ପଡିଲା ହାତଗଣ୍ଠି ସରିଲା ବାହାଘର, ଯାଇଥାନ୍ତେ ହନିମୁନ… ହେଲେ ବାଟରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ହାତଗଣ୍ଠି ପଡିବାର 16 ଘଣ୍ଟା ଭିତରେ ଚାଲିଗଲା ସ୍ୱାମୀର ଜୀବନ। ହନିମୁନ ପାଇଁ ଯାଇଥାନ୍ତେ ସିମଲା। ରାସ୍ତାକାମ ଚାଲୁଥିବା ବେଳେ ହେଲା ଦୁର୍ଘ-ଟଣା। ହାତଗଣ୍ଠି ପଡିଯାଇଥିଲା। ବାହାଘର ମଧ୍ୟ ଖୁସିର ସହ ଶେଷ ହୋଇଥିଲା। ଏପରିକି ବର ଘର ପକ୍ଷରୁ ରିସେପସନ ମଧ୍ୟ ଧୁମଧାମରେ ଶେଷ ହୋଇଥିଲା।

କିନ୍ତୁ ତାପରେ ଆସିଲା ଦୁଃ-ଖର ବାଦଲ। ସ୍ୱାମୀର ସହ ହୋଇଗଲା ଦୁର୍ଘ-ଟଣା। ଦୁର୍ଘ-ଟଣା ପରେ ଚାଲିଗଲା ଉକ୍ତ ବ୍ୟକ୍ତିଙ୍କ ଜୀବନ। କନ୍ୟାର ମଥାରେ ଲାଗିଥିବା ସିନ୍ଦୁର ହଠାତ ଲିଭିଗଲା। ଆଉ କନ୍ୟାକୁ ପିନ୍ଧାଇ ଦିଆଗଲା ଧଳା ଶାଢ଼ୀ। ଜୀବନ ସାରା ପାଇଁ କନ୍ୟା ଜଣକ ହୋଇଗଲେ ବିଧବା।

ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି ମେରଟର ସରତପୁରର ମିନାରପୁଟି ଗାଁରେ। ତେବେ ମୃ-ତ ବ୍ୟକ୍ତିଙ୍କ ନାମ ସନି। ସେ ଗୁଡ଼ଗାଁଓ ର ଏକ ପ୍ରାଇ-ଭେଟ କମ୍ପାନୀରେ କାମ କରୁଥିଲେ। ବାହାଘର କନ୍ୟା ଠିକ ହେବାପରେ ସେ ଗାଁକୁ ଯାଇଥିଲେ।

ଏହାପରେ ବାହାଘର ହୋଇଥିଲା। ସବୁ ଧୁମଧାମରେ ଶେଷ ହୋଇଥିଲା। ସବୁକିଛି ଠିକଠାକ ଚାଲିଥିଲା। ଏହାପରେ ବାହାଘରର ଖୁସି ପାଳନ କରିବା ପାଇଁ ସନି ନିଜ ସାଙ୍ଗମାନଙ୍କ ସହ ଗାଡ଼ିରେ ବୁଲିବାକୁ ଯାଇଥିଲେ।

କିନ୍ତୁ ବାଟରେ ରାସ୍ତା ମରାମତି ଚାଲୁଥିବା ବେଳେ ସେ ଦୁର୍ଘ-ଟଣାର ଶି-କାର ହୋଇଥିଲେ। ଏହାପରେ ତାଙ୍କର ମୃ-ତ୍ୟୁ ଘଟିଥିଲା। ଖବର ଘରେ ପହଂଚିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା। ବୋହୂର ମୁଣ୍ଡରୁ ପୋଛି ଦିଆଗଲା ସିନ୍ଦୁର। ଖୁସିର ମୁହୂର୍ତ୍ତ ସଂଗେ ସଂଗେ ଦୁଃ-ଖରେ ପାଲଟିଗଲା।

Leave a Reply

Your email address will not be published. Required fields are marked *