ଘରେ ନଥିଲେ ଶାଶୂ ଏବଂ ସ୍ୱାମୀ, ସଯୋଗ ଦେଖି ବୋହୁ ଉପରେ ମାଡି ବସିଲା ଶଶୁର

କେହି ନଥିଲେ ଘରେ। ସୁଯୋଗ ପାଇଗଲା ଆଉ ବୋହୁ ଉପରକୁ ବାଘ ପରି ମା-ଡି ବସିଲା ଶଶୁର। ନିଜର ଦୁଃ-ଖକୁ ମିଡିଆ ଆଗରେ ପ୍ରକାଶ କଲେ ଉକ୍ତ ମହିଳା ଜଣକ।

ସେ କହିଛନ୍ତି ଯେ,” ଘରର କୌଣସି ଏକ କାମ ପାଇଁ ମୋ ଶାଶୂ ଏବଂ ସ୍ୱାମୀ ବାହାରକୁ ଯାଇଥିଲେ। ସେଦିନ ରାତିରେ କେହି ବି ଘରେ ନଥିଲେ। କେବଳ ମୋ ଶଶୁର ଏବଂ ମୁଁ ଥିଲି। ରାତିରେ ଖାଇପିଇ ଆମେ ଶୋଇବାକୁ ଯାଇଥିଲୁ। ଶୋଇବା କୁ ଯିବା ବେଳେ ହଠାତ ଶଶୁର ଆସି ମୋ ପାଖେ ସୋଇଲେ।

ମୁଁ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ କି ତୁ ତ ମୋ ଝିଅ ପରି ଆଉ ଘରେ ବି କେହି ନାହାନ୍ତି ମୁଁ ତୋ ପାଖେ ସୋଇପଡିବି। ତାପରେ ମୁଁ ମଧ୍ୟ ଚୁପଚାପ୍ ଶୋଇପଡ଼ିଲି। ଏହାପରେ ଆରମ୍ଭ ହେଲା ଶଶୁରର ପ୍ରକୃତ ଖେଳ।

ଧୀରେ ଧୀରେ ମୋର ନିକଟବର୍ତୀ ହେଲା ଶଶୁର। ଏହାପରେ ମୁଁ ଘୋଡ଼ି ହୋଇଥିବା ଚାଦରକୁ ଟେକିଲା। ତାପରେ ଚାଦର ଭିତରେ ଗୋଡ ହାତ ପୁରାଇବାକୁ ଲାଗିଲା। ତାପରେ ଧୀରେ ଧୀରେ ମୋ ଉପରେ ଗୋଡ ପକାଇବାକୁ ଲାଗିଲା।

ମତେ ବହୁତ ଖରାପ ଲାଗିବା କାରଣରୁ ମୁଁ ସେଠାରୁ ଉଠି ଆସି ଅନ୍ୟତ୍ର ଶୋଇଲି। ଏହାପରେ ମୁଁ ସକାଳୁ ସକାଳୁ ଘର ଲୋକଙ୍କୁ ଫୋନ କରି ସବୁ କଥା କହିଲି। ତାପରେ ମୋ ବାପା ଆସି ମତେ ସେଠାରୁ ନେଇ ଆସିଲେ। ମୋ ଶଶୁର ମନରେ ଏତେ ଖରାପ ଚିନ୍ତା ଥିଲା ମୁଁ ଜାଣିନଥିଲି। ଏବେ ମୁଁ ନ୍ୟା-ୟ ଚାହୁଁଛି।”

Leave a Reply

Your email address will not be published. Required fields are marked *