ମୋ ସହ ପବଜି ଖେଳି ମତେ ଫସା-ଇଲା, ନେଇ ଦେହସୁଖ ନେଲା..ତାପରେ ମତେ ଛାଡିଦେଲା

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥା-ନା ଅଞ୍ଚଳରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ପବଜି ଖେଳରୁ ଆରମ୍ଭ ହୋଇଥିଲା ସ-ମ୍ପର୍କ। ଦୀର୍ଘ ଏକ ବର୍ଷ ପରେ ଯୁବକଙ୍କ ପ୍ରେମ ଗ୍ରହଣ କରିଥିଲେ ଯୁବତୀ। ଆଉ ଏହାପରେ ରହିଲା ଶାରୀ-ରିକ ସମ୍ପ-ର୍କ।

ତାପରେ ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଯୁବକ। ଜୀବନସାରା ସାଥିରେ ରଖିବେ ବୋଲି କଥା ଦେଇଥିଲେ। କିନ୍ତୁ ବିବାହକୁ ମାସେ ନପୁରୁଣୁ ଯୁବତୀଙ୍କୁ ଆଉ ଧରା ଛୁଆଁ ଦେଉ ନାହାନ୍ତି ଯୁବକ। ଶେଷରେ ଧୋ-କ୍କାର ଶି-କାର ହୋଇ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛି ପ୍ରେମିକା।

ତେବେ ସୂଚନା ଅନୁସାରେ, ଦୀର୍ଘ ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ନାମକ ଜଣେ ଯୁବକଙ୍କ ସହ ଯାଜପୁରର ରଶ୍ମିତାଙ୍କ ମଧ୍ୟରେ ପବଜି ଖେଳ ମାଧ୍ୟମରେ ଆରମ୍ଭ ହୋଇଥିବା ପ୍ରେମ ସ-ମ୍ପର୍କ। ରଶ୍ମିତାଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ ଜ୍ୟୋତିଶ।

ଏହାର ଗୋଟିଏ ବର୍ଷ ପରେ ଜ୍ୟୋତିଶଙ୍କ ନିବେଦନକୁ ଗ୍ରହଣ କରିଥିଲେ ରଶ୍ମିତା। ଏହାପରେ ଯାଜପୁର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା। ଧିରେ ଧିରେ ସ-ମ୍ପର୍କ ନିବିଡ ହେବା ପରେ ଉଭୟ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହ ସୋସିଆଲ ମିଡିଆରେ ରିଲ୍ସ ମଧ୍ୟ କରୁଥିଲେ।

ଏହାପରେ ସେମାନେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ 10 ଦିନ ତଳେ ପୁରୀ ଯାଇ ରଶ୍ମିତାଙ୍କ ମଥାରେ ଜ୍ୟୋତିଶ ସିନ୍ଦୁର ପିନ୍ଧାଇଥିଲେ।ଏହାପରେ ଉଭୟ ହୋଟେଲରେ ରହିବା ସହ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରଖିଥିଲେ। କିନ୍ତୁ ଏବେ ଜ୍ୟୋତିଶ ଆଉ ରଶ୍ମିତାଙ୍କୁ ଧରା ଛୁଆଁ ଦେଉନାହାନ୍ତି।

ରଶ୍ମିତାଙ୍କ ଫୋନ ନଉଠାଇବାରୁ ବାଧ୍ୟ ହୋଇ ନ୍ୟା-ୟ ପାଇବା ପାଇଁ ପ୍ରେମିକର ଘର ଆଗରେ ବସିଛନ୍ତି ପ୍ରେମିକା। ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନି ବୋଲି ମନା କରିବା ସହ ଘର ଆଗରୁ ପଳାଇବାକୁ କହିଛନ୍ତି।

ଅନ୍ୟପଟେ ବିବାହ ନହେବା ପର୍ଯ୍ୟନ୍ତ ପ୍ରେମିକ ଘର ସାମ୍ନାରୁ ଉଠିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି ରଶ୍ମିତା। ଖବର ପାଇବା ପରେ ଘଟଣାସ୍ଥଳରେ ନିକିରାଇ ଥା-ନା ପୋ-ଲିସ ପହଞ୍ଚି ରଶ୍ମିତାକୁ ଥା-ନାକୁ ନେଇ ତଦ-ନ୍ତ ଆରମ୍ଭ କରିଛନ୍ତି ଏବଂ ନ୍ୟା-ୟ ଦେବେ ବୋଲି ପ୍ରତି-ଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *