ପିଣ୍ଟୁଙ୍କ ପାଖକୁ ଆସୁଥିବା ଟଙ୍କା ଏବେ କିଏ ରଖିବ। ତାଙ୍କ ସ୍ତ୍ରୀ ନା ତାଙ୍କ ବଡ ଭାଇ ଅଭିରାମ ନନ୍ଦ

ଏବେ କିଏ ରଖିବ ପିଣ୍ଟୁଙ୍କ ଚିକିତ୍ସା ପାଇଁ ମିଳିଥିବା ସବୁ ଟଙ୍କା। ବଡ ଭାଇ ଅଭିରାମଙ୍କ ଆକାଉଣ୍ଟକୁ ଆସୁଥିଲା ସବୁ ଟଙ୍କା। ବଡ ଭାଇ ଆକାଉଣ୍ଟକୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା। ସେହି ଟଙ୍କା ପିଣ୍ଟୁଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଦିଆଯିବ ନା ଅଭିରାମ ନିଜେ ରଖିବେ।

ତେବେ ପଞ୍ଚଭୂତରେ ବିଲୀନ ଏବେ ହୋଇସାରିଲେଣି ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଶୁକ୍ରବାର ଦିନ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଅଭିରାମଙ୍କ ପୁଅ ସାଇ ତାଙ୍କୁ ମୁଖା-ଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ପ-ର୍କୀୟଙ୍କ କା-ନ୍ଦ ବୋବାଳିରେ ସ୍ବର୍ଗଦ୍ୱାର ଫାଟି ପଡ଼ୁଥିଲା। ତାଙ୍କ ଶେଷକୃତ୍ୟ ଦେଖିବା ପାଇଁ ସ୍ବର୍ଗଦ୍ୱାରରେ ଜନସାଧାରଣଙ୍କ ଭିଡ଼ ଜମିବା ସହ ଓଲିଉଡ୍‌ର କେତେକ ବରିଷ୍ଠ କଳାକାର ଉପସ୍ଥିତ ରହି ତାଙ୍କୁ ଶେଷ ବି-ଦାୟ ଦେଇଛନ୍ତି।

ଏହି ସମୟରେ ଅଭିନେତା ବବି ମିଶ୍ର, ଗୁଡ଼ୁ, ରାନୀ, ପ୍ରିୟଦର୍ଶିନୀ, ମିଟୁ ମିଥୁନ, ବସନ୍ତ ନାୟକ, ସମୀର ଶତପଥୀଙ୍କ ଭଳି ଅନେକ ବରିଷ୍ଠ କଳାକାର ନିର୍ଦ୍ଦେଶ ଉପସ୍ଥିତ ରହିଥିଲେ। ସୂଚନା ମୁତାବକ ଅପରାହ୍ନ 1 ଟା 40ରେ ରେ ପିଣ୍ଟୁଙ୍କ ମୃ-ତଦେ-ହ ସ୍ବର୍ଗଦ୍ୱାରରେ ପହଞ୍ଚିଥିବା ବେଳେ ପାଖାପାଖି 2 ଟା 50ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

ତେବେ ପିଣ୍ଟୁ ଯେତେବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେତେବେଳେ ବଡ଼ ଭାଇ ଅଭିରାମଙ୍କ ଆକାଉଣ୍ଟକୁ ଲକ୍ଷେ ଲକ୍ଷେ ଟଙ୍କା ଆସୁଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ କଳାକାର ସମସ୍ତେ ପିଣ୍ଟୁଙ୍କ ପାଇଁ ଟଙ୍କା ପଠାଇଥିଲେ।

ଏବେ ପିଣ୍ଟୁ ଭାଇ ଆଉ ନାହାନ୍ତି। ତେବେ ସବୁ ଟଙ୍କା ଏବେ ବଡ଼ ଭାଇ ଆକାଉଣ୍ଟରେ ପଡିଛି। କେତେ ଖର୍ଚ୍ଚ ହୋଇଛି କେତେ ରହିଛି ସେ ସବୁର ସୂଚନା ଏବେ ବଡ଼ ଭାଇ ପାଖେ ରହିଛି। ତେବେ ସବୁ ଟଙ୍କା କାହାକୁ ମିଳିବ କିଏ ସବୁ ଟଙ୍କାର ଅଧିକାରୀ ଅଟେ ସେ ସବୁ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏବେ ସବୁ ବଡଭାଇଙ୍କ ଉପରେ ନିର୍ଭର କରେ ସେ ଟଙ୍କାକୁ ରଖିବେ ନା ପିଣ୍ଟୁଙ୍କ ପିଲା ଏବଂ ସ୍ତ୍ରୀଙ୍କୁ ଦେଇଦେବେ।

Leave a Reply

Your email address will not be published. Required fields are marked *