ମୁଁ ତାଳି ମା-ରି ଯାହା ଟଙ୍କା ପଇସା ରଖିଥିଲି, ମୋତେ ବାହା ହେଇ ସବୁ ନେଇଗଲା।

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ହଁ ଆଜ୍ଞା ଏହିପରି ଏକ ଅଭା-ବନୀୟ ଘ-ଟଣା ଘଟିଛି ଓଡ଼ିଶାରେ।ମୁଁ କିନ୍ନର ଜାଣି ସେମୋତେ ଭଲ ପାଇଲା।ମୋ ଘରେ ରହିଲା, ମୋ ପଇସାରେ ଚଳିଲା।ମୋତେ ବାହା ହୋଇ ସୁଖରେ ରଖିବ ବୋଲି କହିଲା।କିନ୍ତୁ ମୋର କଟକ ସ୍ଥିତ ସବୁ ଜାଗାକୁ ସେ ନେଇଗଲା।

ଆଉ ତାପରେ ତାଙ୍କ ଶାଶୁ,ଶଶୁର,ଦିଅର ତାଙ୍କୁ ମାନସିକ ନିର୍ଯା-ତନା ଦେଲେ।ତାଙ୍କୁ ଶାରି-ରୀକ ନିର୍ଯା-ତନା ଦେଲେ।ତାଙ୍କୁ ମା-ଡ ମା-ରିଲେ, ଗା-ଳି ଗୁ-ଲଜ ମଧ୍ୟ କରୁଥିଲେ।ସେ ଜଣେ କିନ୍ନର ବୋଲି ତାଙ୍କ ପ୍ରେମ କାହାଣୀ ଭାରି କଷ୍ଟାଦୟକ।କିଛିଦିନ ପାଇଁ ସେ ତାକୁ ଖୁସି ଦେଇଥିଲା।କିନ୍ତୁ ଶେଷରେ ସେ ଜାଣିବାକୁ ପାଇଲେ ସେ କୁଆଡେ ଦିତୀୟ ବିବାହ କରିଛି।ସ୍ତ୍ରୀ ସୁଖ ପାଇବ ବୋଲି ସେ ମୋତେ କିନ୍ନର ବୋଲି ଛାଡ଼ିଦେଇଚି।

କିନ୍ତୁ ସବୁଠୁ ବଡ଼ କଥା ସେ ମୋତେ କିନ୍ନର ଜାଣି ମଧ୍ୟ ବାହା ହେଇଥିଲା। ତା ପୁରା ପରିବାର ତାଙ୍କ ଘରେ ରହୁଥିଲା। ଫେସୁକରେ ଆରମ୍ଭ ହେଇଥିଲା ପ୍ରେମ।ହଁ ଆଜ୍ଞା ଏଭଳି ଏକ ଘରଣା ଘ-ଟିଛି କଟକ ସ୍ଥିତ ଗନ୍ଧିପଲ୍ଲି ଠାରେ।ସେଠାରେ ସୋନାଲି କିନ୍ନର ନାମକ ଜଣେ କିନ୍ନର ରହୁଥିଲେ।ଆଉ ସେଠାକାର ଜଣେ ଯୁବକ ସୁଧୀର ବେହେରାଙ୍କ ସହ ପ୍ରେମ ସମ୍ପ-ର୍କ ଫେସୁକରୁ ଗଢିଉଠିଥିଲା।ଆଉ ତାପରେ ସୁଧିରଙ୍କୁ ବାହାହେଇ ସୋନାଲି ତାଙ୍କ ଘରକୁ ନେଇ ଆସିଥିଲେ।

ସୋନାଲି ରହୁଥିବା ଘରେ ସୁଧିରଙ୍କ ସହ ତାଙ୍କ ବାପା,ମା ମଧ୍ୟ ରହୁଥିଲେ।ବାହାଘରକୁ ୩ବର୍ଷ ହେଇଥିଲା ,ସେହିଭିତରେ ସୁଧୀର ସବୁ କିଛି ନେଇ ଯାଇଥିଲା, ଟଙ୍କା,ପୋଇସା,ସୁନା ଗହଣା,ଜାଗା ସବୁକିଛି ନିଜ ନାଁରେ କରେନେଇଥିଲା।ପାରାଦୀପ ଜାଗାକୁ ଦେବା ପାଇଁ ମନା କରୁଥିଲା ସୋନାଲି।ତାପରେ ସମ୍ପ-ର୍କରେ ସୃଷ୍ଟି ହେଲା ଫାଟ।ଏବେ ସୁଧୀର ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଜଣା ଯାଇଛି।

Leave a Reply

Your email address will not be published. Required fields are marked *