ମୁଁ ଆଉ ପାରୁନି, ଦରମା ଟଙ୍କା ଆଣୁଛି ଔଷଧ ଦୋକାନରେ ଥୋଉଛି……..

ମିଡିଆ ଆଗରେ ସାହାଯ୍ୟର ହାତ ମାଗିଛନ୍ତି ଜଣେ ଯୁବକ ଯାହାଙ୍କର ନାମ ଭାସ୍କର ଦାସ। କାନ୍ଦି କାନ୍ଦି କହିଛନ୍ତୁ ନିଜର ଦୁଃ-ଖ। ଝିଅର ଏପରି ଅବସ୍ଥା ଦେଖି ସେ ରହିପାରୁନାହାନ୍ତି। ଏପରିକି ଆଉ ପାରିବେନି କହି ବି-ଷ ପିଇଦେବେ ବୋଲି କହୁଛନ୍ତି।

ତେବେ ଯୁବକ ଜଣକ କହିଛନ୍ତି ଯେ, ସେ ଯେତେବେଳେ ଜାଣିଲେ ଯେ ତାଙ୍କ ଝିଅର କିଡନୀ ଖରାପ ହୋଇଯାଇଛି। ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ତାଙ୍କର ଚାରିଆଡ଼ ଅନ୍ଧାର ହୋଇଗଲା। ଟଙ୍କା କଥା ଭାବି ତାଙ୍କ ମୁଣ୍ଡ କାମ କଲାନାହିଁ।

ଘର ଲୋକଙ୍କୁ ଫୋନ କରି ସବୁ କଥା କହିଲେ ଏପରିକି ସମ୍ପ-ର୍କୀୟ ଲୋକଙ୍କୁ ସାହାଯ୍ୟ ମାଗିଲେ ଏବଂ ଏହାପୂର୍ବରୁ ମଧ୍ୟ ମିଡିଆ ଆଗରେ ନିଜର ଦୁଃ-ଖ ପ୍ରକାଶ କରିଥିଲେ କିନ୍ତୁ ସେଥିରୁ ମାତ୍ର 50,000 ଟଙ୍କା ମିଳିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ମାସ ଶେଷକୁ ଯେଉଁ ଦରମା ପାଉଛନ୍ତି ତାକୁ ଔଷଧ ଦୋକାନରେ ଥୋଇ ଝିଅ ପାଇଁ ଔଷଧ କିଣୁଛନ୍ତି।

ଏପରିକି ସେ ଆଉ ପାରୁନାହାନ୍ତି କହି ନିଜ ଝିଅକୁ ବି-ଷ ଦେଇ ଏବଂ ନିଜ ବି-ଷ ପିଇକି ମ-ରିଯିବେ ବୋଲି କହୁଛନ୍ତି। ସାହାଯ୍ୟ ମାଗିଲେ ମଧ୍ୟ ଏତେ କିଛି ସାହାଯ୍ୟ ମିଳିପାରୁନାହିଁ। ଏହିପରି କାନ୍ଦି କାନ୍ଦି ଅନେକ କଥା କହିଛନ୍ତି ଭାସ୍କର।

ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଯିଏ ବି ଏହି ଆର୍ଟିକିଲ ପଢି ସାହାଯ୍ୟ କରିବାକୁ ଚାହୁଁଛନ୍ତି ଦୟାକରି ସାହାଯ୍ୟର ହାତ ବଢ଼ାନ୍ତୁ। ଆପଣଙ୍କ ଛୋଟ ସାହାଯ୍ୟ ଜଣେ ମଣିଷର ଜୀବନ ବଞ୍ଚାଇ ପାରିବ।

NAME – BHASKAR DAS

A/c NO- 6212793176

IFSC CODE- IDIB000N125

PHONE PE / GOOGLE PAY NO- 9937466242

Leave a Reply

Your email address will not be published. Required fields are marked *