ମୁହଁ ଖୋଲିଲା ବର୍ଷା, ଆଜି ବି ମୋ ଟୁଙ୍ଗୁରୁ ମତେ ଭଲ ପାଏ, ଟୁଙ୍ଗୁରୁ ମତେ ଛାଡି ରହିପାରିବ ନାହିଁ

ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିଲା ସେ ବିଷୟରେ ତ ଆପଣ ଜାଣିଥିବେ। ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ବର୍ଷା ଚାରିଆଡେ ଭାଇରାଲ ହୋଇଥିଲେ। ତେବେ ପୁଣିଥରେ ଚର୍ଚ୍ଚାରେ ଏବେ ଆସିଛନ୍ତି ବର୍ଷା ଭୋଳ।

ନିଜର ଏକ ଭିଡ଼ିଓ ତିଆରି କରି ଏବେ ପୁଣି ଭାଇରାଲ ହୋଇଛନ୍ତି ବର୍ଷା। ସେଥିରେ ସେ କହିଛନ୍ତି ଯେ,”ଟୁଙ୍ଗୁରୁ ସିନା ମତେ ସମାଜର ନିନ୍ଦା ପାଇଁ ନିଜ ଠାରୁ ଅଲଗା କରିଦେଲା,କିନ୍ତୁ ମୁଁ ଠିକ ଜାଣିଛି ମୋ ଟୁଙ୍ଗୁରୁ ମତେ ଆଜି ବି ଭଲ ପାଏ। ସେ ମତେ ନିଜ ପାଖରୁ ଦୁରେଇଦେଲେ କଣ ହେଲା ଦିନେ ସମୟ ଆସିବ ସେ ମୋ ପାଖକୁ ନିଶ୍ଚିତ ଆସିବ। ଆଉ ମୁଁ ସେ ସମୟକୁ ଅପେକ୍ଷା କରି ବସିଛି।”

ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ଦୁ-ଷ୍କର୍ମ ଅଭି-ଯୋଗରେ ଟୁଙ୍ଗୁରୁ ଭୋଳ ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ଗି-ରଫ କରିଥିଲା ପୋ-ଲିସ। ଭରତପୁର ଥା-ନା ହଠାତ ଟୁଙ୍ଗୁରୁକୁ ଗି-ରଫ କରିଥିଲା। ବର୍ଷା ନାମକ ଜଣେ ମହିଳା ଦୁ-ଷ୍କର୍ମ ଟୁଙ୍ଗୁରୁ ବିରୁ-ଦ୍ଧରେ କିଛି ଦିନ ପୂର୍ବରୁ ଭରତପୁର ଥା-ନାରେ ଆସି ଅଭି-ଯୋଗ କରିଥିଲେ।

ଅଭି-ଯୋଗରେ ମହିଳା ଜଣକ କହିଥିଲେ ଯେ,” ଟୁଙ୍ଗୁରୁ ତାଙ୍କର ସହ ପ୍ରତା-ରଣା କରିଛି । ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରିଗଲା ସେବେ ମୋତେ ଛାଡ଼ି ପଳାଇଲା। ଏବେ ମୁଁ ତାକୁ ବାହା ହେବି କହି ଥାନା ଆଗରେ ଧାରଣା ଦେଇଥିଲେ। ତେବେ ବର୍ଷାଙ୍କର ଅଭଳି ଅଭି-ଯୋଗ ପରେ କ୍ୟାମେରା ସାମ୍ନାକୁ ଆସିଥିଲା ଟଙ୍ଗୁରୁ ଭୋଳ।

ଆଉ ଏହାର କିଛି ଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା। ଯାହାପରେ ବର୍ଷା ଭରତପୁର ଥା-ନାରେ ଅଭି-ଯୋଗ କରିଥିଲେ। ଆଉ ଯେଉଁ ଅଭି-ଯୋଗକୁ ଆଧାର କରି ପୋ-ଲିସ୍ ଟୁଙ୍ଗୁରୁକୁ ଗି-ରଫ କରିଥିଲା। ତେବେ ଜେ-ଲରେ କିଛି ଦିନ ରହିବା ପରେ ଟୁଙ୍ଗୁରୁ ଜେ-ଲରୁ ବାହାରି ଯାଇଥିଲା। ଏହାପରେ ସବୁକିଛି ଶାନ୍ତ ଥିଲା। ତେବେ ଏତେ ଦିନ ପରେ ପୁଣି ଥରେ ବର୍ଷାଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *