ମୋତେ ଡାଉଟ କ୍ଲିଅର ପାଇଁ ଡାକି, ମୋ ଦେହରେ ହାତ ମା-ରିଲେ ସାର୍।

ବର୍ତ୍ତମାନ ସମୟର ଦୁନିଆ ପରିବର୍ତନ ହେବାରେ ଲାଗିଛି ଏବଂ ଏହା ସହ ନାରୀଙ୍କ ଉପରେ ଅତ୍ୟା-ଚାର ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି କାରଣ ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି କି ନାରୀମାନେ ହିଁ ଅନେକ ଜାଗାରେ ଦୁ-ଷ୍କର୍ମ ଏବଂ ଶୋଷଣର ଶିକାର ହେଉଛନ୍ତି ଏବଂ ନାରୀମାନଙ୍କ ଉପରେ ଦୁଷ୍କ-ର୍ମର ଘଟ-ଣା ଏବେ ଅନେକ ମାତ୍ରାରେ ବଢ଼ିଚାଲିଛି ଏବଂ ଅନେକ ସମୟରେ ଏହା ଶୁଣିବାକୁ ମିଳୁଛି କି ଛାତ୍ରୀମାନେ ଶିକ୍ଷକଙ୍କ ଦ୍ଵାରା ଦୁଷ୍କ-ର୍ମର ଶି-କାର ହେଉଛନ୍ତି।

ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଶିକ୍ଷା ସମାଜ ଏବଂ ଶିକ୍ଷକଙ୍କ ଉପରେ ଆଙ୍ଗୁଠି ଉଠାଇଛି।ଶୁଣିବାକୁ ମିଳୁଛି ଯେ ଜଣେ ଛାତ୍ରୀକୁ ନିଜ ଶିକ୍ଷକ ଡାଉଟ୍ କ୍ଲିୟର କ୍ଲାସ ବାହାନାରେ ତାକୁ ଡାକି ସମସ୍ତଙ୍କ ଯିବା ପରେ ତା ସହ ଅସ-ଦାଚରଣ କରିଛନ୍ତି ଯେ କେହି ନଥିବା ଅବସ୍ଥାରେ ତାହାର ଫାଇଦା ଉଠାଇଛନ୍ତି। ଛାତ୍ରୀ ଜଣକ ଏହା ପରେ ନିଜ ବାପା ମାକୁ ଏଇ ବିଷୟରେ ଜଣାଇବା ପରେ ସେମାନେ ପୋଲି-ସର ଦ୍ବାରସ୍ଥ ହୋଇଛନ୍ତି ଏବଂ ସେମାନେ ତାଙ୍କ ଟ୍ୟୁସନ୍ ସାରଙ୍କ ନାମରେ ପୋ-ଲିସ ନିକଟରେ ଅଭି-ଯୋଗ କରିଛନ୍ତି।

ସେମାନେ ଅଭି-ଯୋଗରେ କହିଛନ୍ତି କି ଟ୍ୟୁସନ୍ ସାର ତାଙ୍କ ଝିଅ ସହ ଶାରୀ-ରିକ ସଂ-ପର୍କ ରଖିବାକୁ ବାଧ୍ୟ କରିବ ସହ ତା ଶରୀରର ସମସ୍ତ ଜାଗାରେ ହାତ ମା-ରିଛନ୍ତି । ତାକୁ ଏକ ପାଇ ଫାଇଦା ଉଠାଇବାକୁ ସେ ସମ୍ପୂର୍ଣ ଭାବରେ ଚେଷ୍ଟା କରିଥିଲେ।ଏମିତି ଏକ ଅଭା-ବନୀୟ ଘ-ଟଣା ଘଟିଛି ରାଉରକେଲା ଯେଉଁଠି ଟ୍ୟୁସନ୍ ସାର ନିଜ ଘରେ ୧୮ ବର୍ଷ ହେବ କୋଚିଙ୍ଗ ନେଉଥିଲେ ଏବଂ ଶୁକ୍ରବାର ଦିନ ଏହି ଘ-ଟଣା ନିଜ ଘରେ ଘଟିଛି।ଏହି ଘ-ଟଣା ପରେ ସ୍ଥାନୀୟ ଲୋକେ ତାଙ୍କ ଘରେ ପଶି ତାଙ୍କୁ ମା-ଡ଼ ମା-ରିଥିଲେ।

ଏହା ଦ୍ଵାରା ତାଙ୍କ ମୁଣ୍ଡ ଫାଟି ଯାଇଥିବା ଦେଖିବାକୁ ମିଳିଛି। ଟ୍ୟୁସନ୍ ସାରଙ୍କ ଘର ଲୋକ ଏହା ସମ୍ପୂର୍ଣ୍ଣ ମି-ଥ୍ୟା ବୋଲି କହିଛନ୍ତି କିନ୍ତୁ ପୀ-ଡିତା ଜଣକ କହିଛନ୍ତି ଯେ ସାର ତାଙ୍କୁ ଧ-ମକ ଦେଇଥିଲେ କି ସେ ଯଦି ଏହି ବିଷୟରେ କାହା ନିକଟରେ ଆଲୋଚନା କରେ ତାହେଲେ ସେ ତାର କ୍ୟାରିଅର ନ-ଷ୍ଟ କରିଦେବା ବୋଲି କହିଥିଲେ ଏବଂ ଏହା ମଧ୍ୟ କହିଥିଲେ କି ତାଙ୍କର ସବୁ ଆଡ଼େ ଚିହ୍ନା ଜଣା ଅଛି ।ତେଣୁ ସେ ଏହି କଥାକୁ କାହାକୁ କହିବା ପାଇଁ ଧ-ମକ ଦେଇଥିବା ପୀ-ଡିତା ଜଣକ କହିଛନ୍ତି।

Leave a Reply

Your email address will not be published. Required fields are marked *