ସକାଳୁ ମୁଁ ଫୁଲ ତୋଳୁଥିଲି,ପଛରୁ ଟେକି ନେଇ ମୋର ସବୁ ସାରିଦେଲା…..

ବର୍ତ୍ତମାନ ଦୁନିଆ ଦିନକୁ ଦିନ ଖୁବ ଖରାପ ହେବାକୁ ଲାଗିଲାଣି । ପ୍ରତିଦିନ ଏମିତି ଘ-ଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟା-ୟ ଅନିତି, ଦୁ-ର୍ନୀତି ଓ ବଳ-ତ୍କାର ପରି ଅନେକ ଭ-ୟଙ୍କର କା-ଣ୍ଡ ଘଟୁଛି ।ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି ।

ସମାଜରେ ଯେତେ ସବୁ ବିଭ-ତ୍ସ କା-ଣ୍ଡ ଘଟୁଛି ସେହି ଅନୁସାରେ ଦ-ଣ୍ଡ ବିଧାନ ବି ଗ୍ରହଣ କରାଯାଉଛି ହେଲେ ମଣିଷ ସବୁ ଡ-ର ଭ-ୟ ଛାଡ଼ି ବାରମ୍ବାର ସେହି ଭୁଲ ଦୋହରାଇବାରେ ଲାଗୁଛି । ତେବେ ଆପଣ ଦେଖୁଥିବେ ବି କେମିତି ଆଜିକାଲି ଛୋଟ ଛୋଟ ଝିଅମାନଙ୍କ ସହିତ ଏମିତି ଭ-ୟଙ୍କର ଘ-ଟଣା ଘୁଟୁଛି ଯାହାକୁ ଶୁଣିଲେ ଦେହ ଶୀତେଇ ଉଠୁଛି ।ଆଉ ବର୍ତ୍ତମାନ ସେମିତି ଏକ ଘ-ଟଣା ଦେଖିବାକୁ ମିଳିଛି । ତେବେ ଏମିତି ଏକ ଘ-ଟଣା କଟକରେ ଘଟିଥିବା ବେଳେ ପୁରା ଘଟ-ଣା କଣ ଆସନ୍ତୁ ଜାଣିବା ।

କଟକ ଜିଲ୍ଲା ସାଲେପୁର ଥା-ନା ଜିଗ୍ନିପୁର ଗାଁରେ ଭୋରୁ ଭୋରୁ ଫୁଲ ତୋଳିବାକୁ ଯାଇଥିବା ନାବାଳିକାକୁ ଯୁବକର ଯୋର୍ ଜବ-ରଦସ୍ତ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି। ଦୁ-ଷ୍କର୍ମ ପୀ-ଡ଼ିତା ନାବା-ଳିକାଙ୍କୁ ଗୁରୁ-ତର ଅବସ୍ଥାରେ ଚିକିତ୍ସା ନିମନ୍ତେ ପରିବାର ଲୋକେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ପୀଡ଼ିତା ନାବା-ଳିକାଙ୍କ ପରିବାର ଉପରେ ଘଟ-ଣାକୁ ରଫାଦଫା କରିବା ପାଇଁ ବିଭିନ୍ନ ମହଲରୁ ଚାପ ସୃଷ୍ଟି କରା ଯାଇଥିଲା ।

ତେଣୁ ଗତକାଲି ଭୋରୁ ଭୋରୁ ଘ-ଟଣା ଘଟିଥିଲେ ସୁଦ୍ଧା ବିଭିନ୍ନ ଚାପରେ ଥିଲେ ପରିବାର ଲୋକେ । ଗତ ସଂଧ୍ୟାରେ ପୀ-ଡ଼ିତା ନାବା-ଳିକାଙ୍କ ପରିବାର ପକ୍ଷରୁ ସାଲେପୁର ଥା-ନାରେ ଏ-ତଲା ଦେବା ପରେ ସଂପୃକ୍ତ ଯୁବକକୁ ଗି-ରଫ କରିଛି ସାଲେପୁର ପୋ-ଲିସ । ଗି-ରଫ ଯୁବକ ହେଲେ ସେହି ଅଂଚଳର ପ୍ରତାପ ସ୍ବାଇଁଙ୍କ ପୁଅ ଅକ୍ଷୟ ସ୍ବାଇଁ । ପୋ-ଲିସ ଅଧିକ ତ-ଦନ୍ତ ଜାରି ରଖିଛି । ଆଉ ବହୁତ ଜଲ୍ଦୀ ଦୋ-ଷୀ ବିରୋ-ଧରେ କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *