ପିଣ୍ଟୁକୁ ମୁଁ ସେକେଣ୍ଡ ମିହିର ଦାସ ଭାବେ, କିନ୍ତୁ ସେ ଚଣ୍ଡାଳ ନିଜେ ନିଜକୁ ନ-ଷ୍ଟ କରିଦେଲା।

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି ୧୧.୨୫ ମିନିଟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହାନ୍ତ ହୋଇଯାଇଛି ଯାହା ପାଇଁ ଓଡ଼ିଆ ସିନେମା ଜଗତ ପାଇଁ ଦୁଃ-ଖଦ ଏବଂ ଶୋ-କର ଛା-ୟା ଖେଳିଯାଇଛି । ଏହି ବିଷୟରେ ପିନ୍ଟୁ ନନ୍ଦଙ୍କ ଅତି ନିକଟସ୍ଥ ଏବଂ ପ୍ରୀୟଭାଜନ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି।

ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିଲା ।ପିନ୍ଟୁ ନନ୍ଦ ଲିଭର୍ ସିରୋସିସ୍ ରୋଗରେ ପୀ-ଡ଼ିତ ହେବା ପରେ ଗୁରୁ-ତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କର ସ୍ବାସ୍ଥ୍ୟର ସଠିକ୍ ଯତ୍ନ ମଧ୍ୟ ନିଆଯାଇଥିଲା।

ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ ।ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା ,ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃ-ତ୍ୟୁ ଘଟିଛି।

ତେବେ ଦୁଃ-ଖଦ କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନି-ଶ୍ୱାସ ତ୍ୟା-ଗ କରିଛନ୍ତି। ସେ ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଅନେକ ଗୌରବ ଆଣିବ ସହ ନିଜ ଅଭିନୟ ବଳରେ ଲୋକଙ୍କ ପାଖରୁ ବହୁତ ଭଲପାଇବା ମଧ୍ୟ ସାଉଟିଛନ୍ତି ।

ଆଜି ମିଡିଆଙ୍କ ସାକ୍ଷାତ କାରରେ ନମ୍ରତା ଦାସ କହିଛନ୍ତି ଯେ ସେ ସବୁବେଳେ ପିଣ୍ଟୁ ନନ୍ଦଙ୍କୁ ସବୁବେଳେ ମଦ, ତମ୍ବାଖୁ ଏବଂ ପାନ ଭଳି ଜିନିଷ ଖାଇବାକୁ ମନା କରୁଥିବା ସତ୍ତ୍ୱେ ପିଣ୍ଟୁ ତାଙ୍କ କଥାକୁ ଥଟ୍ଟାରେ ଉଡାଇଦେଉଥିଲେ ।କିନ୍ତୁ ଏହି ପାଇଁ ସେ ଏବେ ଆମ ଗହଣରେ ଆଉ ନାହାନ୍ତି।ନମ୍ରତା ଦାସ କହିଛନ୍ତି ଯେ ସେ ପିଣ୍ଟୁ ନନ୍ଦଙ୍କୁ ଦ୍ୱିତୀୟ ମିହିର ଦାସ ଭଳି ଭାବୁଥିଲେ କାରଣ ସେ ବହୁତ ଭଲ ଅଭିନୟ କରୁଥିଲେ ଯାହା ଦ୍ଵାରା ସେ ଅନେକ ଚଳଚ୍ଚିତ୍ରରେ ଭଲ ଅଭିନୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।ନମ୍ରତା ଦାସ କହିଛନ୍ତି ଯେ ପିଣ୍ଟୁ ନନ୍ଦଙ୍କ ଠାରୁ ବଡ଼ ଲୋକ ଏବେ ମଧ୍ୟ ବଞ୍ଚିଛନ୍ତି।

କିନ୍ତୁ ସେ ବହୁତ କମ୍ ବୟସରେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛି।ଅନେକ କଳାକାରଙ୍କ ଠାରୁ ସେ ଅଲଗା ଥିଲେ କାରଣ ସେ ବହୁତ କମ୍ ସମୟରେ ଭଲ କଳାକାର ହୋଇପାରିଥିଲେ। ତେବେ ସେ ବହୁତ୍ କମ୍ ସମୟରେ କେମିତି ଚାଲିଗଲେ। ମିଡିଆଙ୍କ ପ୍ରଶ୍ନରେ ନମ୍ରତା କହିଲେ ଯେ ତାଙ୍କ ସ୍ତ୍ରୀ ସହ ପିଣ୍ଟୁ ନନ୍ଦଙ୍କ ଡି-ଭର୍ସ ହୋଇଯାଇଛି।ସେଥିପାଇଁ ତାଙ୍କ ସ୍ତ୍ରୀ ସେଠାକୁ ଆସିବେ ନା ଆସିବେନି ସେଥିପାଇଁ ସେ ଏଠାକୁ ଆସିବେ ନା ନାହିଁ ଏହା ଆଲୋଚନାର ବିଷୟ ନୁହେଁ କାରଣ ସେ ଡି-ଭର୍ସ ପରେ ଆଉ କାହାକୁ ସେ ବିବାହ କରିଥାଇପାରେ।

Leave a Reply

Your email address will not be published. Required fields are marked *