ମ-ଦ ପିଇ ଘରକୁ ଆସିଲେ ସ୍ୱାମୀ…ସ୍ତ୍ରୀର ଏପରି ଅବସ୍ଥା କଲେ..ଶେଷରେ ନେବାକୁ ପଡିଲା ହସ୍ପିଟାଲ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥା-ନା ଅନ୍ତର୍ଗତ କାମ୍ପଡ଼ା ଗ୍ରାମରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ପାରିବାରିକ କଳ-ହର କରୁଣ ପରିଣତି। ଅମା-ନୁଷିକ ଭାବେ ସ୍ତ୍ରୀ କୁ ସ୍ବାମୀ ମର-ଣାନ୍ତକ ଆକ୍ର-ମଣ କରିଥିବା ଜଣାପଡ଼ିଛି।

ଖବରପାଇ ପରିବାର ଲୋକେ ଗୁରୁ-ତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ସୂଚନା ଅନୁସାରେ କାମ୍ପଡ଼ା ଗ୍ରାମର ବିରୁପାକ୍ଷ ଦିଗାଲ ନାମକ ଜଣେ ବ୍ୟକ୍ତି ଅଧିକାଂଶ ସମୟରେ ମ-ଦ ପିଇ ସ୍ତ୍ରୀ ଅନିତା ଦିଗାଲକୁ ମା-ରପି-ଟ୍ କରୁଥିଲେ।

ଏହିପରି ପ୍ରାୟ ସମୟ ଚାଲିଥିବା ବେଳେ ଗୁରୁବାର ଦିନ ଘରେ ସ୍ତ୍ରୀ ଏବଂ 13 ବର୍ଷର ପୁଅ ଶୋଇଥିବା ବେଳେ ପୁଣି ଅନିତାକୁ ଅମାନୁଷିକ ଭାବେ ମା-ଡ଼ ମା-ରିବା ପରେ ଏକ କଇଁଚି ଦ୍ବାରା ସ୍ତ୍ରୀର ଚୁ-ଟି କା-ଟିବା ସହ ଅନିତାର ଓଠକୁ କା-ଟି ଦେଇଥିଲା।

ପୁଅ ମୁନାକାନ୍ତ ନିଜ ବାପାକୁ ରୋକିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ମା କୁ ବାପା କବଳରୁ ର-କ୍ଷା କରିପାରିନଥିଲା। ଫଳରେ ଅନିତା ସେଠାରେ ବେହୋସ୍ ହୋଇ ପଡ଼ିଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପ-ର୍କୀୟ ଏ ସମ୍ପ-ର୍କରେ ଖବରପାଇ ସେଠାରେ ପହଁଞ୍ଚିଥିଲେ।

ଅନିତାକୁ ଗୁରୁ-ତର ଅବ-ସ୍ଥାରେ ଉ-ଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା କହିଛନ୍ତି ଅନିତାଙ୍କ ଝିଅ ଏବଂ ଭାଇ। ସେପଟେ ଅନିତା ନିଜ ସ୍ବାମୀ ବିରୋ-ଧରେ ବାଲିଗୁଡ଼ା ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି। ଅଭି-ଯୋଗ ପ୍ରକାରେ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଁଞ୍ଚି ତ-ଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *