ଖୋର୍ଦ୍ଧାରେ ଜଣେ ମହିଳାଙ୍କୁ ନାଗ ସାପ ଚୋ-ଟ ମାରି ସେଇଠି ନିଜେ ମ-ରିଗଲା, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ ବଡ଼ପଦ ଗ୍ରାମର ନୂଆସାହିରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏଠାରେ ଜଣେ ମହିଳାଙ୍କୁ ନାଗ ସାପ ଚୋ-ଟ ମା-ରିବା ପରେ ଉକ୍ତ ମହିଳା ଜଣକ ମୃ-ତ୍ୟୁ ବରଣ କରିବା ସହ ସେହି ନାଗ ସାପ ମଧ୍ୟ ମ-ରିଯାଇଥିଲା।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଏହି ବଡପଦ ଗ୍ରାମର ନୂଆସାହିର ସୌରୀଗୁରି ନାମକ ଜଣେ ମହିଳା ଗାଁ ବାଟରେ ଯାଉଥିବା ସମୟରେ ହଠାତ ଏକ ସାପ ଆସି ତାଙ୍କୁ ଚୋ-ଟ ମା-ରିଥିଲା। ଜାହାପରେ ମହିଳା ଜଣକ ଉକ୍ତ ସାପକୁ ନାଗସାପ ବୋଲି ଚିହ୍ନଟ କରିଥିଲେ।

https://youtu.be/358o8F0yHkc

ଏହାପରେ ମହିଳା ଜଣକ ସେହିଠାରେ ଛଟପଟ ହେବାକୁ ଲାଗିଲେ। ଗ୍ରାମବାସୀମାନେ ତାଙ୍କୁ ଡାକ୍ତରଖାନା ନେବାକୁ ଦଉଡି ଆସିଲେ। କିନ୍ତୁ ମହିଳାଙ୍କର ସେହିଠାରେ ହିଁ ମୃ-ତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ମହିଳାଙ୍କୁ ଚୋ-ଟ ମା-ରିବା ପରେ ଉକ୍ତ ସାପଟି ମଧ୍ୟ ସେହିଠାରେ ହିଁ ମୃ-ତ୍ୟୁବ-ରଣ କରିଥିଲା।

ମହିଳାଙ୍କୁ ନେଇ ପରିବାର ଲୋକ କା-ନ୍ଦୁଥିବା ବେଳେ ସାପର ମୃ-ତ୍ୟୁକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାପ ଚୋ-ଟ ମା-ରିବା ପରେ ମହିଳାଙ୍କର ଦେହରେ ବି-ଷ ଖେଳିଯିବାରୁ ମୃ-ତ୍ୟୁ ହୋଇଥିଲା ଏହା ତ ସମସ୍ତେ ଜାଣିଛନ୍ତି, କିନ୍ତୁ ଚୋ-ଟ ମା-ରିବା ପରେ ହଠାତ ସାପର ହିଁ ମୃ-ତ୍ୟୁ ଘଟିଯିବା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *