ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି କା-ଟି ଫ୍ରିଜରେ ରଖିଥିଲା ସ୍ୱାମୀ, ସବୁ ଦିନ ଶାଶୂ ଶଶୁର ପିଉଥିଲେ ବୋହୁ ହାଡ଼ର ସୁପ୍……

ହଂକଂରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଶ୍ରଦ୍ଧା ମ-ର୍ଡର ପରି ଆଉ ଏକ ହ-ତ୍ୟା ଦେଖିବାକୁ ମିଳିଛି। 28 ବର୍ଷୀୟ ପ୍ରସିଦ୍ଧ ମଡେଲ ଆବି ଚୋଇଙ୍କର ହ-ତ୍ୟା ହୋଇଛି। ଏନେଇ ହଂକଂ ପୋ-ଲିସ୍‌ ରବିବାର ସୂଚନା ଦେଇଛି।

ବର୍ତ୍ତମାନ ଅଭି-ଯୁକ୍ତ ଅର୍ଥାତ୍‌ ପୂର୍ବ ସ୍ଵାମୀଙ୍କ ବାପା ମାଆକୁ ଗି-ରଫ କରିଛି ପୋ-ଲିସ।ତେବେ ଅଭି-ଯୁକ୍ତଙ୍କ ଘରେ ଥିବା ଫ୍ରିଜ୍‌ରୁ ମଡେଲଙ୍କ ପାଦର ଖଣ୍ଡ ପୋ-ଲିସ ପାଇଛି। ତେବେ ମୁଣ୍ଡ ସମେତ ଶରୀରର ଅନେକ ଅଙ୍ଗ ଏପର୍ଯ୍ୟନ୍ତ ମିଳିପାରି ନାହିଁ। କୁହାଯାଉଛି ଯେ ଘରୁ ଦୁଇଟି ପ୍ଲେଟ୍ ଦୁଇଟି ସୁପ୍ ମିଳିଛି।

ଯେଉଁଥିରେ ମାନବ ଗୋଟିଏ ଅଙ୍ଗ ମିଳିଛି। ପୋ-ଲିସ ଅଧିକାରୀ କହିଛନ୍ତି ଯେ ଏହି ମଡେଲରେ ତାଙ୍କ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଆର୍ଥିକ ବି-ବାଦ ଲାଗି ରହିଥିଲା। ଏହି ହ-ତ୍ୟାକା-ଣ୍ଡକୁ ଅତି ଯୋଜ-ନାବ-ଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଇଛି।

ମଡେଲଙ୍କ ଶରୀରର ଅଙ୍ଗକୁ ଖଣ୍ଡ ଖଣ୍ଡ ପାଇଁ ବ୍ୟବହାର କରାଯାଇଥିବା ଉପକରଣ ମଧ୍ୟ ଘରୁ ଉ-ଦ୍ଧାର କରାଯାଇଛି। ଏହା ବ୍ୟତୀତ ହଂକଂ ପୋ-ଲିସ ଆହୁରି କହିଛି ଯେ ମଡେଲ ହେବା ସହ ହଂକଂର ଜଣାଶୁଣା ଇନଫ୍ଲୁଏନସର ମଧ୍ୟ ଥିଲେ। ଆବି ଚୋଇଙ୍କ ହ-ତ୍ୟା ଘଟ-ଣାରେ ତିନି ଜଣଙ୍କୁ ଗି-ରଫ କରାଯାଇଛି।

ମଡେଲଙ୍କର ପୂର୍ବତନ ଶାଶୁ, ଶ୍ୱଶୁର ଏବଂ ଭାଉଜଙ୍କୁ ଗି-ରଫ କରାଯାଇଛି। କିନ୍ତୁ ପୂର୍ବ ସ୍ୱାମୀ ନି-ଖୋଜ ଥିବାବେଳେ ତ-ଦନ୍ତ ଜାରି ରହିଛି ବୋଲି ପୋ-ଲିସ କହିଛି। ପୋ-ଲିସ ମଧ୍ୟ ମଡେଲର ମୁଣ୍ଡ ଖୋଜୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଡେଲଙ୍କ ଶଶୁର ଜଣେ ପୋ-ଲିସ ଅଫିସର ମଧ୍ୟ ଅଟନ୍ତି।

କୁହାଯାଉଛି ଯେ ପୂର୍ବ ସ୍ୱାମୀ ହିଁ ଏହି ହ-ତ୍ୟାକା-ଣ୍ଡର ମାଷ୍ଟରମାଇଣ୍ଡ ଅଟନ୍ତି। କାରଣ ଚୋଇଙ୍କ ପୂର୍ବତନ ସ୍ୱାମୀ କିଛି ସପ୍ତାହ ପୂର୍ବରୁ ଘର ଭଡା ନେଇଥିଲେ। ତେବେ ଚୋଇଙ୍କୁ ହ-ତ୍ୟା କରିବା ପାଇଁ ହିଁ ଘର ଭଡା ନିଆଯାଇଥିଲା ବୋଲି ପୋ-ଲିସ ସ-ନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *