ତୁମର ସ୍ଲିପ କରୁଛି ଯଦି ମୁହଁରେ ବିଣ୍ଡା ଦେଇଦିଅ । ସେଦିନ ପିଣ୍ଟୁ ଭାଇ ନଥିଲେ ଚିନ୍ହେଇ ଦେଇଥାନ୍ତି ମୁଁ କିଏ ବୋଲି” ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ପିନ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗି ଚର୍ଚ୍ଚାକୁ ଆସିଥିବା ମିଟୁ ମିଥୁନଙ୍କୁ ନେଇ ସବୁଠି ଏବେ ଚର୍ଚ୍ଚା । କିଛିଦିନ ତଳେ ଏକ ଭିଡ଼ିଓରେ ମିଟୁ ମିଥୁନ କହିଥିଲେ କି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ମାତ୍ର ୩ ଜଣ ଅର୍ଥାତ୍ ଅନୁଭବ, ଅରିନ୍ଦମ ଓ ବାବୁଶାନ କେବଳ ହିରୋ ବାକି ସବୁ ଆ ଥୁ । ଯାହାକୁ ନେଇ ବେଶ୍ ବି-ବାଦ ଦେଖା ଦେଇଥିଲା । ତେବେ ବନ୍ଧୁଗଣ ଗତକାଲି ସେହି ବିଷୟକୁ ନେଇ ମଧ୍ୟ ମିଡ଼ିଆ ସାମ୍ନାରେ କଡ଼ା ମନ୍ତବ୍ୟ ଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଅଭିନେତା ରାଜବୀର ।

ଏକ ସାକ୍ଷାତକାରରେ ବାଇଟ ଦେଇ ରାଜବୀର କହିଥିଲେ ଯେ, “ପିଣ୍ଟୁ ଭାଇ ତ ଦିଲ୍ଲୀ ଗଲେ, ମିଟୁ ଭାଇ ରାଞ୍ଚି ଯିବେ ମୋତେ ଲାଗୁଛି” । ତେବେ ମିଟୁ ମିଥୁନ ପ୍ରତି-କ୍ରିୟା ରଖି କହିଥିଲେ ସେ ଏପରି କହିନାହାଁନ୍ତି କିନ୍ତୁ ରାଜବୀର ଭିଡ଼ିଓ ସହିତ ପ୍ରମାଣ ମିଡ଼ିଆକୁ ଦେଖାଇଥିଲେ ଏବଂ କହିଥିଲେ କି, ମିଟୁ ମିଥୁନ ଭାଇ କେତେବେଳେ କଣ ଏବେ କହି ଦେଉଛନ୍ତି ଜାଣି ପାରୁନାହାନ୍ତି ତାଙ୍କ ମତିଭ୍ରମ ହେଲାଣି ।

ଆଜି ପୁଣିଥରେ ବିକାଶ ନାମକ ଜଣେ ବ୍ୟକ୍ତି ମିଡିଆ ସାମ୍ନାରେ ମିଟୁ ମିଥୁନଙ୍କ ଉଦ୍ଦେ-ଶ୍ୟରେ ମୁହଁ ଖୋଲି କହିଛନ୍ତି ଯେ, “ମୁଁ ପିଣ୍ଟୁ ଭାଇଙ୍କ ସହିତ ଯାଇଥାନ୍ତି ହେଲେ ମୋର ହାର୍ଟ ଅପରେସନ ହୋଇଥିଲା । ତେଣୁ ମୋତେ ମନା କଲେ ପିନ୍ଟୁ ଭାଇ କହିଲେ ସେଠି ଖାଇବା ପିଇବା ଅସୁବିଧା ହେବ । କିଏ ଯିବ ଯିବ ସେଇଠୁ ସେ ମିଟୁ ମିଥୁନ ଭାଇଙ୍କୁ ସାଥିରେ ନେଇକି ଗଲେ । ମିଥୁନ ଭାଇ ବହୁତ୍ ସାହାର୍ଯ୍ୟ ମଧ୍ୟ କରିଛି । ଆଉ ସାହାର୍ଯ୍ୟ କରିଛି ବୋଲି ଟିକେ ଅଗଲ ବଗଲ କଥା କହିଦେଉଛି ଆଉ ବେଳେ ବେଳେ । ମୁଁ ଗୋଟେ ବାଇଟ୍ ଶୁଣୁଥିଲି କୁଆଡ଼େ ପାଟିରୁ ତାଙ୍କ କଥା ସ୍ଲିପ୍ କରୁଛି ।

ଯଦି ତୁମର କଥା ସ୍ଲିପ୍ କରୁଛି ତାହେଲେ ବିଣ୍ଡା ଦେଇ ଦେଉନ । ଲୋକ ସାହାର୍ଯ୍ୟ କରୁଛନ୍ତି ତା’ପରେ ତୁମେ ଆହୁରି କହିବ ଗୁ-ଣ୍ଡା । ଆରେ ତୁମେ ସେହି ସିରିଏଲରେ ଗୁ-ଣ୍ଡା ନା । ମିଟୁ ଭାଇଙ୍କ ଟିକେ ବୟସ ହେଇଗଲାଣି ତୋ ତେଣୁ ସେ ମିଡିଆ ଭାଇମାନଙ୍କ ଠାରୁ ଟିକେ ଦୂରେଇ ରୁହନ୍ତୁ । ସେ କଣ ହିରୋମାନଙ୍କୁ ଥୁ ଥୁ କରିବୁ । ସୁରଭାଇ କଲେ ବୋଲି ତୁ ତାଙ୍କୁ ତାଳ ଦେଇ କରିବୁ । ସୁର ରାଉତରାୟ କେଉଁଠି ରାମଚନ୍ଦ୍ର ଆଉ ୟେ ମିଟୁ ଭାଇ ରାମ ଭଣ୍ଡାରି” ।

Leave a Reply

Your email address will not be published. Required fields are marked *