ସ୍ୱାମୀକୁ ଧୋ-କା ଦେଇ ସୌଭାଗ୍ୟ ସହ ଶୋଉଥିଲା ସୁଇଟି ସ୍ଵପ୍ନା,ଏବେ ସୌଭାଗ୍ୟ ବି ଧୋ-କା ଦେଲା

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପ-ର୍କଟି ଏଭଳି ଏକ ସମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି ।

ପର-କୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ସାତ ଜନ୍ମର ସମ୍ପ-ର୍କକୁ ଭାଙ୍ଗି । ଏହି ପର-କୀୟା ପ୍ରୀତି ପାଇଁ କେତେ ଯେ ସ-ମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ସେମିତି ବର୍ତମାନ ସମୟରେ ଏକ ସାଙ୍ଘା-ତିକ ଘ-ଟଣା ସମ୍ନାକୁ ଆସିଛି । ଯେଉଁଠି ଜଣେ ପତ୍ନୀ ନିଜ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହିତ ଫେ-ରାର୍ ହୋଇ ଯାଇଥିଲେ । ଆଉ ପରେ ଜାଣିବାକୁ ମିଳିଥିଲା ଯେ ପ୍ରେମିକ ଜଣକ ମଧ୍ୟ ପୂର୍ବରୁ ବିବାହିତ ଥିଲେ । ଆଉ ଏବେ ପ୍ରତା-ରଣା ମିଳିବା ପରେ ଥାନାର ଦ୍ବାରସ୍ଥ ହେଇଛନ୍ତି ପତ୍ନୀ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପ-ର୍କରେ।

ହଁ ଆଜ୍ଞା ବନ୍ଧୁଗଣ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ । ପ୍ରେମିକ ସୌଭାଗ୍ୟ ବି ବିବାହିତ ଏବଂ ପ୍ରେମିକା ସୁଇଟି ସ୍ବପ୍ନା ମଧ୍ୟ ବିବାହିତ । ତା’ପରେ ମଧ୍ୟ ଦୁହିଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । କିଛିଦିନ ପରେ ସ୍ବପ୍ନାଙ୍କୁ ଧରି ସୌଭାଗ୍ୟ ପୁନେ ପଳାଇ ଯାଇଥିଲେ । ଆଉ ସେଠାରେ ଶାରୀ-ରିକ ସ-ମ୍ପର୍କ ରଖିଲେ ହେଲେ ସ୍ବପ୍ନା ଜାଣିପାରି ନଥିଲା ଯେ ସୌଭାଗ୍ୟ ମଧ୍ୟ ବିବାହିତ ।

ଘରେ ଗଲେ ବିବାହ କରିବାର ପ୍ରତି-ଶ୍ରୁତି ଦେଇ ସ୍ବପ୍ନାଙ୍କ ଠାରୁ ଦେହ ସୁଖ ନେବା ପରେ ଏବେ ଛାଡ଼ି ଦେଇଛନ୍ତି ସୌଭାଗ୍ୟ । ଆଉ ନିଜର ପତ୍ନୀଙ୍କୁ ଧରି ଚାଲି ଯାଇଛନ୍ତି ପୁନେକୁ । ଘ-ଟଣା କିଛି ଏଭଳି ଥିଲା ରଙ୍ଗ ନମ୍ୱରରେ ବିବାହିତା ମହିଳା ସ୍ବପ୍ନାଙ୍କ ସହିତ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା ସୌଭାଗ୍ୟଙ୍କର । ତାପରେ ସ୍ବପ୍ନା ନିଜର ସ୍ୱାମୀ ଏବଂ ହଁସ ଖୁସିର ପାରିବାରକୁ ଛାଡ଼ି ପଗେଳୀଙ୍କ ପରି ବିଶ୍ଵାସରେ ଧାଇଁ ଯାଇଥିଲେ ପ୍ରେମିକ ସୌଭାଗ୍ୟ ପାଖକୁ । ଆଉ ଏବେ ସ୍ବପ୍ନା ସୌଭାଗ୍ୟର ଅସଲ ଚେହେରା ଗାଆଁ ଲୋକଙ୍କ ଠାରୁ ଜାଣିବା ପରେ ନ୍ୟା-ୟ ପାଇଁ ଥା-ନାର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *