କଣ କରନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ସ୍ଵାମୀ ଆକାଶ?

ବିବାହ କଲେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର । ଆଜ୍ଞା ହଁ ଆକାଶଙ୍କ ହାତ ଧରିଲେ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଲିପ୍ସା ମିଶ୍ରଙ୍କୁ ତୋ ବହୁତ ଭଲ ଭାବେ ଜାଣିଥିବେ । ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ଆସିଛନ୍ତି ଲିପ୍ସା । ତାହାଲେ ଲିପ୍ସା ମିଶ୍ର ଓଲିଉଡ ସିନେମାରେ ଅଭିନୟ କରିବା ସହିତ ସେ ୱେବସିରିଜ୍ ଏବଂ ଆଲବମ୍ ମାନଙ୍କରେ ବି ଅଭିନୟ କରନ୍ତି । ତେବେ ଏବେ ଲିପ୍ସା ମିଶ୍ରଙ୍କ ବିବାହ ହୋଇ ଯାଇଛି ।

ଏହି ବିବାହଟି ବହୁତ ଧୁମ ଧାମରେ ହୋଇଥିଲା ଆଉ ଏହିଥିରେ ଓଲିଉଡର ପ୍ରାୟ ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିବାର ନଜର ଆସିଥିଲେ ।ତେବେ ଲିପ୍ସା ମିଶ୍ରଙ୍କ ବିବାହ ହୋଇ ସାରିଛି । ମାତ୍ର ୩୬ ବର୍ଷ ବୟସରେ ଏବଂ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଲିପ୍ସା ମିଶ୍ର ଓଲିଉଡର ସେଲିବ୍ରେଟି ମାନଙ୍କୁ ବହୁତ ସାରା ଭଲ ପାଆନ୍ତି । ତାଙ୍କର ବାହାଘରରେ ବି ସମସ୍ତ ସେଲିବ୍ରେଟି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲେ ।

ତେବେ ଖାସ କରି ଓଲିଉଡର ଆଗ ଧାଡିର କଳାକାର ମାନେ ବି ତାଙ୍କ ବାହାଘରରେ ଉପସ୍ଥିତ ରହି ବହୁତ ମଜା ମସ୍ତି କରିଥିଲେ । ତେବେ ବାହାଘରଟି ବହୁତ ଧୁମ ଧାମ୍ ରେ ହୋଇଥିଲା । ଯେଉଁଠାରେ ସମସ୍ତେ ବହୁତ ଏନଜୟ କରିଥିବାର ନଜର ଆସିଛନ୍ତି । ଲିପ୍ସା ମିଶ୍ର ୩୬ ବର୍ଷ ବୟସରେ ବିବାହ କରିଛନ୍ତି । ଏବେ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଯେ ଲିପ୍ସାଙ୍କ ସ୍ୱାମୀ କଣ କରନ୍ତି । ତାହେଲେ ଏଠାରେ ଆମେ ଆପଣ ମାନଙ୍କୁ କହି ରଖୁଛୁ ଯେ ଲିପ୍ସା ମିଶ୍ରଙ୍କ ସ୍ୱାମୀ ହେଲେ ଜଣେ ବହୁତ ବଡ ବିଜନେସମେନ ସେ ଇଂଞୀନିୟରିଂ ମଧ୍ୟ କରିଛନ୍ତି ।

ତେହେଲେ ଲିପ୍ସା ମିଶ୍ରଙ୍କ ବାହାଘର ଏବେ ସରି ଯାଇଛି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଆଉ ଏବେ ଶାଶୁ ଘରକୁ ଚାଲି ଜାଇଛନ୍ତି ଲିପ୍ସା ମିଶ୍ର । ଅଭିନୟ କରିବା ସହିତ ସେ ବହୁତ ସାରା ସୋସିଆଲ ୱାର୍କ ମଧ୍ୟ କରିଥାନ୍ତି । ତାହାଲେ ଲିପ୍ସା ମିଶ୍ରଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ।

Leave a Reply

Your email address will not be published. Required fields are marked *