ଖୁଡ଼ିକୁ ପ୍ରଥମେ ଆକ୍ର-ମଣ କଲା, ତାପରେ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କଲା ପୁତୁରା।

ପାରିବାରିକ ବି-ବାଦ ଉଗ୍ର ରୂପ ନେଲା, କ୍ରୋ-ଧ ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ ଖୁଡିକୁ ଆକ୍ର-ମଣ କରିଲା ପୁତୁରା ତା’ପରେ ହିତାହିତ ଜ୍ଞାନ ଭୁଲି ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିଲା। ଏହିଭଳି ଏକ ଅତି ନିଚ୍ଚ ଧରଣର ଘ-ଟଣା ଆମ ରାଜ୍ୟରେ ହିଁ ଦେଖିବାକୁ ମିଳିଛି। ରା-ଗରେ ଏତେ ବୁଡିଯାଇଥିଲା ଯେ ପୁତୁରା ଏହିଭଳି ଏକ ପା-ପ କରିବାକୁ ସେ ପଛାଇଲା ନାହିଁ।

କେନ୍ଦ୍ରାପଡ଼ା ସଦର ଥା-ନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଞ୍ଚଳ ଡେରାବିଶ ବ୍ଲକ ସୋରିଶିଆ ଗାଁରୁ ଏହି ଭଳି ଲ-ଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ତାଙ୍କ ନିଜ ପୁତୁରା ଓ ପୁତୁରାର ଦୂର ସମ୍ପର୍କୀୟ ମାନେ ଆକ୍ର-ମଣ କରିଥିଲେ, ତା’ପରେ କୁକ-ର୍ମ କରିବାକୁ ଚେଷ୍ଟା କରିଥିବା ସଦର ଥା-ନାରେ ଅଭି-ଯୋଗ ଆଣିଛନ୍ତି ମହିଳା।

ଦୁଇଦିନ ତଳେ ସୋରିଷିଆ ଗାଁର ଅପର୍ଣ୍ଣା ନାୟକଙ୍କ ଘରେ କୌଣସି କାରଣ ବଶତଃ ପରିବାରରେ ଝ-ଗଡା ଲାଗି ରହିଥିଲା ଘରେ କେହି ନଥିବାର ସୁଯୋଗ ନେଇ ଅପର୍ଣ୍ଣାଙ୍କ ପୁତୁରା ଜିତେନ୍ଦ୍ର ତା କିଛି ଦୂର ସମ୍ପର୍କୀୟ ମିଶି ତାଙ୍କୁ ମା-ଡ ମା-ରିତଳେ ପକାଇବା ସହ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହାସହ ଅପର୍ଣ୍ଣା ଓ ତାଙ୍କ ପରିବାରକୁ ପୁତୁରା ଓ ସହଯୋଗୀ ମାନେ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମକ ଦେଇଥିଲେ।

ଖୁଡି ଅପର୍ଣ୍ଣା ଆ-ହତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହୋଇଥିଲେ ଏହାପରେ ଅପର୍ଣ୍ଣା ନାଏକ କେନ୍ଦ୍ରାପଡ଼ା ସଦର ଥା-ନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡିର ଦ୍ଵାରସ୍ଥ ହୋଇ ଆକ୍ର-ମଣକରୀ ପୁତୁରା ଏବଂ ତାଙ୍କ ଦୂର ସମ୍ପର୍କୀୟଙ୍କ ବିରୋ-ଧରେ ଏ-ତଲା ଦେଇଛନ୍ତି। ଏହାପରେ ଅଭି-ଯୁକ୍ତ ମାନଙ୍କ ବିରୋ-ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ନେବାକୁ ଦାବି କରିଛନ୍ତି ଅପର୍ଣ୍ଣା ଆଉ ଘଟ-ଣାକୁ ଗୁରୁ-ତର ସହ ନେଇ ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *