ମୋର ଦୁଇ ସ୍ଵାମୀ ଖୁସିରେ ରୁହ, ମୁଁ ଯାଉଛି ମ-ଶାଣୀ ……..

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପ-ର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ।

ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି ଏବଂ ଏହା ସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି ।ଏବେ ଅନେକ ଖବର ଲୋକଙ୍କ ସାମ୍ନାକୁ ଆସୁଛି ଯାହାକୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ।ଜଣେ ମହିଳା ନିଜର ବିବାହ ପରେ ନିଜ ଶ୍ଵଶୁର ଘର ଛାଡ଼ି ନିଜ ବାପା ଘରେ ଆସି ରହିବା ପରେ ଆଉ ଶ୍ବଶୁର ଘରକୁ ଯିବା ପାଇଁ ରାଜି ହୋଇନଥିଲେ ଏହାର କାରଣ ସେ ମହିଳା ନିଜ ଗ୍ରାମର ଆଉ କେଉଁ ପୁରୁଷ ସହ ପ୍ରେମ ସ-ମ୍ପର୍କ ଥିଲା ଭଳି ଶୁଣିବାକୁ ମିଳୁଛି। ଯାହା ପାଇଁ ସେ ବିବାହ ପରେ ନିଜ ସ୍ବାମୀ ଏବଂ ଶ୍ଵଶୁର ଘର ଛାଡ଼ି ବାପା ଘରେ ରହିଛି।

କିଛି ଦିନ ରହିବା ପରେ ସେ ନିଜ ପ୍ରେମିକା ସିପୁନ ସହ କୁଆଡେ ପଳାଇ ଯାଇଥିଲା ଯାହା ଦ୍ଵାରା ଦୁହିଁଙ୍କ ଘର ଲୋକ ପରେ ସେମାନଙ୍କ ବିବାହ କରିଥିଲେ।ସେମାନଙ୍କ ବିବାହ ହେବା ପରେ ସେମାନେ ଖୁସିରେ ଥିଲେ ।କିନ୍ତୁ ଶୁଣିବାକୁ ମିଳୁଛି ଯେ ସିପୁନ ସବୁବେଳେ ମ-ଦ ପିଇ ନି-ଶାରେ ଘରକୁ ଆସୁଥିଲେ।ଶୁଣିବାକୁ ମିଳୁଛି ଯେ ସେହି ମହିଳା ଦିପାର ଅକ-ସ୍ମାତ୍ ମୃ-ତ୍ୟୁ ଘଟିଛି ଏବଂ ଏହା ତାର ସ୍ବାମୀ ସିପୁନ ଦିପାର ଘର ଲୋକଙ୍କୁ କହିଛି ।ଯାହା ଦ୍ଵାରା ପୋ-ଲିସ ଏହାକୁ ଅପମୃ-ତ୍ୟୁ ମାମ-ଲା ଭାବରେ ରୁ-ଜୁ କରିଛି ଏବଂ ସେହି ମହିଳାର ଶ-ବକୁ ବ୍ୟବ-ଚ୍ଛେଦ ପାଇଁ ତାର ପରିବାର ଲୋକଙ୍କୁ ଦେଇଦେଇଛି।

ଏମିତି ଏକ ଘ-ଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡ଼ାହାଡ଼ ଥା-ନା ଅଧୀନସ୍ଥ କର୍ଣ୍ଣପୂର୍ ଗ୍ରାମରେ।ଯେଉଁଠି ଜଣେ ମହିଳାଙ୍କ ଆକ-ସ୍ମିକ ଭାବରେ ମୃ-ତ୍ୟୁ ଘଟିଛି।କିନ୍ତୁ ଝିଅ ଘର ଲୋକେ ଏହାକୁ ମାନି ପାରୁ ନାହାଁନ୍ତି ଏବଂ କହୁଛନ୍ତି କି ଜ୍ବାଇଁର ଘର ଲୋକେ ମିଶି ତାଙ୍କ ଝିଅକୁ ମା-ରି ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଝିଅର ବେକରେ କିଛି ଚିହ୍ନ ଥିଲା ଏବଂ ହାତରେ ମଧ୍ୟ କିଛି ଚିହ୍ନ ରହିଥିବା ଦେଖିବାକୁ ମିଳିଛି କିନ୍ତୁ ପୋ-ଲିସ ଏହାର ତ-ଦନ୍ତ ଚଳାଇଛି।ମହିଳାଙ୍କର ମୃ-ତ୍ୟୁ ହେଲା କେମିତି ଏବଂ ହେଲା କଣ ପାଇଁ ଏହା ଜାଣିବା ପାଇଁ ପୋ-ଲିସ ତାର ଅନୁସ-ନ୍ଧାନ ଜାରୀ ରଖିଛି।ଏହି ଘଟ-ଣାର ସମାଧାନ କଣ ହେଉଛି ତାହା ଦେଖିବାକୁ ରହିଛି।

Leave a Reply

Your email address will not be published. Required fields are marked *