ଭଗବାନ ପ୍ରଥମେ ବହୁତ ସୁଖ ଦେଲେ କିନ୍ତୁ ଶେଷ ସମୟରେ କ-ଷ୍ଟ ଦେଲେ, ମୁଁ ଆଉ ସମ୍ଭାଳି ପାରିଲିନି

ଆଉ ନାହାନ୍ତି ଓଡ଼ିଆ ସିନେମା ଜଗତ ଏବଂ ଟେଲି ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି। ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି।

ପିଣ୍ଟୁ ନନ୍ଦ ଏବେ ସ୍ଵର୍ଗରେ ନିଶ୍ଚିତ ଭାବୁଥିବେ ଯେ,”ଜୀବନରେ ଭଗବାନ ମତେ ବହୁତ ସୁଖ ଦେଲେ। ମୋତେ ଏପରି ଏକ ପରିବାର ଦେଲେ ଯିଏ ମତେ ବହୁତ ଭଲ ପାଆନ୍ତି। ମତେ ଏପରି ଜଣେ କଳାକାର କଲେ ଯାହାକୁ ପ୍ରତ୍ୟକ ଲୋକ ପସନ୍ଦ କରନ୍ତି।

କିନ୍ତୁ ବୋଧ ହୁଏ ମୁଁ କୌଣସି ପା-ପ କରିଦେଇଥିଲି ସେଥିପାଇଁ ଶେଷ ସମୟକୁ ମତେ ବହୁତ କ-ଷ୍ଟ ଦେଲେ। ମତେ କ-ଷ୍ଟ ହେବାରୁ ମୋ ପରିବାରଙ୍କୁ ମଧ୍ୟ କ-ଷ୍ଟ ହେଲା। ସେତେବେଳକୁ ମୁଁ ସବୁ ବୁଝିଲି। କିନ୍ତୁ କ-ଷ୍ଟ ଏତେ ଥିଲା ଯେ ମୁଁ ଆଉ ସମ୍ଭାଳିପାରିଲିନି। ଯିବା ପୂର୍ବରୁ କାହାଠାରୁ ବି-ଦାୟ ମଧ୍ୟ ନେଇପାରିଲି ନାହିଁ।”

ପିଣ୍ଟୁ ନନ୍ଦଙ୍କ ବିୟାଗରେ ଓଡ଼ିଆ ସିନେ ଜଗତରେ ଶୋ-କର ଛା-ୟା ଖେଳିଯାଇଛି।ଲିଭର୍ ସିରୋସିସ୍‌ ରୋଗରେ ପୀ-ଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଏହାପରେ ଗୁରୁ-ତର ହେବାରୁ ପ୍ରଥମେ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଦୁଃ-ଖଦ କଥା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟା-ଗ କରିଛନ୍ତି। ଉତ୍ତମ ଚିକିତ୍ସା ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରଥମେ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା। କିନ୍ତୁ ସେହିଠାରେ ହିଁ ସେ ବୁଧବାର ଦିନ ରାତିରେ ନିଜର ଜୀବନ ହରିଥିଲେ। ଆମ ଗୌରା ଆଜିଠାରୁ ଆଉ କାହାକୁ ହସାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *