BHAUJA ତୁମେ ଯଦି ଆଜି ଭାଇଙ୍କ ପାଖରେ ଥାନ୍ତ ,ଭାଇ ଆଜି ବଞ୍ଚି ଥାନ୍ତେ ..ଆଗରୁ 20ଥର ଫୋନ କର ..କାହିଁକି ଛାଡିକି ଗଲ

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାରମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃ-ଖର ଲ-ହରୀ ଖେଳାଇ ଦେଇଥାଏ। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ବୁଧବାର ଦିନ ରାତି 11:25 ମିନିଟ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହାନ୍ତ ଘଟିଛି।

ଲୋକେ କହିଛନ୍ତି ସେ ଯେତିକି ସିନେମା ଏବଂ ସିରିଏଲ କରିଛନ୍ତି ତାଙ୍କୁ ଲୋକେ ମଲାଯାଏ ଭୁଲିବେନି। ପିଣ୍ଟୁ ନନ୍ଦ ସବୁବେଳେ ଅମର ସେ ସବୁବେଳେ ଆମମାନଙ୍କ ସହ ରହିଛି।ଜଣେ ଯୁବକ କହିଛନ୍ତି ପିଣ୍ଟୁ ଭାଇ ଏବଂ ତାଙ୍କର ସଂ-ପର୍କ ଏକ ବଡ଼ ଭାଇର ସମ୍ପ-ର୍କ ବୋଲି କହିଛନ୍ତି।ସେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ତାଙ୍କ ଝିଅକୁ ପିଣ୍ଟୁ ନନ୍ଦ ଝିଅ କରିଥିଲେ ବୋଲି କହିଛନ୍ତି।

ପିଣ୍ଟୁ ପୁରୀ ଆସିଲେ ସ୍ବର୍ଗ ଦ୍ବାର ଆଗରେ ଚେୟାର ପକାଇ ବସନ୍ତୀ ଏବଂ ସନ୍ଧ୍ୟା ହେଲେ ଯାଆନ୍ତି। ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ସ୍ବର୍ଗ ଦ୍ବାର ଯାଇଥିଲେ ବୋଲି କହିଛନ୍ତି।ସେ କହିଛନ୍ତି ଯଦି ଭାଉଜ ପିଣ୍ଟୁଙ୍କ ସାଙ୍ଗରେ ଥାନ୍ତେ ତାହେଲେ ସେ ମ-ରିନଥାନ୍ତେ।ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀ ୧ବର୍ଷ ହେବ ଅଲଗା ହେଇ ରହୁଥିଲେ।ସେହି ଭାବନାରେ ବଧେ ଭାଇ ଜଗନ୍ନାଥଙ୍କ ପାଖକୁ ପଳାଇଲେ ବୋଲି କହିଛନ୍ତି।

ସ୍ୱାମୀକୁ ଏବଂ ସ୍ତ୍ରୀକୁ ପରସ୍ପରର ଅର୍ଦ୍ଧା-ଙ୍ଗିନୀ ବୋଲି ମଧ୍ୟ କୁହାଯାଏ।ଭାଉଜ ଯିବା ପରଠାରୁ ପିଣ୍ଟୁ ବହୁତ୍ ଟେନସନ୍ ରେ ରହୁଥିଲେ।ଖାଇବା ପିଇବା ମଧ୍ୟ ଠିକ୍ ସମୟରେ କରୁନଥିଲେ।କିନ୍ତୁ ଦିନ ଥିଲା ସେହି ଭାଉଜ ଦିନେ ୨୦ଥର କଲ କରି ଡାକି ଦେବେ ବାବା ଆସ ଖାଇବ, ଖାଇଲ ନା ନାହିଁ ,ସବୁବେଳେ ପଚାରୁଥିଲେ। ପିଣ୍ଟୁ ନନ୍ଦ ଭାଉଜଙ୍କୁ ବହୁତ୍ ଭଲ ପାଉଥିଲେ।

Leave a Reply

Your email address will not be published. Required fields are marked *