ଗଙ୍ଗାଧର ସାପ ଧରିବାକୁ ଯାଇଥିଲା, କିନ୍ତୁ ସାପ ତାକୁ ଚୋ-ଟ ମା-ରିଦେଲା, ଆଉ ରା-ଗିଯାଇ ସାପର ତ-ଣ୍ଟିକୁ ଧରି ପକାଇଲା

ପିପିଲିର ସତ୍ୟବାଦୀ ବଳପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା।ସାପ ଧରିବାକୁ ଯାଇ ଚୋ-ଟ ଖାଇଲେ ଯୁବକ। ସାପକୁ ଧରି ଡବାରେ ପୁରାଇଲେ ଆଉ ଆସିଲେ ଡାକ୍ତରଖାନା। ଏଭଳି ଘ-ଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ ସତ୍ୟବାଦୀ ବଳପୁର ଅଞ୍ଚଳର ଗଙ୍ଗାଧର ଦାସ ନାମକ ଜଣେ ଯୁବକ ସାପ ଧରିବାରେ ମାହିର ଅଟନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ 5ଟା ବେଳକୁ ସାପ ଧରିବା ପାଇଁ ଯାଇଥିବା ବେଳେ ନାଗ ସାପକୁ ଦେଖି ତାକୁ ଧରିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ବିଷଧର ନାଗର ଆକ୍ର-ମଣର ଶି-କାର ହୋଇଥିଲେ ଗଙ୍ଗାଧର। ସାପକୁ ଧରିବା ସମୟରେ ସାପ ଗଙ୍ଗାଧରଙ୍କୁ ଚୋ-ଟ ମା-ରିଥିଲା। ଗଙ୍ଗାଧରଙ୍କୁ ନାଗ କାମୁ-ଡ଼ିବା ପରେ ଉକ୍ତ ନାଗ ସାପକୁ ଗୋଟିଏ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରିଥିଲେ ଗଙ୍ଗାଧର।

ଏହାପରେ ତୁରନ୍ତ ପିପିଲି ଡାକ୍ତରଖାନାରେ ଗୁରୁ-ତର ଅବସ୍ଥାରେ ଗଙ୍ଗାଧର ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସାପ କା-ମୁଡ଼ା ଇଞ୍ଜେକସନ ଦେବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରିଛନ୍ତି। ଗଙ୍ଗାଧରଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କ-ଟାପନ୍ନ ରହିଛି।

Leave a Reply

Your email address will not be published. Required fields are marked *