ଖାଉ ନାହାଁନ୍ତି ବାପା ଅଭିନୟ କରୁଛନ୍ତି। ବାପା ଜଣେ କଳାକାର ନିତିଦିନ ମୁହଁ ରେ ପାଉଡର ବୋଳି ଦେଇ ଅଭିନୟ କରନ୍ତି ଆଉ ଆମ ସମସ୍ତଙ୍କ ଠାରୁ ଟିକେ ଦୂରେଇ ଯାଇ ଅଭିନୟକୁ ଭଲ ପାଆନ୍ତି। ତେବେ କଳାକାର ପାଇଁ ସବୁଠାରୁ ବଡ ହେଉଛି ତାର ଦର୍ଶକ, କେତେବେଳେ ନିଜର ଅଭିନୟ ରେ କଳାକାରଙ୍କୁ ହସାଇବ କନ୍ଦାଇବ,ଏହି ଲୋକଙ୍କୁ ନିଜର ଅଭିନୟ ଜାଦୁରେ ହସାଇଦେଉଥିବା ଏବଂ କନ୍ଦାଇ ଦେଉଥିବା ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ହେଲେ ତାଙ୍କ ଅ-ନ୍ତିମ ଯାତ୍ରାରେ ଦେଖିବାକୁ ମିଳିଥିଲା ଏକ ବହୁତ ହିଁ ବଡ ହୃଦୟ ବିଦା-ରକ ଦୃ-ଶ୍ୟ। ପିଣ୍ଟୁଙ୍କ ସାନ ପୁଅ ତାଙ୍କ ବାପାଙ୍କ ମର ଶରୀର ପାଖରେ ବସି କା-ନ୍ଦି କା-ନ୍ଦି କହୁଥିଲେ ବାପା ତମେ କୁଆଡେ ଚାଲିଗଲ ମୋତେ କିଏ ହିରୋ କରିବ?ମୁଁ ବଡ ହୋଇ ତମ ପରି ଅଭିନୟ କରି ଥାଆନ୍ତି ତମ ପରି ହିରୋ ହୋଇ ଥାଆନ୍ତି ଭାବିଥିଲି ତମେ ଏବେ ଚାଲିଗଲ ମୋତେ କିଏ ହିରୋ କରିବ। ଏହିପରି କହି ନିଜ ବାପାଙ୍କ ମ-ର ଶରୀର ପାଖରେ କଇଁ କଇଁ ହୋଇ କା-ନ୍ଦୁଥିଲେ ପିଣ୍ଟୁଙ୍କ ସାନ ପୁଅ।

Leave a Reply

Your email address will not be published. Required fields are marked *