ଘ-ଟଣା ଦିନଠାରୁ ମିଳିନି ଗୁ-ଳି, ଏହି ୪ ବାଟରେ ଏବେ ଖସିଯିବ ଗୋପାଳ

ବନ୍ଧୁଗଣ ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା କା-ଣ୍ଡ ରହିଯିବ କି ହୋଇ ଏକ ର-ହସ୍ୟ ତାକୁ ନେଇ ଉଠିଛି ଏବେ ଏକ ବଡ଼ ପ୍ରଶ୍ନ । ଅଭି-ଯୁକ୍ତ ଗୋପାଳ ଦାସକୁ ଖସାଇ ଦେବା ପାଇଁ ଆଗରୁ ହୋଇଥିଲା କି ସୁଚିନ୍ତିତ ଯୋଜନା । ତେବେ ହଁ ବନ୍ଧୁଗଣ ବହୁ ଚର୍ଚିତ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାରେ ସାମ୍ନାକୁ ଆସିଛି ପୁଣି ଏକ ଦିଗ । ଯେଉଁଠାରେ ଅଭି-ଯୁକ୍ତ ଗୋପାଳ ଦାସ ଖସିଯିବା ପାଇଁ ୩ ଗୋଟି ଯୋଜନା ହୋଇ ରହିଅଛି ବୋଲି କହୁଛନ୍ତି ବରିଷ୍ଠ ଆଇ-ନଜୀବୀ ଓ ପୂର୍ବତନ ଡିଜିପି ।

ତେବେ ମନ୍ତ୍ରୀଙ୍କୁ ଗୁ-ଳି ମା-ଡ଼ ହୋଇ ସାରିବାର କେତେ ଦିନ ବିତିଗଲାଣି । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ନବ ଦାସଙ୍କ ଦେହରେ ବାଜି ବାହାରି ଯାଇଥିବା ଗୁ-ଳିଟିକୁ କ୍ରାଇମ୍ ବ୍ରାଞ୍ଚ ଟିମ ଜ-ବତ କରିପାରି ନାହିଁ । ପ୍ରଥମ କଥା ହେଉଛି ଯଦି ଏଠାରେ ନବ ଦାସ ଦେହରେ ବାଜିଥିବା ଗୁ-ଳିଟି ନମିଳେ । ତେବେ ଅଭି-ଯୁକ୍ତ ବିରୁ-ଦ୍ଧରେ ଠୋସ ପ୍ରମାଣ ଅ-ଭାବ ହେତୁ ଗୋପାଳ ଖସିଯିବାର ବହୁତ ବଡ କଥା ରହିଛି ବୋଲି ବରିଷ୍ଠ ଆଇ-ନଜୀବୀ ନରସିଂହ ମିଶ୍ର କହିଛନ୍ତି ।

ତେବେ ପୂର୍ବତନ ଡିଜିଙ୍କ କହିବା ଆଧାରରେ ମନ୍ତ୍ରୀ ନବ ଦାସଙ୍କ ଦେହରେ ଯେଉଁ ହିସାବରେ ଛାତିରେ ଗୁ-ଳିଟି ଅତି ନିକଟରୁ ପଶି ଆରପଟେ ଦେଇ ବାହାରକୁ ଆସିଥିଲା ବୋଲି ସୂଚନା ମିଳିଥିଲା । ତେବେ ସେପରି କ୍ଷେତ୍ରରେ ଜଣେ ମନୁଷ୍ୟ ୨ ରୁ ୩ ମିନିଟ ମଧ୍ୟରେ ମ-ରିଯିବାର ସମ୍ଭାବନା ରହିଛି । ତେବେ ମନ୍ତ୍ରୀଙ୍କ ଦେହରେ ଗୁ-ଳି ବାଜିବାର କେତେ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ସମୟରେ ମନ୍ତ୍ରୀଙ୍କୁ ମୃ-ତ ବୋଲି ଘୋଷଣା କରଯାଇଥିଲା । ତେବେ ଏହା ମଧ୍ୟ ଏକ କାରଣ ଯେଉଁ ମାଧ୍ୟମ ଦେଇ ଗୋପାଳ ଖସି ଯାଇପାରେ ।

ତୃତୀୟରେ ବରିଷ୍ଠ ଆଇ-ନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କର କହିବା ଅନୁସାରେ ଗୋପାଳ ଦାସର ଯେଉଁ ମାନସିକ ସ୍ଥିତି ବିକୃତି ଅଛି କି ନାହିଁ ବିଭିନ୍ନ ପ୍ରକାର ଟେଷ୍ଟ କରାଯାଉଛି । ଯଦି ଗୋପାଳର ମାନସିକ ବିକୃତି ଅଛି ବୋଲି ମଧ୍ୟ ପ୍ରମାଣ ହୋଇଯାଏ । ତେବେ ଏହା ମଧ୍ୟ ଏକ ଆଇ-ନର ବାଟ ଦେଇ ଗୋପାଳ ଆରମରେ ଦୋ-ଷୀ ପ୍ରମାଣିତ ହୋଇନପାରି ଖସିଯିବାର ସମ୍ଭାବନା ବହୁତ ରହୁଛି । ତେବେ ଏହିସବୁ ବାଟ ଦେଇ ଗୋପାଳ ଖସିଯାଇପାରେ । ଏହା ସହିତ ମନ୍ତ୍ରୀ ନବ ଦାସଙ୍କର ହ-ତ୍ୟାକା-ଣ୍ଡ ଘ-ଟଣା ପଛରୁ ପରଦା ହଟିନପାରି ସବୁଦିନ ପାଇଁ ରହସ୍ୟଘେରରେ ମଧ୍ୟ ରହିଯାଇପାରେ ।

Leave a Reply

Your email address will not be published. Required fields are marked *